୧୯୩୭
ଉଇକିପିଡ଼ିଆ ରୁ
୧୯୩୭ ଗ୍ରେଗୋରି ପାଞ୍ଜି ଅନୁସାର ସାଧାରଣ ବର୍ଷ |
ବିଷୟସୂଚୀ |
ଘଟଣା[ସମ୍ପାଦନା]
ଜାନୁଆରି-ମାର୍ଚ[ସମ୍ପାଦନା]
ଏପ୍ରିଲ-ଜୁନ[ସମ୍ପାଦନା]
ଜୁଲାଇ-ସେପ୍ଟେମ୍ବର[ସମ୍ପାଦନା]
ଅକ୍ଟୋବର-ଡିସେମ୍ବର[ସମ୍ପାଦନା]
ଅଜ୍ଞାତ ତିଥି ଘଟଣା[ସମ୍ପାଦନା]
ଜନ୍ମ[ସମ୍ପାଦନା]
ଜାନୁଆରି-ମାର୍ଚ[ସମ୍ପାଦନା]
ଅପ୍ରିଲ-ଜୁନ[ସମ୍ପାଦନା]
ଜୁଲାଇ-ସେପ୍ଟେମ୍ବର[ସମ୍ପାଦନା]
- ସେପ୍ଟେମ୍ବର ୧୭ – ସୀତାକାନ୍ତ ମହାପାତ୍ର, ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଜଣାଶୁଣା କବି ଓ ସାହିତ୍ୟ ସମାଲୋଚକ ।
ଅକ୍ଟୋବର-ଡିସେମ୍ବର[ସମ୍ପାଦନା]
- ଅକଟୋବାର ୧୨ – ଅକ୍ଷୟ ମହାନ୍ତି, ଓଡ଼ିଶାର କଟକଠାରେ ଜନ୍ମିତ ଜଣେ ଓଡ଼ିଆ ସଂଗୀତ ଗାୟକ, ସଂଗୀତଜ୍ଞ ଓ ସଂଗୀତକାର । ସେ ଅନେକ କାହାଣୀ, ଗଳ୍ପ, ଉପନ୍ୟାସ ଓ ଭ୍ରମଣ କାହାଣୀ ବି ରଚିଯାଇଛନ୍ତି ।
- ଅକଟୋବାର ୨୫ – ବିଭୂତି ପଟ୍ଟନାୟକ, ଜଣେ ଖ୍ୟାତନାମା ଓଡ଼ିଆ ଗାଳ୍ପିକ ଓ ଔପନ୍ୟାସିକ ।