ସହଯୋଗ ଆଲୋଚନା:ଓଡ଼ିଆ ଭାଷା ସମ୍ବନ୍ଧିତ ଟୁଲ/ଏନକୋଡ଼ିଙ୍ଗ କନଭର୍ଟର

ଉଇକିପିଡ଼ିଆ ରୁ
Jump to navigation Jump to search

କନଭର୍ଟରରେ କିଛି ଅସୁବିଧା ଥିଲେ, ମତାମତ କିମ୍ବା ସ‌ହଯୋଗ ଚାହୁଁଥିଲେ ଏଇଠି ଲେଖନ୍ତୁ ।[ସମ୍ପାଦନା]


ୟୁନିକୋଡ୍ ଫଣ୍ଟରେ ଓ କନ୍‌ଭର୍ଟରରେ ତ୍ରୁଟି[ସମ୍ପାଦନା]

ଆକୃତିରେ ଦ୍ଦ ଲେଖିଲେ କନ୍ଭର୍ଟରେ ତାହା ଦ୍ଧ, ଶ+ର ଫଳା+ଉକାର ଦେଇ ଲେଖଲେ ତାହା ଶ୍ରୁ ହୋଇଯାଉଛି। କନ୍ଭର୍ଟର କିମ୍ବା ୟୁନିକୋଡ୍ ଫଣ୍ଟରେ ଥବା ଏହି ଦୋଷକୁ ସୁଧାରିବା ଦରକାର।

ଜଣେଇଥିବାରୁ ଧନ୍ୟବାଦ । ସଜଡା ହେବ ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୬:୨୨, ୨୪ ଅକ୍ଟୋବର ୨୦୧୯ (IST)