ବ୍ୟବହାରକାରୀ:Psubhashish
ଉଇକିପିଡ଼ିଆ ରୁ
ଦିଗବାରେଣି:21°26′8.99″N 86°50′37.05″E / 21.4358306°N 86.843625°E
ମୁଁ ସୁଭାସିସ ପାଣିଗାହି, ଜଣେ ଓଡ଼ିଆ ଉଇକିଆଳି, ମୁଁ ଅଧୁନାଉଇକିମିଡ଼ିଆ ଫାଉଣ୍ଦେସନର ଇଣ୍ଡିଆ ପ୍ରଗ୍ରାମରେ କମୁନିଟି ଓ ପ୍ରଗ୍ରାମ ସପୋର୍ଟରେ କନସଲଟାଣ୍ଟ ଭାବରେ କାମ କରେ । ଏହା ଆଗରୁ ବେଉସା ମୋହର ବେସରକାରି ସଙ୍ଗଠନର ବଣିଜର ଉନ୍ନତି ସାଧନ ଥିଲା । ମୁଁ ଜୈବପ୍ରଯୁକ୍ତି (Biotechnology)ରେ ଇଞ୍ଜିନିଅରିଙ୍ଗ ଡିଗ୍ରି ହାସଲ କରିଛି ।
ମୁଁ ଉଇକିମିଡ଼ିଆ ଇଣ୍ଡିଆ ଚାପଟରର ଓଡ଼ିଆ ସ୍ପେସିଆଲ ଇଣ୍ଟରେଷ୍ଟ ଗ୍ରୁପ (SIG) ରେ ଓଡ଼ିଆ ପାଇଁ ଜଣେ ପ୍ରତିନିଧି ।
ମୁଁ irc.freenode.net ର #wikimedia-in ଓ #wikimedia ରେ ଅନଲାଇନ ଚାଟରେ ଉପଲବ୍ଧ ।
କାମଦାମ
ମୁଁ କାମ କରିଥିବା କେତେକ ମୁଖ୍ୟ ପ୍ରକଳ୍ପ ହେଲା:
- ଓଡ଼ିଆ ଉଇକିପିଡ଼ିଆ ମେଳଣ ଓ କର୍ମଶାଳା - ଏହା ଅଧିକରୁ ଅଧିକ ଲୋକଙ୍କୁ ଓଡ଼ିଆ ଉଇକିପିଡ଼ିଆ ରେ ସମ୍ପାଦନା ପାଇଁ ଆଗଭର କରାଇବାର ଏକ ପ୍ରଚେଷ୍ଟା, ବେଙ୍ଗାଳୁରୁ, ଭୁବନେଶ୍ୱର ଓ କଟକ ଠାରେ କେତେକ ମେଳଣ ଓ କର୍ମଶାଳାର ପରିଚାଳନା ।
- ଉଇକି କମନ୍ସ - ଓଡ଼ିଆକୁ ଭଲପାଏ
- ଟ୍ରାନ୍ସଲେଟଉଇକି.ନେଟର ମିଡ଼ିଆଉଇକି ମେସେଜ, ମିଡ଼ିଆଉଇକି ଏକ୍ସଟେନସନ, କିୱିକ୍ସ (କିୱିକ୍ସ ପାଇଁ ଥିବା ଅନୁବାଦ ରାଲିରେ ଅଂଶଗ୍ରହଣ କରି ପୁରସ୍କାର ଜିତିଥିବା ଦକ୍ଷିଣ ଏସିଆର ଦୁଇଜଣଙ୍କୁ ଭିତରୁ ଜଣେ) ଓ ଉଇକିମିଡ଼ିଆ ମୋବାଇଲ ଆପ ପାଇଁ ଥିବା ଅନୁବାଦ ରାଲିରେ ଅଂଶଗ୍ରହଣ କରି ପୁରସ୍କାର ଜିତିଥିବା ଦକ୍ଷିଣ ଏସିଆର ଦୁଇଜଣଙ୍କୁ ଭିତରୁ ଜଣେ - ମୁଁ ଏଠାରେ ଓଡ଼ିଆରେ ଇଉଜର ଇଣ୍ଟରଫେସ ମେସେଜ ଅନୁବାଦ କରିଥାଏ ।
| ଉଇକିପିଡ଼ିଆ:Babel | ||||||||
|---|---|---|---|---|---|---|---|---|
|
||||||||
| ଭାଷା ସବୁକୁ ଖୋଜନ୍ତୁ |
ଖବରରେ
- କମ୍ପ୍ୟୁଟରରେ ଓଡ଼ିଆ ଲିପି ଆଲୋଚନାଚକ୍ର, ସମାଜ, ୧୪ ଜୁଲାଇ ୨୦୧୦
- ଭାଷା ସଚେତନତା ମାସର ନବମ କାର୍ଯ୍ୟକ୍ରମ, ସମାଜ, ୧୨ ଜୁଲାଇ ୨୦୧୦
- Sahoo, Diana. Odia Wiki caught in a time wrap. The New Indian Express". April 3 2011
- Fadnis, Renuka. Attempts to revive Odia Wikipedia. The Hindu. April 19, 2011
- Debarshi Dasgupta. Help:This is a stub. Outlook Magazine. June 12 2011
ବି.ଦ୍ର. ଏଠାରେ ମୁଁ କରୁଥିବା ସମ୍ପାଦନା ଜଣେ ସାଧାରଣ ଉଇକିଆଳି ଭାବରେ କରିଥାଏ । ମୋର କାମ ସହ ଯୋଡ଼ା ସମ୍ପାଦନାସମୂହ ମୁଁ ବ୍ୟବହାରକାରୀ:Subha WMF ନାମରେ କରିଥାଏ । ଏଠାରେ ମୁଁ କରୁଥିବା ସମ୍ପାଦନା ମୋର କାମ ସହ ଯୋଡ଼ା ନୁହଁନ୍ତି ।