"ଷ୍ଟିଭ୍ ଜବ୍ସ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Saileshpat (ଆଲୋଚନା | ଅବଦାନ) |
|||
୮୫ କ ଧାଡ଼ି: | ୮୫ କ ଧାଡ଼ି: | ||
==ଆଧାର== |
==ଆଧାର== |
||
{{ଆଧାର}} |
|||
==ବାହାର ତଥ୍ୟ== |
|||
==External links== |
|||
{{Sister project links|Steve Jobs|wikt=no|b=no|v=Steve jobs the end of an era|s=Author:Steve Paul Jobs}} |
|||
* "[http://www.computerhistory.org/atchm/steve-jobs/ Steve Jobs: From Garage to World’s Most Valuable Company]." [[Computer History Museum]]. |
|||
* [http://www.folklore.org/ProjectView.py?characters=Steve%20Jobs Steve Jobs] @ [[Andy Hertzfeld]]'s ''The Original Macintosh'' (folklore.org) |
|||
* [http://www.woz.org/taxonomy/term/11 Steve Jobs] @ [[Steve Wozniak]]'s woz.org |
|||
* {{imdb character|28580|Steve Jobs (Character)}} |
|||
* {{IMDb name|423418|Steve Jobs (1955–2011)}} |
|||
* 2005: [https://www.youtube.com/watch?v=UF8uR6Z6KLc Steve Jobs commencement speech] at [[Stanford University]] |
|||
* 1995: [http://americanhistory.si.edu/comphist/sj1.html Excerpts from an Oral History Interview with Steve Job, Founder, NeXT Computer] – [[Smithsonian Institution]], April 20, 1995. |
|||
* 1994: [http://www.rollingstone.com/culture/news/steve-jobs-in-1994-the-rolling-stone-interview-20110117 Steve Jobs in 1994: The Rolling Stone Interview] – ''[[Rolling Stone]]'' |
|||
* 1990: [http://www.mlfilms.com/productions/m_and_i Memory and Imagination] |
|||
* 1983: [http://www.pointerbrain.com/the-lost-steve-jobs-speech-is-found The “Lost” Steve Jobs Speech from 1983; Foreshadowing Wireless Networking, the iPad, and the App Store] (audio clip) |
୦୦:୫୬, ୧ ଅପ୍ରେଲ ୨୦୧୬ ଅନୁସାରେ କରାଯାଇଥିବା ବଦଳ
ଏହି ପୃଷ୍ଠାଟି ଏବେ ତିଆରି ଚାଲିଛି ଓ ଏକ ନୂଆ ଉଇକିପିଡ଼ିଆ ଲେଖା ଭାବରେ ବ୍ୟବହାର ଓ ବଦଳ କରାଯାଉଅଛି । ଯଦି ଲେଖକ ଜଣକ ବଦଳ ଦ୍ଵନ୍ଦ, ଅଦରକାରୀ ପ୍ରକ୍ରିୟା, ବିପଥଗାମୀ ଚେଷ୍ଟା ଓ ଅନ୍ୟାନ୍ୟ ଦ୍ଵନ୍ଦକୁ ଏଡ଼ାଇବା ନିମନ୍ତେ କେଉଁଠି ସମ୍ଭବ ବୋଲି ପଚାରି ଥାନ୍ତି, ତେବେ ପୃଷ୍ଠାଟିରେ କିଛି ବଦଳାନ୍ତୁ ନାହିଁ ବା ତାହାକୁ ଲିଭାଇବା ପାଇଁ ବାଛନ୍ତୁ ନାହିଁ ଯେହେତୁ ଏହା ଲେଖାର ଆରମ୍ଭ ଅବସ୍ଥାରେ ଅଛି । ଯଦି ଲେଖାଟି କେଇ ଘଣ୍ଟାଧରି ବଦଳା ଯାଇନାହିଁ ତେବେ ଏହି ଛାଞ୍ଚଟିକୁ ବାହାର କରିଦିଅନ୍ତୁ |
Steve Jobs | |
---|---|
ଜନ୍ମ | Steven Paul Jobs ଫେବୃଆରୀ ୨୪, ୧୯୫୫ |
ମୃତ୍ୟୁ | ଅକ୍ଟୋବର ୫, ୨୦୧୧ | (ବୟସ ୫୬)
ମୃତ୍ୟୁର କାରଣ | Pancreatic cancer |
ଜାତୀୟତା | American |
ଶିକ୍ଷା |
|
ବୃତ୍ତିସମୂହ |
|
ପ୍ରସିଦ୍ଧି | Pioneer of the personal computer revolution with Steve Wozniak |
Board member of | |
ବୈବାହିକ-ସାଥୀ | |
ଜୀବନସାଥୀ | Chrisann Brennan |
ସନ୍ତାନ |
|
ପିତାମାତା |
|
ସମ୍ପର୍କୀୟ |
|
ଷ୍ଟିଭେନ ପୌଲ "ଷ୍ଟିଭ" ଜବସ (୨୪/୨/୧୯୫୫-୫/୮/୨୦୧୧)ଜଣେ ଅମେରିକୀୟ କମ୍ପୁଟର ବିଜ୍ଞାନୀ ।ସେ ଆପଲ କମ୍ପାନୀ ର ସହ ସ୍ଥାପକ ଓ ମୁଖ୍ୟ ଅଦ୍ଧକ୍ଷ ମଧ୍ୟ ଥିଲେ;pixar animation studios ର ମୁଖ୍ୟ ଅଦ୍ଧକ୍ଷ ; the Walt Disney company ର ନିୟଂତ୍ରକ ମଣ୍ଡଳି ର ସଦସ୍ୟ ମଧ୍ୟ ଥିଲେ।ସେ NeXT.inc ର ଉଦ୍ଭାବକ ଓ ମୁଖ୍ୟ ଅଧକ୍ଷ ମଧ୍ୟ ଥିଲେ। ସେ ୧୯୭୦ micro computer revolution ର ଆଦିମ ଆବିଷକର୍ତା ଭାବେ ଜଣଶୁଣା। ତାଙ୍କ ଦେହାନ୍ତ ପରେ ତାଙ୍କ ଜୀବନୀ ଲେଖକ ତାଙ୍କୁ ବର୍ଣନା କରି ଲେଖିଛନ୍ତି ଯେ "ତାଙ୍କ ପରିବର୍ତନ ପାଇଁ ଆବେଗ ଏବଂ ଉତ୍ସାହ" ତାଙ୍କୁ 6 ଟି ବଡ କମ୍ପାନୀ ରେ ପରିବର୍ତନ ଆଣିବା ପାଇଁ ସହାୟକ ହୋଇଥିଲା।ସେ ଜନ୍ମ ରୁ San Francisco ର San Francisco bay area ରେ ନିଜ ବାଲ୍ୟ ଜୀବନ ବିତାଇ ଥିଲେ। ସେ ତାଙ୍କ Homestead highschool ର ଉଚ୍ଚ ଶ୍ରେଣୀ ଛାତ୍ର ଥିଲେ।ସେ Reed college ରୁ ମହାବିଦ୍ୟାଳୟ ଶିକ୍ଷା ଶେଷ କରି ୧୯୭୨ ରେ ମହାବିଦ୍ୟାଳୟ ରୁ ବିଦାୟ ନେଇଥିଲେ।ଜବ୍ସ ୧୯୭୪ ରେ ଭାରତ ପରିଭ୍ରମଣ କରି ବୋୖଦ୍ଧଧର୍ମ ବିଷୟରେ ଅଧିକା ଜାଣିବା ପାଇଁ ଆସିଥିଲେ।
ଜବ୍ସ pixar କମ୍ପାନୀ ସହ ମିଶି ୧୯୮୬ ରେ ପ୍ରଥମ କମ୍ପୁଟର ଆନିମଟେଡ଼ ଫିଲ୍ମ ତିଆରି କରିଥିଲେ ,ଯାହା କି toy story ନାମ ରେ ପଟିଚିତ।୧୯୯୭ ରେ ଆପଲ କମ୍ପାନୀ NeXT.inc କୁ କିଣି ଜବ୍ସ ଙ୍କୁ ଆଉ ଥରେ ଆପଲ ର ମୁଖ୍ୟ ଅଧକ୍ଷ କରିଥିଲେ,ଏହି ଆଶା ରେ ଯ ଜବ୍ସ ତାଙ୍କ କମ୍ପାନୀ କୁ ଆଉ ଥରେ ସର୍ବୋଚ୍ଚ ସ୍ଥାନ ରେ ଆଣି ପାରିବେ। ୧୯୯୭ ରେ ଜବ୍ସ think different ନାଁମ ରେ ଏକ ଅଭିଯାନ ଆରମ୍ଭ କରିଥିଲେ ଓ ଏଥୀ ପାଇଁ ସେ Jonathan lve ସହ କାମ କରିବାକୁ ସୁଯୋଗ ପାଇଥିଲେ ଓ ଏହା ସାମାଜିକ କ୍ଷେତ୍ର ରେ କମ୍ପାନୀ ର ଲୋକପ୍ରିୟତା ବଢ଼ିବାରେ ସାହାଯ୍ୟ କରିଥିଲା।
ଅନ୍ତରାଳ
ପିତା ମାତା
ଜବ୍ସଙ୍କ ପୋଷ୍ୟ ପିତା "ପୌଲ ରେଇନ ହୋଲ୍ଡ଼ ଜବ୍ସ" ଏକ ଧାର୍ମିକ ଘରେ ଜନ୍ମ ନେଇଥିଲେ।ପୌଲ ରେଇନ ଜଣେ କୋହଳଯୁକ୍ତ ବ୍ୟକ୍ତି ଥିଲେ।ତାଙ୍କ ପରିବାରGerman town Wisconsin ରେ ଏକ ଫାର୍ମଘରେ ରହୁଥିଲେ।ପୌଲ ଙ୍କୁ ତାଙ୍କ ସ୍କୁଲ ରୁ tatoo କରିବା ପାଇଁ ଏବଂ ଛଳନା ପୂର୍ଣ କାର୍ୟ୍ଯ ପାଇଁ ବିଦ୍ୟାଳୟ ରୁ ବହିଷ୍କାର କରିଦିଆ ଯାଇଥିଲା,ଏବଂ ୧୯୩୦ରେ ନିଜ ପାଇଁ କାମ ନିଯୁକ୍ତି ଖୋଜବା ପାଇଁ ସେ ବହୁ ବର୍ଷ ଧରି ଦେଶ ର ମଧ୍ୟ ଭାଗ ରେ ଭ୍ରମଣ କରିଥିଲେ। ଏହି ସମୟ ମଧ୍ୟ ରେ ସେ united States coast guard ପଦବୀରେ ଯୋଗ ଦେଇଥିଲେ ଏବଂ ମୁଖ୍ୟ ଯନ୍ତ୍ରୀ ରୂପରେ ରହିଥିଲେ,ଦ୍ୱିତୀୟ ବିଶ୍ୱ ଯୁଦ୍ଧ ପରେ ପୌଲ ସେହି କାମ ଟି କୁ ଚାଡ଼ି ଦେଇଥିଲେ।ସେ San Francisco ଠାରେ ନିଜ ସ୍ତ୍ରୀ କ୍ଳାରା ହୋଗଫିୱାଂ(୧୯୨୪-୧୯୮୬) ଙ୍କୁ ପ୍ରଥମ ଥର ପାଇଁ ଦେଖା ହୋଇଥିଲେ।ଏବଂ ଏହାର ଦଶ ଦିନ ପାଇଁ ତାଙ୍କ ବିବାହ ହୋଇଥିଲ । କ୍ଳାରା ଙ୍କ ଜନ୍ମ ୧୯୨୪ ରେ San Fransiscoଠାରେ ହୋଇ ଥିଲା।ତାଙ୍କ ସ୍ୱାମୀ ଙ୍କ ବିଶ୍ୱଯୁଦ୍ଧ ରେ ହୋଇଥିଲା ଏବଂ ପୌଲ ଙ୍କ ସହ ଦ୍ୱିତୀୟ ବିବାହ କରିଥିଲେ।ଏହାପରେ ଦୁହେଁ San Fransisco ଠାରେ ସ୍ଥରୀକୃତ ହୋଇଥିଲେ।ପୌଲ ଏବଂ କ୍ଳାରା ମିଶି ନିଜ ପରିବାର କୁ ଆଗକୁ ବଢାଇବା ପାଇଁ ପ୍ରୟୋଜନ କରିଥିଲେ କିନ୍ତୁ କ୍ଳାରା ଙ୍କ ରୋଗ ଯୋଗୁଁ ଦୁହେଁଆଆ ପୋଷ୍ୟ ସନ୍ତାନ କରିବା ପାଇଁ ବାଧ୍ୟ ହୋଇଥିଲେ। ଜବ୍ସ ଙ୍କ ପ୍ରକୃତ ପିତା ଜଣେ ମୁସଲିମ ଥୁଲେ।"ଅବଦୁଲ ପତ୍ଥହ ଜନ ଜନ୍ଦାଲି" ଜଣେ ମୁସଲିମ ପରିବାର ରୁ ଥିଲେ।ଜନ୍ଦାଲି ଜଣେ ଧନୀ ପରିବାର ର ସନ୍ତାନ।ସେ ବହୁତ ଜ୍ଞାନୀ ଥିଲେ । ତାଙ୍କ ପାଠପଢ଼ା ରେ ବହୁତ ରୁଚି ଥିଲା।ସେ University of Wisconsin ରେ ପି.ଏଚ.ଡି କରିଥିଲେ।ସେହି ଉଚ୍ଚ ମହାବିଦ୍ୟାଳୟ ରେ ସେ"ଯୋନେନ କେରୋଲ ସ୍କିବଲ ଙ୍କ ସହ ଦେଖା ହୋଇଥିଲେ।ଡାକ୍ତର ହିସାବ ରେ ଜନ୍ଦାଲି ସ୍କିବଲ ଙ୍କ ସହାଯ୍ୟକାରୀ ଥିଲେ।
ଜନ୍ମ
ଜବ୍ସଙ୍କ ନିଜ ମାତା ସ୍କିବଲ ୧୯୫୪ରେ ଗର୍ଭବତୀ ଥିଲେ।ସେ ଏବଂ ଜନ୍ଦାଲି ଗ୍ରୀଷ୍ମୠତୁ ନିଜ ପରିବାର ସହ ବିତାଇବା ପାଇଁ Homs ଯାଇଥିଲେ।ଜନ୍ଦାଲି ନିଜ ସ୍ତ୍ରୀ ଙ୍କୁ ବହୁତ ପ୍ରେମ କରୁଥିଲେ କିନ୍ତୁ ସ୍କେୱିଵଲଙ୍କ ପିତା ଏହାର ବିରୋଧରେ ଥିଲେ । ତେଣୁ ସେ ବାଧ୍ୟ ହୋଇ ନିଜ ଶିଶୁକୁ ପୋଷ୍ୟ ଗ୍ରହଣ ପାଇଁ ଦେଇ ଦେଇଥିଲେ । ସେହି ସମୟରେ ସ୍କିବଲଙ୍କ ପିତା ମୃତ୍ୟୁ ମୁଖରେ ଥିଲେ । ଏବଂ ସେହି ସମୟରେ ଉଭୟ ୨୩ ବର୍ଷର ଥିବାରୁ ଏହି ବାହାଘରକୁ ଏଡାଇ ଦେବା ପାଇଁ ସ୍ଥିର କରିଥିଲେ ଏବଂ United Statesରେ ଗର୍ଭପାତ ଅବୈଧ ଥିଲ । ଯୋନେନ୍ ଜନ୍ଦାଲିଙ୍କୁ ନ ଜଣେଇ San Francisco ଯାଇଥିଲେ ଏବଂ ସେଠୀ ଜବ୍ସଙ୍କ ଜନ୍ମ ହୋଇଥିଲା । ସେ ତାଙ୍କ ପରିବାରକୁ କଳଙ୍କିତ କରିବାକୁ ଚାହୁଁ ନଥିଲେ । ସେଠାରେ ପହଞ୍ଚି ସେ ଏକ ଡାକ୍ତରଙ୍କ ସହ ଦେଖା ହୋଇଥିଲେ ଯିଏ କି ଗର୍ଭବତୀ ମହିଳାଙ୍କ ଅସ୍ତ୍ରୋପଚାର କରିଥାନ୍ତି ଏବଂ ନିଶ୍ଚଳ ରୂପରେ ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ବ୍ୟବସ୍ଥା ମଧ୍ୟ କରିଥାନ୍ତି । ସ୍କିବଲ ଜବ୍ସଙ୍କୁ ୧୯୫୫ ଫେବୃଆରୀ 24 ରେ San Francisco ଠାରେ ଜନ୍ମଦାନ ଦେଇଥିଲେ ।ଏବଂ ଗୋଟିଏ catholic ଉଚ୍ଚ ଶ୍ରେଣୀ ପାଠ ପଢିଥିବା,ମଦ୍ଧ୍ୟମ ଧନୀ ଘରେ ଛାଡ଼ିବା ପାଇଁ ପ୍ରସ୍ତୁତ ହୋଇଥିଲେ,କିନ୍ତୁ ଉକ୍ତ ପରିବାର ପରେ ଷ୍ଟିଭଙ୍କ ପରିବର୍ତ୍ତେ ଏକ ଶିଶୁକନ୍ୟା କୁ ଗ୍ରହଣ କରିଥିଲେ । ପରେ Bay Area blue collarର ପୌଲ ଏବଂ କ୍ଳାରା ଜବ୍ସ ଦମ୍ପନ୍ତୀଙ୍କ ଶିଶୁପୁତ୍ରଟିକୁ ଗ୍ରହଣ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ।କିନ୍ତୁ ତାଙ୍କର କୌଣସି ମହାବିଦ୍ୟାଳୟ ଡିଗ୍ରୀ ନଥିବାରୁ ସ୍କିବଲ ତାଙ୍କ ଶିଶୁ ଙ୍କୁ ହସ୍ତାନ୍ତର କରିବା ପାଇଁ ବାରଣ କରିଥିଲେ।ଏହାପରେ ସ୍କିବଲ ନ୍ୟାୟାଳୟ ରେ ମକୋଦମା ରଜ୍ଜୁ କରିଥିଲେ,ଏବଂ ଏକ ସର୍ତ୍ତ ରଖିଥିଲେ। ସର୍ତ୍ତନୁଯାୟୀ ଯଦି ପୌଲ ଏବଂ କ୍ଳାରା ନିଜ ମହାବିଦ୍ୟାଳୟ ଶିକ୍ଷା ପୁନର୍ବାର ଆରମ୍ଭ କରିବେ।
ବାଲ୍ୟଜୀବନ
ପୌଲ ଏବଂ କ୍ଳାରା ୧୯୫୭ରେ ଷ୍ଟିଭ୍ ଙ୍କ ଭଉଣୀ ପାଟ୍ରିକା ଙ୍କୁ ପୋଷ୍ୟଶିଶୁ ରୂପରେ ଗ୍ରହଣ କରିଥିଲେ।ଏହା ପରେ ପୌଲ ସପରିବାର ସହ Mountain View, California କୁ ୧୯୬୧ରେ ସ୍ଥାନ ପରିବର୍ତ୍ତନ କରିଥିଲେ।ପୌଲଙ୍କ ଯାନ୍ତ୍ରିକ ଉପକରଣ ଉପରେ ଅତ୍ୟଧିକ ରୁଚି ଯୋଗୁଁ ସେ ତାଙ୍କ ଯାନଶାଳା ରେ ଏକ ଯାନ୍ତ୍ରିକ କର୍ମଶାଳା ଆରମ୍ଭ କରିଥିଲେ। ସେ ଚାହୁଁଥିଲେ ଏଯ ତାଙ୍କ ପୁଅ ମଧ୍ୟ ଏହି କର୍ମ ରେ ଆଗ୍ରହ ରଖୁ।
homestead ଉଚ୍ଚବିଦ୍ୟାଳୟ
ଜବ୍ସ ୧୯୬୮ରେ Fernandez ଙ୍କ ସହ homestead High ଉଚ୍ଚବିଦ୍ୟାଳୟ କୁ ନିଜା ଶିକ୍ଷାରମ୍ଭ ପାଇଁ ଯାଇଥିଲେ। ଉଭୟ ଜବ୍ସ ଏବଂ ଫର୍ଣ୍ଣାଣ୍ଡିଜ(ଯାହାଙ୍କ ପିତା ଓକିଲଥିଲେ)ଙ୍କ ପିତା ମାତା କେହି ମଧ୍ୟ ଇଂଜିନିୟରିଂ କ୍ଷେତ୍ର ରୁ ନଥିଲେ,ତେଣୁ ବାଧ୍ୟ ହୋଇ ଜବ୍ସ ଏବଂ ଫର୍ଣ୍ଣାଣ୍ଡିଜ ଯାଂତ୍ରିକବିଜ୍ଞାନ ଶିକ୍ଷା ଗ୍ରହଣ କରିଥିଲେ।ମାକଲମ୍ ବିଦ୍ରୋହତ୍ମକ ଜବ୍ସ ଙ୍କ ସହ ଦେଖା ହେଲା ପରେ ଜବ୍ସଙ୍କ ପାଠପଢ଼ା ରୁ ଧୀରେ ଧୀରେ ଇଛା ଉଥିବାରେ ଲାଗିଥିଲା। ତାଙ୍କର ଖେଳକୁଦ ରୁ ମଧ୍ୟ ଧ୍ୟାନ ଉଠିଯାଇଥିଲା ଏବଂ ପରେ ସେ କହିଥିଲେ ଯେ ସେ ଲୋକ ଦେଖନା କାମ ଅପେକ୍ଷା ଏକୁଟିଆ କାମ କରିବାକୁ ପସନ୍ଦ କରନ୍ତି।୧୯୭୦ ର ମଧ୍ୟଭାଗ ରେ ସେ ଏକ ବିରାଟ ପରିବର୍ତନ ଦେଇ ଗତି କରିଥିଲେ:"I got stoned for the first time; I discovered Shakespeare, Dylan Thomas, and all that classic stuff. I read Moby Dick and went back as a junior taking creative writing classes."।ଏହା ପରେ ଜବ୍ସ ତାଙ୍କ ଜୀବନୀ ଲେଖକ ଙ୍କୁ କହିଥିଲେ ଯେ -"I started to listen to music a whole lot, and I started to read more outside of just science and technology—।
reed ମହାବିଦ୍ୟାଳୟ
ସେହି ବର୍ଷ ପରବର୍ତୀ ସମୟରେ ଜବ୍ସ portland ସ୍ଥିତ Reed college re ନାମଙ୍କିତ କରିଥିଲେ। ରିଡ୍ ମହାବିଦ୍ୟାଳୟ ଜବ୍ସ ଙ୍କ ପିତାମାତାଙ୍କ ପାଇଁ ବ୍ୟୟସାପେକ୍ଷ ନଥିଲା।ଜବ୍ସ ଙ୍କ ପିତାମାତା ଜବ୍ସ ଙ୍କ ଉଚ୍ଚଶିକ୍ଷା ପାଇଁ ତାଙ୍କ ବହୁମୂଲ୍ୟ ଭବିଷ୍ୟତ ପାଇଁ ସଞ୍ଚିତଧନ ଖର୍ଚ୍ଚ କରି ଚାଲିଥିଲେ।""ବରନାନ୍"" ରିଡ଼ ମହାବିଦ୍ୟାଳୟ ରେ ପଢ଼ୁଥିବା ସମୟରେ ଜବ୍ସାଙ୍କ ସହିତ ଜଡ଼ିତ ଥିଲେ। ଜବ୍ସ ରିଡ୍ସ ମହାବିଦ୍ୟାଳୟ ରେ ଥିବା ସମୟରେ ଛାତ୍ରସଭାପତି ରବର୍ଟ ଙ୍କ ସହ ବନ୍ଧୁତ୍ୱ ଗଢ଼ିଉଠି ଥିଲା। ଏବେ ବରନାନ୍ ମହାବିଦ୍ୟାଳୟ ର ଉଚ୍ଚଶ୍ରେଣୀ ଛାତ୍ର ହୋଇଯାଇ ଥିଲେ କିନ୍ତୁ ସେ ଜବ୍ସ ଙ୍କ ସହ ସହମତ ଥିଲେ। ଜବ୍ସ ଙ୍କ ଅନୁଯାୟୀ ସେ ସେହି ମହାବିଦ୍ୟାଳରେ ଆଉ ପଢି ତାଙ୍କ ପିତାମାତା ଙ୍କ ଅର୍ଥସମ୍ବଳ ଖର୍ଚ କରିବାକୁ ଚାହୁଁ ନଥିଲେ।
(୧୯୭୨-୧୯୮୫)
ମୁ ବହୁତ ଭାଗ୍ୟଶାଳୀ ଥିଲି ଯେ "କମ୍ପୁଟର" ଏକ ନୂତନ ଯୁବ ଆଦର୍ଶବାଦୀ ଶିଳ୍ପ ରୂପେ ଗଢ଼ି ଉଠି ଥିବା ସମୟରେ ମୁ ଏହା ସହ ଜଡ଼ିତ ରହିଲି। ସେହି ସମୟରେ କେବଳ କମ୍ପୁଟର ଶିକ୍ଷା ପାଇଁ ସାଧନ ଅତିକମ୍ ମାତ୍ର ରେ ଥିଲା,ତେଣୁ ଏହି କ୍ଷେତ୍ର ରେ ଥିବା ବିଜ୍ଞଲୋକ ସବୁ -ଗଣିତ,ପଦାର୍ଥବିଜ୍ଞାନ,ସଙ୍ଗୀତ,ପ୍ରାଣୀବିଜ୍ଞାନ ଓ ଅନ୍ୟାନ୍ୟ କ୍ଷେତ୍ର ର ବିଜ୍ଞ ଲୋକ ଥିଲେ। ସେହି ସମୟରେ କେହି ମଧ୍ୟ ତାଙ୍କ ରୋଜଗାର ଉଦ୍ଦେଶ୍ୟ ରେ ଏହି କ୍ଷେତ୍ର ରେ ଆସି ନଥିଲେ। ପରେ କିଛି ଲୋକ ତାଙ୍କ ରୋଜଗାର ଉଦ୍ଦେଶ୍ୟ ରେ କମ୍ପାନୀ ଗଠନ କରିଥିଲେ।ସେହି କମ୍ପାନୀ ଙ୍କ ମଧ୍ୟ ରେ କିଛି ଉର୍ନତ ଏବଂ ପ୍ରଧାନ କମ୍ପୁଟରଶିଳ୍ପ କମ୍ପାନୀ ଗଢି ଉଠି ଥିଲେ।"ଅବଶ୍ୟ ଏହା ତାଙ୍କ ମୂଳ ଉଦ୍ଦେଶ୍ୟ ନଥାଇ ପାରେ"
-ଷ୍ଟିଭ୍ ଜବ୍ସ
ପ୍ରାକ୍ ଆପଲ୍
୧୯୭୨ରେ steve wozinak କ୍ଲାସିକ ପଙ୍ଗ ଖେଳ ର ନିଜସ୍ୱ ଉନ୍ନତ ରୂପ ଆଣିଥିଲେ।ଏହା ସମ୍ପୁର୍ଣ୍ଣ ରୂପରେ ସରିବା ପରେ ଜବ୍ସ ଙ୍କୁ ମୁଖ୍ୟ ଦାୟିତ୍ବ ହସ୍ତାନ୍ତର କରିଥିଲେ।ଏହା ପରେ ଜବ୍ସ ଉକ୍ତ ଖେଳଟିକୁ ଲୋସ୍ ଗେଟୋସ କାଲିଫର୍ଣ୍ଣିଆ ସ୍ଥିତ Atari.inc କୁ ଆଣିଥିଲେ।ଏହା ନେଇ ଅଟାରି ଭାବିଥିଲେ ଯେ ଜବ୍ସ ଏହି କମ୍ପାନୀ ରେ ତାଙ୍କୁ ଏକ କର୍ମଚାରୀ ରୂପରେ ନିଯୁକ୍ତ କରିଛନ୍ତି।ଅଟାରି ଙ୍କ ସହ-ପ୍ରତିଷ୍ଠାତା ନୋଲାନ ବୁଶନେଲ୍ ତାଙ୍କୁ ଏକ "ଜଟିଳ ପରନ୍ତୁ ମୂଲ୍ୟବାନ" ହିସାବ ରେ ପରିଗଣନ କରିଥିଲେ। ଏବଂ ଏହା ମଧ୍ୟ କହିଥିଲେ ଯେ ସେ "ଏକ ବିଜ୍ଞ ବ୍ୟକ୍ତି "ଏବଂ ଲୋକ ମାନେଏହା ଜାଣିବାକୁ ସମୟ ଲାଗିବ ନାହିଁ।
୧୯୭୨ମସିହା ମଧ୍ୟଭାଗ ରେ ଜବ୍ସ ପୁଣିଥରେ San Francisco. Bay Area କୁ ଫେରି ଯାଇଥିଲେ,ଏବଂ ନିଜ ଘର ଭଡା ଦେଇ ରହୁଥିଲେ।ଏହା କୁ ଦର୍ଶାଇ ବର୍ନାନ ତାଙ୍କ 'ସମ୍ବନ୍ଧ ଜଟିଳ ଥିଲା ଏବଂ ସେ ଏହି ସମ୍ପର୍କ କୁ ଭାଙ୍ଗି ପରିନଥାନ୍ତେ ଓ ରଖି ମଧ୍ୟ ପରିନଥାନ୍ତେ"।ଜବ୍ସ ସହର ର ପଶ୍ଚିମଭାଗ ରେ ଛୋଟମୋଟ କାମ ଖୋଜି କରୁଥିଲେ,ଏବଂ ବର୍ନାନ ମଧ୍ୟ ତାଙ୍କୁ ଯୋଗ ଦେଇଥିଲେ।ଧୀରେ ଧୀରେ ବିର୍ନାନ ଧ୍ୟାନ ଦେଇଥିଲେ ଯେ "ଜବ୍ସ ଓ ସେ ଧୀରେ ଧୀରେ ଦୁରେଇ ଯାଉଛନ୍ତି କିନ୍ତୁ ସମ୍ପୂର୍ଣ ଭାବରେ ଛାଡ଼ିପାରି ନଥିଲେ।ଆମେ କେଵବ୍ ମଧ୍ୟ ଏ ବିଷୟରେ କଥା ହୋଇନଥିଲୁ,କେବେ ମଧ୍ୟ ଦୁରେଇଯିବା କିମ୍ବା ଅଲଗା ରାସ୍ତାରେ ଯିବା ପାଇଁ କଥା ହୋଇ ନଥିଲୁ,କିମ୍ୱା ଏମିତି ବି ମଧ୍ୟ ହୋଇନଥିଲା ଯ୍ ଆମ ମଧ୍ୟ ରୁ ଜଣେ ଛାଡ଼ି ଚାଲିଯିବ"। ଦୁହେଁ ଅଲଗା ଅଲଗା ବଢ଼ିବାକୁ ଲାଗିଲେ କିନ୍ତୁ ଜବ୍ସ ଏବେ ମଧ୍ୟ ତାଙ୍କୁ ଖୋଜୁଥିଲେ।ବିର୍ନାନ ଖାଦ୍ୟ ସ୍ବାସ୍ଥ୍ୟ ବିଭାଗ ର ଏକ ଦୋକାନ ରେ କାମ କରୁଥିବା ସମୟରେ ପରସ୍ପର ନିଜ ସହ ସମ୍ପର୍କରେ ରହିଥିଲେ,ଯଦିଓ ସେ ଅନ୍ୟ ଲୋକଙ୍କ ସହ ମଧ୍ୟ ଯୋଗାଯୋଗ ରେ ଥିଲ।
ପ୍ରାତଃକାଳୀନ ୧୯୭୩,ସମୟ ବେଳକୁ ବର୍ନାନ ଙ୍କ ବର୍ଣିତ ଏକ 'ସରଳ ଜୀବନ' ଯାପନ କରୁଥିଲେ ଜବ୍ସ। ଜବ୍ସ ଅଟାରୀ ରେ କାମ କରୁଥିବା ସମୟରେ କିଛି ଧନ ସଂଚୟ କରି ରଖିଥିଲେ।ଓ ସେ ଏହି ଧନ ଭାରତ ଗ୍ରସ୍ତ ପାଇଁ ରଖିଥିଲେ। ବର୍ନାନ ଜବ୍ସ ଙ୍କ ବାସସ୍ଥଳ କୁ ଦୁଇ ଥର ଭ୍ରମଣ ପାଇଁ ଯାଇଥିଲେ। ସେ ତାଙ୍କ ସ୍ମୃତିକଥା ରେ ଦର୍ଶାଇଥିଲେ ଯେ,ସେହି ବାସଗୃହ ର ସ୍ମୃତି ରେ ତାଙ୍କର ଜବ୍ସଙ୍କ Be here now ବହିପଢ଼ିବା ଏବଂ ତାଙ୍କୁ ଏହା ପଢ଼ିବା ପାଇଁ ଦେବା,ଜବ୍ସ ଙ୍କ ପାଶ୍ଚାତ୍ୟ ସଂଗୀତ ଶୁଣିବା,ଏବଂ ଏକ ଜାପାନୀ ତକିଆ ରେ ତପସ୍ୟା କରିବା କେବେ ଭୁଲି ନାହାନ୍ତି। ବର୍ନାନ ଅନୁଭବ କରିବାକୁ ପାଇଥିଲେ ଯେ ଜବ୍ସ ତାଙ୍କ ପ୍ରତି ଟିକେ ଦୁରସ୍ଥ ଏବଂ ନିଷେଧର୍ଥକ ରହିଥିଲେ।ବର୍ନାନ ନିଜ ସ୍ମୃତିକଥା ରେ ଦର୍ଶାଇଛନ୍ତି ଯେ ଜବ୍ସ ଭାରତ ଗ୍ରସ୍ତ ପୂର୍ବରୁ ତାଙ୍କ ସହ ଦେଖା ହୋଇଥିଲେ ଏବଂ ସେ ତାଙ୍କୁ ୧୦୦$ ଦେଇଥିଲେ, ସେ ଏହାକୁ ଅଟାରୀ ରେ ରହି କାମ କରୁୁଥିବା ସମୟରେ ଏହା ରୋଜଗାର କରିଛନ୍ତି ବୋଲି ଦର୍ଶାଇ ଥିଲେ। କିନ୍ତୁ ବର୍ନାନ ଏହା ଗ୍ରହଣ କରିନଥିଲେ।ଜବ୍ସ ୧୯୭୪ମସିହା ମଧ୍ୟଭାଗ ରେ ନିଜ ବନ୍ଧୁ ଷ୍ଟେବେ କଟୋକେ ଙ୍କ ସହ ପରାମର୍ଥିକ ସନ୍ଧାନ ରେ ଭାରତ ର କାଁଚି ଥରେ ଥିବା'ନିମ କରାଳି ବାବା'ଙ୍କ ଆଶ୍ରମ ଭ୍ରମଣ ପାଇଁ ଯାଇଥିଲେ ଓ ସେ ସେଠାରେ ତାଙ୍କୁ ଦେଖା କରିଥିଲେ। ଯେତେବେଳେ ସେ ନିମ କରାଳି ଆଶ୍ରମ ରେ ପହଁଚିଲେ ,ସେଠାକାର ପରିବେଶ ମରୁଭୂମି ସଦୃଶ୍ୟ ହୋଇ ଯାଇଥିଲା। କାରଣ ନିମ୍ କରାଳି ବାବା ୧୯୭୩ ମସିହା ସେପ୍ଟେମ୍ବର ରେ ଇହାଧ୍ୟମ ତ୍ୟାଗ କରି ଦେଇଥିଲେ। ଏହା ପରେ ସେମାନେ ସେଠୁ ହାଇଦଖାନ ବାବାଜି ଙ୍କ ଆଶ୍ରମ କୁ ଯିବା ପାଇଁ ବାହାରି ଥିଲେ।ସେମାନେ ଯାତ୍ରା ସମୟ ର ଅତ୍ୟଧିକ ସମୟ ବାସ ରେ ହିଁ ବିତାଇ ଥିଲେ।ଏହି ମଧ୍ୟ ରେ ସେ 'ଦିଲ୍ଲୀ, ଉତ୍ତରପ୍ରଦେଶ,ଏବଂ ହିମାଚଳ' ପ୍ରଦେଶ ଦେଇ ଭ୍ରମଣ କରିଥିଲେ। ସାତମାସ କାଳ ଭାତ ରେ ରହିବା ପରେ ଜବ୍ସ ଭାରତ ଛାଡି ଅଷ୍ଟ୍ରେଲିଆ ପଳେଇ ଆସିଥିଲେ।ଡାନିଆଲ କୋଟେ ମଧ୍ୟ ତାଙ୍କ ସହ ଅଷ୍ଟ୍ରେଲିଆ ଫେରି ଆସିଥିଲେ।ଜବ୍ସ ଅଷ୍ଟ୍ରେଲିଆ ଆସିଲା ପରେ ତାଙ୍କ ବେଶଭୂଷା ପଡ଼ିବର୍ତନ କରିଦେଇଥିଲେ। ସେ ଖିଅର କରେଇ ହେଇଥିଲେ ଓ ପାରମ୍ପରିକ ଭାରତୀୟ ବସ୍ତ୍ର ପରିଧାନ କରିଥିଲେ।ସେ ତାଙ୍କ ଭାରତ ଗ୍ରସ୍ତ ଓ ଏହି ଆଧ୍ୟାତ୍ମିକ ଅନୁଭୁତି କୁ ପରେLSD ପରୀକ୍ଷା ବୋଲି କହିଥିଲେ।ସେ ଏହା କୁ ନିଜ ଜୀବନ ର ବହୁତ ମହତପୁର୍ନ ନିଷ୍ପତି ଭିତରୁୁ ଅନ୍ୟତମ କହିଥିଲେ।ସେ ଏହା ପରେ ନିଜ ଘରେ କିଛି ସମୟକାଳ ଯାଏଁ ରହିଥିଲେ।ଓ ପରେ ତାଙ୍କୁ ବର୍ନାନ ଯୋଗ ଦେଇ ଥିଲେ।
ଆପଲ(୧୯୭୬-୧୯୮୫)
ଜବ୍ସ ୱଜିନାକ ଙ୍କସହ ୧୯୭୫ ରେ home brew କମ୍ପୁଟର କ୍ଲବ ର ସଭାସମିତି ସବୁ ଯୋଗ ଦେବାକୁ ଲାଗିଲେ।୧୯୭୬ ରେ ୱଜିନାକ ପ୍ରଥମ Apple i କମ୍ପୁଟର ଉଦ୍ଭାବନ କରିଥିଲେ।ସେ ଜବ୍ସଙ୍କୁ ସବୁ ଦର୍ଶାଇ ଥିଲେ।ଜବ୍ସ ୱଜିନାକ ଙ୍କୁ ଏହା ବିକ୍ରି କରିବା ପାଇଁ କହିଥିଲେ।ଉଭୟ ଜବ୍ସ ଓ ୱଜିନାକ Ronald wane ଙ୍କ ସହ ମିଶିଜ୍ବ୍ସା ଙ୍କ Christ drive ସ୍ଥିତ ଘରେ ପ୍ରଥମ ଆପଲ କମ୍ପୁଟର ଉଦ୍ଭାବନ କରିଥିଲେ।ୱେନ ଅଳ୍ପ ସମୟ ପାଇଁ। କାର୍ଯ୍ୟରତ ରହିଥିଲେ ଏବଂ ପରେ ଜବ୍ସ ଏବଂ ୱଜିନାକ ଙ୍କୁ ମୁଖ୍ୟ ପ୍ରତିଷ୍ଠାତା ରୂପରେ ରଖି କମ୍ପାନୀ ରୁ ଇସ୍ତଫା ଦେଇଥିଲେ।
ଆଧାର
- ↑ "The Walt Disney Company and Affiliated Companies – board of directors". The Walt Disney Company. Retrieved October 2, 2009.
ବାହାର ତଥ୍ୟ
External links
Steve Jobs ବାବଦରେ ଉଇକିମିଡ଼ିଆର ସହଯୋଗୀ ପ୍ରକଳ୍ପଗୁଡ଼ିକରୁ ଅଧିକ ଜାଣନ୍ତୁ: | |
କମନ୍ସରେ ଛବି ଓ ମିଡ଼ିଆସବୁ ଖୋଜନ୍ତୁ | |
ଉଇକିମହାବିହାରରେ ଶିକ୍ଷଣ ଆଧାରମାନ ଖୋଜନ୍ତୁ | |
ଉଇକିସମ୍ବାଦରେ ସମ୍ବାଦ ଲେଖାମାନ ଖୋଜନ୍ତୁ | |
ଉଇକିକଥାରୁ ଢଗଢମାଳି ଓ କଥାମାନ | |
ଉଇକିଉତ୍ସରୁ ମୂଳାଧାର ଲେଖାମାନ |
- "Steve Jobs: From Garage to World’s Most Valuable Company." Computer History Museum.
- Steve Jobs @ Andy Hertzfeld's The Original Macintosh (folklore.org)
- Steve Jobs @ Steve Wozniak's woz.org
- Steve Jobs (Character) ଇଣ୍ଟରନେଟ ମୁଭି ଡାଟାବେସରେ
- ଇଣ୍ଟରନେଟ ମୁଭି ଡାଟାବେସରେ Steve Jobs (1955–2011)
- 2005: Steve Jobs commencement speech at Stanford University
- 1995: Excerpts from an Oral History Interview with Steve Job, Founder, NeXT Computer – Smithsonian Institution, April 20, 1995.
- 1994: Steve Jobs in 1994: The Rolling Stone Interview – Rolling Stone
- 1990: Memory and Imagination
- 1983: The “Lost” Steve Jobs Speech from 1983; Foreshadowing Wireless Networking, the iPad, and the App Store (audio clip)