Jump to content

"ଯୋଧପୁର ଏୟାର ପୋର୍ଟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
Created by translating the page "Jodhpur Airport"
(କିଛି ବଦଳିନାହିଁ)

୧୦:୪୦, ୯ ଡିସେମ୍ବର ୨୦୧୬ ଅନୁସାରେ କରାଯାଇଥିବା ବଦଳ

Jodhpur Airport
जोधपुर हवाई अड्डा
Jodhpur Havāī Aḍḍā
IATA: JDHICAO: VIJO
ସାରକଥା
ବିମାନ ବନ୍ଦର ପ୍ରକାର Military/Public
ପରିଚାଳକ Airports Authority of India
ଅବସ୍ଥାନ Jodhpur
ଉଚ୍ଚତା (ସମୁଦ୍ର ଠାରୁ) 717 ft / 219 m
ଦିଗବାରେଣି 26°15′04″N 073°02′56″E / 26.25111°N 73.04889°E / 26.25111; 73.04889
ବେବସାଇଟ http://aai.aero
Map
JDH is located in Rajasthan
JDH
JDH
JDH is located in India
JDH
JDH
ରନବେ
ଦିଗ ଲମ୍ବ ଭୂମି
ft m
05/23 9,005 2,745 Concrete/Asphalt
Statistics (2014)
Passenger movements 308,982(Increase1.74%)
Source: AAI,[][]
Passengers boarding a Jet Airways flight at Jodhpur Airport

ଯୋଧପୁର ଏୟାର ପୋର୍ଟ (IATA: JDHICAO: VIJO) ଭାରତୀୟ ରାଜ୍ୟ ରାଜସ୍ଥାନ ର ଯୋଧପୁର ସହର ରେ ଥିବା ଏକ ଏୟାର ପୋର୍ଟ । ଏହା ।ସନ୍ନିକଟ  ରେ ଭାରତୀୟ ବିମାନ ବାହିନୀ ର ଏୟାର ବେସ ମଧ୍ୟ ରହିଛି । 

ଇତିହାସ 

 1920 ମସିହା ବେଳକୁ ଯୋଧପୁର ର ତତ୍ କାଳୀନ ମହାରାଜା ଉମେଇଦ ସିଂହ ଜୋଧପୁର ଫ୍ଲାଇଂ କ୍ଲବ ର ସ୍ଥାପଙ୍କରୀ ଚିତ୍ତର ରାଜମହଳ ନିକଟସ୍ଥ ଏକ ପ୍ରାନ୍ତର ରେ ଏୟାର ଫିଲ୍ଡ ନିର୍ମାଣ କରିଥିଲେ । ପରବର୍ତୀ 3 ଦଶନ୍ଧି ରେ ଏହାର ବୃଦ୍ଧି ଘଟି ରାଜକୀୟ ଏୟାର ଫୋର୍ସ ଦ୍ଵାରା ଏହା ଦ୍ଵିତୀୟ ବିଶ୍ଵ ଯୁଦ୍ଧ ସମୟ ରେ[] ବ୍ୟବହାର ହେଇଥିଲା । 1950 ମସିହା ରେ ରୟାଲ ଭାରତୀୟ ଏୟାର ଫୋର୍ସ ଗଠନ ପରେ ଠ ଭାରତୀୟ ଏୟାର ଫୋର୍ସ ର ଫ୍ଲାଇଙ୍ଗ କଲେଜ ର[] ଏୟାର ବେସ ଭାବରେ 1965 ଯୁଦ୍ଧ[] ଯାଏ ବ୍ୟବହାର ହେଲା ଓ ତାହା ପରେ ସେଠାରେ ବେସାମରିକ ଏୟାର ପୋର୍ଟ ମଧ୍ୟ କାର୍ଜ୍ଯକ୍ଷ୍ୟମ ହେଲା । 

ସ୍ଥାପତ୍ୟ 

Baggage screening & ticketing area
Baggage screening & ticketing area

ଜୋଧପୁର ଏୟାର ପୋର୍ଟ ରେ ସାମାଜିକ ଟର୍ମିନାଲ 5690 ବର୍ଗମିଟର ପରିମିତ ଗୃହ ରେ ଘଣ୍ଟା ପିଛା 430 ଯାତ୍ରୀ ଙ୍କ ନିମନ୍ତେ ସୁବିଧା ଯୋଗେଇବା ପାଇଁ ନିର୍ମିତ । ଏଥିରେ 7 ଟି କାଉଣ୍ଟର ଓ 3 ଟି ଗେଟ ରହିଛି । ଏହା ନିକଟ ରେ 140 X100 ମିଟର ର ଅପ୍ରନ  ଅଞ୍ଚଳ  ଓ 3 ଟି ପାର୍କିଂ ସ୍ଥଳ ରହିଛି । ଏଠାରେ A320 ଓ ATR ଶ୍ରେଣୀ ର ବିମାନ ଚଳାଚଳ କରିଥାଏ । 

ଜୋଧପୁର ର ରାନୱେ 2743 ମିଟର ଦୀର୍ଘ ଓ 45 ମିଟର ପ୍ରସ୍ଥ ବିଶିଷ୍ଟ । ଏଠାରେ ରତରକାଳିନ ଲାନ୍ଡିଂ ତଥା ଅତ୍ୟାଧୁନିକ ଯାତୃକ ଅବତରଣ ସୁବିଧା ରହିଛି । []

ଯୋଧପୁର ଏୟାର ବେସ 

ଏଠାରେ ଭାରତୀୟ ବିମାନ ବାହିନୀ (IAF) ର ବିମାନ ଅବତରଣ ପାଇଁ ବ୍ୟବସ୍ଥା ସହ ଏଠାରେ ଗରୁଡ କମଣ୍ଡୋ ଫୋର୍ସ ର ବାଟାଲିଆନ ରହନ୍ତି । HAL ନିର୍ମିତ ଧୃବ , ମିଗ-27, ମିଗ-21, ସୁ-30 ଆଦି ବିମାନ ପାଇଁ ଏଠାରେ ଅବତରଣ ସୁବିଧା ରହିଛି । 

ଏୟାର ଲାଇନ ସମୂହ ଓ ଗନ୍ତବ୍ୟ ସ୍ଥଳ 

ବିମାନ ସେବା ଗନ୍ତବ୍ୟ 
Air India Delhi, Mumbai
Jet Airways Delhi, Mumbai, Bangalore
SpiceJet Delhi []
IndiGo Hyderabad upcoming
Supreme Airlines Jaipur

ପୁନଶ୍ଚ ଦେଖଣା 

ଆଧାର ସମୂହ 

  1. "TRAFFIC STATISTICS - DOMESTIC & INTERNATIONAL PASSENGERS" (jsp). Aai.aero. Retrieved 31 December 2014.
  2. List of busiest airports in India by passenger traffic
  3. The History of the Jodhpur Flying Club, CGPublishing
  4. "South Asia's Most Powerful Air Base At Jodhpur". Defence News. 6 October 2011. Retrieved 30 Novemberber 2011. {{cite news}}: Check date values in: |accessdate= (help)
  5. {{cite web}}: Empty citation (help)
  6. {{cite web}}: Empty citation (help)
  7. "SpiceJet Schedule: Delhi-Jodhpur". Retrieved 18 September 2016.

ବାହ୍ୟ ସଂଯୋଗ ସବୁ