ଉଇକିପିଡ଼ିଆ ଆଲୋଚନା:ଦରକାରୀ ପ୍ରସଙ୍ଗ ତାଲିକା
ନୂଆ ଯୋଡ଼ନ୍ତୁଦେଖଣା
(ଉଇକିପିଡ଼ିଆ ଆଲୋଚନା:ଦରକାରି ଲେଖାର ତାଲିକାରୁ ଲେଉଟି ଆସିଛି)
Latest comment: ୧ ମାସ ପୂର୍ବେ by Psubhashish in topic ଓଡ଼ିଆ ଲେଖକ ପରିଚୟ
ଭବାନୀ ଶଙ୍କର ପଟ୍ଟଯୋଷୀ ଓଡ଼ିଆ ଲେଖକ ଜନ୍ମ- ମୃତ୍ୟୁ-
ରଚନାବଳୀ ଓଡ଼ିଆ ଗୀତିକବିତା,କବିତା,ଗଳ୍ପ,ଉପନ୍ୟାସ।
ଉପନ୍ୟାସ ୧.ସବୁଜ ସନ୍ୟାସ ୨.ଘୁର୍ଣ୍ଣି ୩.ହୁତୁ ହୁତୁ
ଏହି ପୃଷ୍ଠା ସମ୍ବନ୍ଧରେ
[ସମ୍ପାଦନା]ସମସ୍ତ ପରିଚାଳକ ଓ ପୁରୁଖା ଉଇକିଆଳିଙ୍କୁ ସୂଚାଇ ଦେବାକୁ ଚାହେଁ ଯେ ଆରମ୍ଭରେ ଆମେ ମିଶି ଏ ପୃଷ୍ଠାଟିକୁ ତିଆରି କରିଥିଲୁ ନିହାତି ଆବଶ୍ୟକ ଥିବା ପ୍ରସଙ୍ଗର ତାଲିକାଟିଏ କରିବା ପାଇଁ । କିନ୍ତୁ ଅନେକ ନୂଆ ସଭ୍ୟ ଏହାକୁ ଏକ ନାମ ତାଲିକା ବୋଲି ଭାବି ନିଜ ନାମ ମଧ୍ୟ ଯୋଡ଼ିବା ଆରମ୍ଭ କରିଛନ୍ତି । ଏଠାରେ ଦୁଇଟି ଜିନିଷ ଆବଶ୍ୟକ ବୋଲି ମୁଁ ଭାବୁଛି:
- ଏହି ପୃଷ୍ଠାରେ କେଉଁ କେଉଁ ମାନଙ୍କ ନାମ ରହିବ ତାହା ଆମ ଉଇକିପିଡ଼ିଆ ସମୂହ ନିର୍ଦ୍ଧାରଣ କରି ସେସବୁ ତାଲିକାଭୁକ୍ତ କରୁ ଆଉ ବାକି ସବୁ ହଟାଇ ଦେଉ
- ଏହାକୁ ଲଗ ଇନ କରିନଥିବା ସଭ୍ୟମାନଙ୍କ ସମ୍ପାଦନାରୁ କିଳାଯାଉ
ସଭିଙ୍କୁ ନିଜ ନିଜ ମତ ଏ ବାବଦେ ଦେବାକୁ ଅନୁରୋଧ । --ସୁଭାସିସ ପାଣିଗାହି ଆଳାପ ୧୮:୦୪, ୨୫ ଡିସେମ୍ବର ୨୦୧୪ (UTC)
ଓଡ଼ିଆ ଲେଖକ ପରିଚୟ
[ସମ୍ପାଦନା]ଜଣେ ଅନାଲୋଚିତ ଓଡ଼ିଆ ଲେଖକଙ୍କୁ ସର୍ବସମ୍ମୁଖରେ ପରିଚିତ କରିବା ହେଉଛି ଆମର ଲକ୍ଷ୍ୟ। Prabhash Chandra Toltia (ମୋ ଆଲୋଚନା) ୨୩:୫୯, ୧୪ ଡିସେମ୍ବର ୨୦୨୫ (IST)
- @Prabhash Chandra Toltia ଦୁଃଖର କଥା ଯେ ଅନାଲୋଚିତ ହୋଇଥିଲେ ଉଇକିପିଡ଼ିଆରେ ତାଙ୍କ ବାବଦରେ ଲେଖିବା ଅସମ୍ଭବ ଆଉ ସେ ଅନ୍ତତଃ ରାଜ୍ୟବ୍ୟାପୀ ଜଣାଶୁଣା ହେବା ଯାଏ ଅପେକ୍ଷା କରିବାକୁ ପଡ଼ିବ । Psubhashish (ମୋ ଆଲୋଚନା) ୦୮:୨୦, ୧୬ ଡିସେମ୍ବର ୨୦୨୫ (IST)