ଆର. ଭାନୁମତୀ
ମାନ୍ୟବର ସୁଶ୍ରୀ ନ୍ୟାୟ ଆର. ଭାନୁମତୀ ବିଚାରପତି | |
---|---|
ଭାରତର ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି | |
Assumed office ୧୩ ଅଗଷ୍ଟ ୨୦୧୪ | |
Nominated by | ରାଜେନ୍ଦ୍ର ମଲ ଲୋଧା |
Appointed by | ପ୍ରଣବ ମୁଖର୍ଜୀ |
ପ୍ରଧାନ ବିଚାରପତି ଝାଡ଼ଖଣ୍ଡ ହାଇକୋର୍ଟ | |
କାର୍ଯ୍ୟକାଳ ୧୬ ନଭେମ୍ବର ୨୦୧୩ – ୧୩ ଅଗଷ୍ଟ ୨୦୧୪ | |
Appointed by | Pranab Mukherjee |
ପୂର୍ବ ଅଧିକାରୀ | ପ୍ରକାଶ ଚନ୍ଦ୍ର ଟାଟିଆ ଡ଼ି. ଏନ. ପଟେଲ (କାର୍ଯ୍ୟରତ) |
ମାଡ୍ରାସ ହାଇକୋର୍ଟର ବିଚାରପତି | |
କାର୍ଯ୍ୟକାଳ ୨୦୦୩ – ୧୫ ନଭେମ୍ବର ୨୦୧୩ | |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୦ ଜୁଲାଇ ୧୯୫୫ |
ଆର. ଭାନୁମତୀ (ଜନ୍ମ ୨୦ ଜୁଲାଇ ୧୯୫୫) ଭାରତର ସର୍ବୋଚ୍ଚ ନ୍ୟାୟାଳୟର ଜଣେ ବିଚାରପତି ଅଟନ୍ତି । [୧]ସେ ତାମିଲନାଡୁର ଏବଂ ଜଣେ ଷଷ୍ଠ ମହିଳା ଭାରତୀୟ ସୁପ୍ରିମକୋର୍ଟର ବିଚାରପତି ଥିଲେ । [୨]ଏହାପୂର୍ବରୁ ସେ ଝାଡଖଣ୍ଡ ହାଇକୋର୍ଟର ପ୍ରଧାନ ବିଚାରପତି ତଥା ମାଡ୍ରାସ ହାଇକୋର୍ଟରେ ବିଚାରପତି ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।[୩] [୪][୫][୬][୭] ସେ ମହାରାଷ୍ଟ୍ର ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, ଔରଙ୍ଗାବାଦର କୁଳପତି ଭାବରେ ମଧ୍ୟ କାର୍ଯ୍ୟ କରୁଛନ୍ତି।[୮]
ବୃତ୍ତି
[ସମ୍ପାଦନା]ଭାନୁମତୀ ତାମିଲନାଡୁ ଉଚ୍ଚ ନ୍ୟାୟିକ ସେବାରେ ୧୯୮୮ରେ ଜିଲ୍ଲା ଜଜ୍ ଭାବରେ ନିଯୁକ୍ତି ହୋଇଥିଲେ ।
ଏପ୍ରିଲ୍ ୨୦୦୩ ରେ, ତାଙ୍କୁ ମାଡ୍ରାସ ହାଇକୋର୍ଟର ବିଚାରପତି ଭାବରେ ଉତ୍ତୀନ୍ନ କରାଯାଇଥିଲା । ସେ ଜଲ୍ଲିକଟ୍ଟୁ କିମ୍ବା ଷଣ୍ତ ଆଲିଙ୍ଗନ ଖେଳ ଉପରେ ପ୍ରତିବନ୍ଧକ ଲଗାଇ ଏହି ମାମଲାର ବିଚାର କରିଥିଲେ । [୭][୯]ନଭେମ୍ବର ୨୦୧୩ରେ, ତାଙ୍କୁ ଝାଡଖଣ୍ଡ ହାଇକୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ସେହି ସମୟରେ ସେହି କୋର୍ଟର ପ୍ରଧାନ ବିଚାରପତି ଭାବରେ ନିଯୁକ୍ତ କରାଯାଇଥିଲା । ଅଗଷ୍ଟ ୨୦୧୪ରେ, ଭାରତର ତତ୍କାଳୀନ ପ୍ରଧାନ ବିଚାରପତି ଆର ଏମ ଲୋଡାଙ୍କ ନେତୃତ୍ୱରେ ଥିବା କଲେଜିୟମ ତାଙ୍କ ନାମ ସୁପାରିଶ କରିବା ପରେ ତାଙ୍କୁ ଭାରତର ସର୍ବୋଚ୍ଚ ନ୍ୟାୟାଳୟକୁ ଉନ୍ନୀତ କରାଯାଇଥିଲା । ସେ ଦେଶର ସର୍ବୋଚ୍ଚ ନ୍ୟାୟାଳୟକୁ ଉତ୍ତୀନ୍ନ ହୋଇଥିବା ଦ୍ୱିତୀୟ ମହିଳା ଅଧିବେଶନ ବିଚାରପତି ।
ଆଧାର
[ସମ୍ପାଦନା]- ↑ R Banumati, profile
- ↑ https://timesofindia.indiatimes.com/india/Justice-Banumathi-becomes-1st-woman-SC-judge-from-TN/articleshow/40221484.cms
- ↑ "New chief justice of Jharkhand HC takes oath". Times of India. 2013-11-16. Archived from the original on 2014-01-06. Retrieved 2014-01-21.
- ↑ "Madras High Court". Hcmadras.tn.nic.in. Retrieved 2014-01-21.
- ↑ J. Venkatesan (2013-11-13). "R. Banumathi appointed Jharkhand CJ". The Hindu. Retrieved 2014-01-21.
- ↑ "Hon'ble The Chief Justice of India & Hon'ble Judges". sci.nic.in. Supreme Court of India. Archived from the original on 24 August 2014. Retrieved 24 August 2014.
- ↑ ୭.୦ ୭.୧ "R Bhanumati appointed as new chief justice of Jharkhand HC". Press Trust of India. 12 November 2013. Archived from the original on 16 November 2013. Retrieved 24 August 2014.
- ↑ https://web.archive.org/web/20180822154419/http://www.mnlua.ac.in/Academic.html. Archived from the original on 2018-08-22.
{{cite web}}
: Missing or empty|title=
(help) - ↑ "Uday Lalit among four new judges to assume charge in Supreme Court". DNA. Press Trust of India. 13 August 2014. Retrieved 24 August 2014.