ଉଇକିପିଡ଼ିଆ:ଉଇକିପ୍ରକଳ୍ପ/ଜୁନ/୧୦୦୦ଟି ଲେଖାର ମେଳା
ଦେଖଣା
(ଉଇକିପିଡ଼ିଆ:Wpjun1ରୁ ଲେଉଟି ଆସିଛି)
ଏବେ ଓଡ଼ିଆରେ ୧୯,୦୯୯ଟି ଲେଖା ଅଛି ଆଜିର ତାରିଖ: ୭ ଜାନୁଆରୀ ୨୦୨୫
ଆଉ ଆମକୁ ଜୁନ ୧ ତାରିଖ ଆଗରୁ ୧୦୦୦ ଲେଖାରେ ପହଞ୍ଚିବାକୁ ପଡ଼ିବ । |
ଓଡ଼ିଆ ଉଇକିପିଡ଼ିଆର ୨୦୦୨ ପରେ ଏହି ବାହୁଡ଼ାକୁ ଆପଣମାନଙ୍କୁ ସ୍ଵାଗତ କରୁଅଛୁ । ଜୁନ ମାସର ଆରମ୍ଭ ଆଗରୁ ଆମେ ୧୦୦୦ଟି ଲେଖା ଲେଖିବା ପାଇଁ ସ୍ଥିର କରିଅଛୁ, ତେଣୁ ଆପଣ ସମସ୍ତଙ୍କୁ ଆବେଦନ, ଯେତେ ସମ୍ଭବ ଭଲ ପ୍ରମାଣ ଥିବା ଲେଖା ଲେଖନ୍ତୁ ଆଉ ଆସନ୍ତୁ ସାଥିହୋଇ ଏହି ଲକ୍ଷକୁ ହାସଲ କରିବା । ଉଇକିପିଡ଼ିଆର ନିୟମ, କାମ ପ୍ରଣାଳୀ ଏବଂ ଆଉସବୁ ସୂଚନା ପାଇଁ ଆଲୋଚନା ସଭାକୁ ଯାଇ ଆଲୋଚନା କରନ୍ତୁ ।
|
ଉତ୍ସାହୀ କର୍ମୀ
[ସମ୍ପାଦନା]ପ୍ରସଙ୍ଗ ପାଇଁ
[ସମ୍ପାଦନା]ଛାଞ୍ଚ, ବୈଷୟିକ କାମ ପାଇଁ
[ସମ୍ପାଦନା]ଫଟୋ
[ସମ୍ପାଦନା]ଆଲୋଚନା
[ସମ୍ପାଦନା]ସମସ୍ତଙ୍କୁ ସାଧୁବାଦ ୧୦୦୦ ଲେଖାର ଏହି ମାଇଲି ଖୁଣ୍ଟ ପାଇଁ। (ଆଶୁତୋଷ କର (Asutosh Kar) (ମୋ ଆଲୋଚନା) ୧୫:୨୩, ୩୦ ମେ ୨୦୧୧ (UTC))
ପ୍ରକଳ୍ପ ବିବରଣୀ
[ସମ୍ପାଦନା]ଏହି ପ୍ରକଳ୍ପର ଲକ୍ଷ ଥିଲା ଜୁନ ୧, ୨୦୧୧ ଆଗରୁ ୧୦୦୦ଟି ଲେଖାରେ ପହଞ୍ଚିବା ଯାହା ସଭ୍ୟମାନଙ୍କର ଅବଦାନ ଯୋଗୁଁ ମେ ୩୦ରେ ୧୦୦୩ ଲେଖାରେ ପହଞ୍ଚିଲା । ଓଡ଼ିଆ ଉଇକିପିଡ଼ିଆର ଗଠନ ହେବାର ଦୀର୍ଘ ୮ ବର୍ଷ ପରେ ଏହା ଥିଲା ଏକ ଖୁବ ବଡ଼ ସଫଳତା । ଏଥିରେ ଭାଗନେଇଥିବା ସଭିଙ୍କୁ ଓଡ଼ିଆ ଉଇକି ଉଇକିପିଡ଼ିଆ ଅନୁରୋଧ କରୁଅଛି ଏହାକୁ ଆହୁରି ଆଗକୁ ନେବା ପାଇଁ ଯୋଗଦାନ କରନ୍ତୁ ।