କବିତା ଦ୍ୱିବେଦୀ

ଉଇକିପିଡ଼ିଆ ରୁ
(କବିତା ଦ୍ଦିବେଦୀ ରୁ ଲେଉଟି ଆସିଛି)
Jump to navigation Jump to search
କବିତା ଦ୍ୱିବେଦୀ


କବିତା ଦ୍ୱିବେଦୀ ହେଉଛନ୍ତି ପ୍ରକ୍ଷାତ ନୃତ୍ୟ ଗୁରୁ ଶ୍ରୀଯୁକ୍ତ ହରେକୃଷ୍ଣ ବେହେରାଙ୍କର କନ୍ୟା ଏବଂ ଜଣେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟ ଗୁରୁ ।


ପୁରସ୍କାର ଓ ସମ୍ମାନ[ସମ୍ପାଦନା]

ସିଙ୍ଗାର ମଣି ପୁରସ୍କାର ୧୯୯୨ (ମୁମ୍ବାଇ), ସନାତନ ନୃତ୍ୟ ପୁରସ୍କାର ୧୯୯୪, ଗୁରୁ ସିଙ୍ଗାରୀ ଶ୍ୟାମ ସୂନ୍ଦର ପୁରସ୍କାର ୧୯୯୫, ମହିଳା ପ୍ରଗତି ପୁରସ୍କାର ୧୯୯୬, ମହିଳା ଶିରମଣୀ ପୁରସ୍କାର ୧୯୯୭, ଉତ୍କଳ ପ୍ରତିଭା ପୁରସ୍କାର ୧୯୯୮, ଆନ୍ତର୍ଜାତୀୟ ମହିଳା ଦିବସ ପୁରସ୍କାର ୧୯୯୯, ରାଷ୍ଟ୍ରୀୟ ଏକତା ପୁରସ୍କାର ୧୯୯୯, ପଲ୍ଲିଶ୍ରୀ ସମ୍ମାନ ୨000, ମାହାରୀ ପୁରସ୍କାର ୨000 (ଓଡ଼ିଶା), ସ୍ପେସିୟାଲ ମିଲେନିଯମନ ଟ୍ରଫି ୨000, ଇନ୍ଦ୍ରଣୀ ରେହେମାନ ସମ୍ମାନ ୨୦୦୧, ପ୍ରତିଭା ଶ୍ରୀ ସମ୍ମାନ ୨୦୦୩ (ଓଡ଼ିଶା), ରାଜିବ ଗାନ୍ଧୀ ସଦ୍‌ଭାବନା ସମ୍ମାନ ୨୦୦୪, ନୃତ୍ୟ ଶିରମଣୀ ସମ୍ମାନ ୨୦୦୭, ଭବିଷ୍ୟଜ୍ୟତି ସମ୍ମାନ-୨୦୦୭, ବାରୀ ଗୌରଭ-୨୦୦୮.[୧]

ଆଧାର[ସମ୍ପାଦନା]