Jump to content

"ହୁଟୁପ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
Created by translating the page "Hutup"
(କିଛି ବଦଳିନାହିଁ)

୧୦:୨୨, ୧ ଜାନୁଆରୀ ୨୦୧୭ ଅନୁସାରେ କରାଯାଇଥିବା ବଦଳ

ହୁଟୁପ , ଭାରତୀୟ ରାଜ୍ୟ ଝାଡ଼ଖଣ୍ଡ ର ଏକ ଗ୍ରାମ । ଏହା ରାଁଚୀ ଜିଲ୍ଲା ର ଅର୍ମାଞ୍ଝି ବ୍ଲକ ଅଞ୍ଚଳ ମଧ୍ୟ ରେ ରହିଛି । ଏଠାରେ ଜାତୀୟ ରାଜପଥ 23 ରହିଥିବା ବେଳେ ଏହାର ନିକଟସ୍ଥ ରେଳ ଷ୍ଟେସନ ରାଁଚୀ ଠାରେ ରହିଛି । .[୧]

ଶିକ୍ଷ୍ୟା

Hutup School

Iଏହାରେ ଉଭୟ ସରକାରୀ ଓ ବେସରକାରୀ ସ୍କୁଲ ରହିଛି । ତାହା ସହ ସରକାରଙ୍କ ତରଫ ରୁ ଏଠାରେ ଅଙ୍ଗନ ବାଡି ମଧ୍ୟ ସ୍ଥାପନ କରାଯାଇଛି । ଏଠାରେ B. Ed. ଶିକ୍ଷ୍ୟା ପାଇଁ ପ୍ରତିଷ୍ଠାନ ରହିଛି ଯାହାକୁ ଅଞ୍ଚଳ ର ବହୁ ଛାତ୍ର ଛାତ୍ରୀ ଆସିଥାନ୍ତି । 


ହସପିଟାଲ 

Shalini Hospital Hutup, Ranchi
  • ଏହା ନିକଟ ରେ ମେଦନ୍ତ ହସ୍ପିଟାଲ ସ୍ଵାଶ୍ୟ ସେବା ଯୋଗେଇଥାଏ । ଏହା ଆଗରୁ ଆପ୍ପୋଲୋ ହସ୍ପିଟାଲ ବଭାବରେ ପରିଚିତ ଥିଲା । 
  • ଏହା ବ୍ଯତୀତ ଶାଲିନୀ ନାମକ ହସ୍ପିଟାଲ ମଧ୍ୟ ରହିଛି । 

ଧର୍ମ 

ଗ୍ରାମ ରେ ମୁଖ୍ଯତଃ ହିନ୍ଦୁ ରହନ୍ତି ଓ ଦେବୀ ମନ୍ଦିର ଏଠାରେ ଏକ ପ୍ରାଚୀନ ମନ୍ଦିର । ଖ୍ରୀଷ୍ଟିୟାନ ଓ ମୁସଲମାନ ସଂପ୍ରଦାଯ ର ଲୋକ ଙ୍କ ପାଇଁ ମଧ୍ୟ ଏଠାରେ ଉପାସନା ସ୍ଥଳ ମାନ ରହିଛି । 

ଆଧାର ସମୂହ 

  1. "Hutup Village in Ranchi, Jharkhand".

ବାହ୍ୟ ସଂଯୋଗ