Jump to content

"ଝଣ୍ଡେୱାଲାନ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
Created by translating the page "Jhandewalan Temple"
(କିଛି ବଦଳିନାହିଁ)

୨୧:୦୮, ୧୭ ଜାନୁଆରୀ ୨୦୧୭ ଅନୁସାରେ କରାଯାଇଥିବା ବଦଳ

Shri Jhandewalan Mandir
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtnorth
Location
ସ୍ଥାନJhandewalan metro station North Delhi
StateDelhi
CountryIndia
Architecture
TypeHindu temple architecture
Website
http://www.maajhandewali.com

 ଝଣ୍ଡେୱାଲନ୍ ମନ୍ଦିର ଭାରତୀୟ ରାଜଧାନୀ ମହାନଗରଦିଲ୍ଲୀ ର କରୋଲ ବାଗ ଅଞ୍ଚଳ ରେ ଥିବା ଏକ ହିନ୍ଦୁ ମନ୍ଦିର । ଏକ ପ୍ରାଚୀନ ୧୮ ଶ ଶତାବ୍ଦୀ ରେ ରହିଥିବା ମନ୍ଦିର ର ଖନନ ସ୍ଥଳ ରେ ପ୍ରାଚୀନ ପ୍ରତିମୂର୍ତି ସହ ନୂତନ ମୂର୍ତି ସ୍ଥାପନ କରି ମନ୍ଦିର ନିର୍ମିତ ହେଇଛି । ଏଠାରେ ଦେବୀ ଆଦି ଶକ୍ତି ଙ୍କୁ ଆରାଧନା କରାଯାଇଥାଏ । .[]

ଇତିହାସ ଓ କିମ୍ବଦନ୍ତୀ 

୧୮ ଶ ଶତାବ୍ଦୀ ରେ ଏହି ଅଞ୍ଚଳ ବଣ ଜଲଗାଲ ରେ ଭରା ଥିଲା । ଏଠାକୁ ଆରାବଳି ପର୍ବତ ଅଞ୍ଚଳ କୁ ଲାଗି ଥିବା ଅରନ୍ୟାଞ୍ଚଳ ବ୍ୟାପ୍ତ ହେଇଥିଲା । କିମ୍ବଦନ୍ତୀ ଅନୁସାରେ ଚାନ୍ଦିନୀ ଚୌକ ର ଜଣେ ଧର୍ମ ପ୍ରାଣ ବ୍ୟବସାୟୀ ବଦ୍ରିଦାସ ଏହା ନିକଟସ୍ଥ ଏକ ଝରଣା କୁଳ ରେ ଏକ ପ୍ରାଚୀନ ମନ୍ଦିର ଦବି ରହିଥିବାର ସ୍ଵପ୍ନାଦେଶ ପାଇଥିଲେ । ସେ ସେଠାରେ ଖୋଦନ କାର୍ଯ୍ୟ କରିବାରୁ ଗଭୀର ଗୁମ୍ଫା ମଧ୍ୟ ରେ ଦେବୀ ମୂର୍ତି ପ୍ରାପ୍ତ ହେଇଥିଲେ । ଖୋଦନ ସମୟ ରେ ଦେବୀ ପ୍ରତିମୂର୍ତି ର ହାତ ଖଣ୍ଡିତ ହେଇଗଲା । ତାହାକୁ ରୋପ୍ୟ ହାତ ଲଗେଇ ସେହିଠାରେ ସ୍ଥାପନ କାଲେ ଓ ଉପର ଅଂଶ ରେ ଏକ ନୂତନ ମୂର୍ତି ନିର୍ମିତ କରି ମନ୍ଦିର ନିର୍ମାଣ କଲେ ।


ମନ୍ଦିର ଉପରେ ଏକ ଦୀର୍ଘକାୟ ଧ୍ଵଜ ଲଗାଯାଇଥିଲା , ଯାହା ଦୂର ଦୂରାନ୍ତ ରୁ ଦେଖାଯାଇଥାଏ । ପରେ ମନ୍ଦିର ର ନାମ ଏଥିପାଇଁ ଝଣ୍ଡେୱାଲା  ରହିଥିଲା । ଉପରେ ରହିଥିବା ମନ୍ଦିର ରେ ଶିବ ଲିଙ୍ଗା ମାନଧୀ ସ୍ଥାପନ କରାଯାଇଛି । ପ୍ରାଚୀନ ଦେବୀ ପ୍ରତିମା ଙ୍କ " ଗୁମ୍ଫା ବାଲି ମାତା " କୁହାଯାଇଥାଏ ଓ ସେଠାରେ ମଧ୍ୟ ପୂର୍ଣ ନୀତି ରୀତି ସହ ଆରାଧନା ହେଇଥାଏ । झंडेवाला मंदिर का इतिहास 18वाीं सदी के उत्तरार्ध से प्रारंभ होता है । आज जिस स्थान पर मंदिर स्थित है उस समय यहां पर अरावली पर्वत श्रॄंखला की हरी भरी पहाडियाँ, घने वन और कलकल करते चश्में बहते थे । अनेक पशु पक्षियों का यह बसेरा था । इस शांत और रमणीय स्थान पर आसपास के निवासी सैर करने आया करते थे । ऐसे ही लोगों में चांदनी चौक के एक प्रसिद्ध कपडा व्यपारी श्री बद्री दास भी थे । श्री बद्री दास धाार्मिक वॄत्ति के व्यक्ति थे और वैष्णो देवी के भक़्त थे । वे नियमित रूप से इस पहाडी स्थान पर सैर करने आते थे और ध्यान में लीन हो जाते थे । एक बार ध्यान में लीन श्री बद्री दास को ऐसी अनुभूति हुई कि वही निकट ही एक चश्में के पास स्थित एक गुफा में कोई प्राचीन मंदिर दबा हुआ है । पुनः एक दिन सपने में इसी क्षेत्र में उन्हें एक मंदिर दिखाई पडा और उन्हें लगा की कोई अदृश्य शक्ति उन्हें इस मंदिर को खोज निकालने के लिए प्रेरित कर रही है । इस अनोखी अनुभूति के बाद श्री बद्री दास ने उस स्थान को खोजने में ध्यान लगा दिया और एक दिन स्वप्न में दिखाई दिए झरने के पास खुदाई करते समय गहरी गुफा में एक मूर्ति दिखाई दी । यह एक देवी की मूर्ति थी परंतु खुदाई में मूर्ति के हाथ खंडित हो गए इसलिए उन्होंने खुदाई में प्राप्त मूर्ति को उस के ऐतिहासिक महत्व को ध्यान में रखते हुए उसी स्थान पर रहने दिया और ठीक उसके ऊपर देवी की एक नयी मूार्ति स्थापित कर उसकी विधिवत प्राण प्रतिष्ठा करवायी । इस अवसर पर मंदिर के ऊपर एक बहुत बडा ध्वज लगाया गया जो पहाडी पर स्थित होने के कारण दूर - दूर तक दिखाई देता था जिसके कारण कालान्तर में यह मंदिर झंडेवाला मंदिर के नाम से विख्यात हो गया । खुदाई में प्राप्त मूार्ति जिस स्थान पर स्थापित है वह स्थान गुफा वाली माता के नाम से विख्यात हो गया । गुफा वाली देवी जी के खंडित हाथों के स्थान पर चांदी के हाथ लगाये गये और इस मूर्ति की पूजा भी पूर्ण विधि विधान से की जाने लगी । वही पर खुदाई में प्राप्त एक चटटान के ऊपर बने शिवलिंग को भी स्थापित किया गया है जिस पर नाग - नागिन का जोडा उकेरा हुआ है । यह प्राचीन गुफा वाली माता और शिवलिंग भी भक़्तों की श्रद्धा का केंद्र है । इसी गुफा में जगाई गई ज्योतियाँ भी लगभग आठ दशकों से अखंड रूप में जल रही है । 

http://jhandewalamandir.com/OurHistory.aspx



ମନ୍ଦିର ରେ ଦୁର୍ଗାପୂଜା ଓ ନବରାତ୍ର ବହୁ ଆଡମ୍ବର ସହକାରେ ପାଳିତ ହେଇଥାଏ । ଏଠାରେ ବାସନ୍ତିକ ନବରାତ୍ର ସହ ଶାରଦୀୟ ନବରାତ୍ର ମଧ୍ୟ ପାଳିତ ହେଇଥାଏ । ଦୈନିକ ନୀତି ରୀତି ମଧ୍ୟ ରେ ହବନ , କୀର୍ତନ ତଥା ସ୍ଵତନ୍ତ୍ର କଥା , ଓ ପ୍ରବଚନ ଆୟୋଜନ ହେଇଥାଏ । ପର୍ବ ସମୟ ରେ ଏଠାରେ ବହୁ ଜନ ସମାଗମ ହେଇଥାଏ ।  http://www.thedivineindia.com/jhandewalan-temple/5783


Jhandewalan Mandir Aarti Timings in Navratri is at 4 AM and 7 PM. Daily Hawan timings is from 7 AM to 7.30 AM, Kirtan timing is from 7.30AM to 8.30 AM and from 10 AM to 12 PM. Special Katha and Kirtan are organised on Poranmasi (full Moon). Santoshi Mata Katha is organised on every Friday; Every Tuesday and Saturday Mata ki Chowki is organised. Jagran is organised on every Shukla Ashtami.http://indiaongo.in/travel/jhandewalan-mandir/ The festival of Navaratri is held twice a year at the वासंतिक नवरात्र व शारदीय दो प्रमुख त्यौहार मंदिर में मनाये जाते हैं जिसमें लाखों श्रद्धालु मंदिर में माँ के दर्शन व माँ का आशीर्वाद प्राप्त करने आते हैं।thttp://www.npsin.in/mandir/jhandewalanemple.[ଆଧାର ଲୋଡ଼ା]http://indiaongo.in/travel/jhandewalan-mandir/ Jhandewalimata's aarti is done 4 times in a day.[ଆଧାର ଲୋଡ଼ା]

References

  1. {{cite web}}: Empty citation (help)