ବ୍ୟବହାରକାରୀ:ଆଶୁତୋଷ କର

ଉଇକିପିଡ଼ିଆ ରୁ

[ଏହାକୁ ବଦଳାନ୍ତୁ] ମୋ ବିଷୟରେ କିଛି

ମୋ ନାମ ଆଶୁତୋଷ କର । ମୁଁ ଭାରତର ଏକ ପ୍ରମୁଖ ସଫ୍ଟୱେର କମ୍ପାନିରେ ୟୁଜର ଇନ୍ଟରଫେସ ଡିଜାଇନର ଭାବେ କାମ କରୁ ଆଛି । ମୁଁ ଏବେ ବାଙ୍ଗାଲୋରରେ ରହୁଛି । ମୋର ଜନ୍ମ କଟକ ସହରରେ । ମୁଁ ପ୍ରସିଦ୍ଧ ରେଭେନନ୍ସା କଲେଜରୁ +୨ ବିଜ୍ଞାନ ଓ ଭୁବନେଶ୍ୱରର କଲେଜ ଓଫ ଇଞ୍ଜିନିୟରିଂ ଓ ଟେକ୍ନୋଲୋଜି (ସି.ଈ.ଟି.)ରୁ ସ୍ଥାପତ୍ୟ(ଆର୍କିଟେକ୍ଚର)ରେ ସ୍ନାତକ ଡିଗ୍ରୀ ହାସଲ କରିଛି ।

[ଏହାକୁ ବଦଳାନ୍ତୁ] Wiki infoboxes

Konark Wheel.jpg ଏହି ସଭ୍ୟଙ୍କର ଘର ଓଡ଼ିଶା
Kathjodi River.jpg ଏହି ସଭ୍ୟଙ୍କର ଘର କଟକ ଜିଲାରେ
or-୫ ଏହି ସଭ୍ୟ ଖୁବ ଉଚ୍ଚ ଧରଣର ଓଡ଼ିଆରେ ଲେଖାଲେଖି କରିପାରିବେ ।
Soudha.jpg ଏହି ସଭ୍ୟ ବେଙ୍ଗାଳୁରୁରେ ଅଛନ୍ତି ।
Aries ବ୍ୟବାହାରକାରୀଙ୍କ ରାଶିଚକ୍ର ମେଷ ଆଟେ। Aries.







[ଏହାକୁ ବଦଳାନ୍ତୁ] The Working Man's Barnstar

Working Man's Barnstar.png The Working Man's Barnstar
This Barnstar is awarded to ଆଶୁତୋଷ କର for his tireless work. --Srikant Kedia ୨୦:୧୦, ୨୩ ମେ ୨୦୧୧ (UTC)
ନିଜର ଟୁଲ

ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ସହଯୋଗ କରନ୍ତୁ
ଉପକରଣ