ସେକନିଡାଜୋଲ

ଉଇକିପିଡ଼ିଆ‌ରୁ
ସେକନିଡାଜୋଲ
Clinical data
Trade namesSolosec, Flagentyl, Sindil, others[୧]
SynonymsPM 185184, RP 14539
AHFS/Drugs.commonograph
Routes of
administration
By mouth
Legal status
Legal status
Identifiers
  • 1-(2-Methyl-5-nitro-1H-imidazol-1-yl)propan-2-ol
ECHA InfoCard100.020.123 Edit this at Wikidata
Chemical and physical data
FormulaC7H11N3O3
Molar mass୧୮୫.୧୮ g·mol−1
3D model (JSmol)
  • [O-][N+](=O)c1cnc(n1CC(O)C)C
  • InChI=1S/C7H11N3O3/c1-5(11)4-9-6(2)8-3-7(9)10(12)13/h3,5,11H,4H2,1-2H3 checkY
  • Key:KPQZUUQMTUIKBP-UHFFFAOYSA-N checkY
  (verify)

ସେକନିଡାଜୋଲ (ଇଂରାଜୀ ଭାଷାରେ Secnidazole), ସୋଲୋସେକ ଏକ ବିକ୍ରୟ ନାମ, ହେଉଛି ଏକ ଅଣୁଜୀବରୋଧୀ ଔଷଧ ଯାହା ଜୀବାଣୁ ଭାଜିନୋସିସ ଏବଂ ଟ୍ରାଇକୋମାନାସ ଭାଜିନାଇଟିସ ଭଳି ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] [୩] ଏହା ପାଟିରେ ଦିଆଯାଏ ।[୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଯୋନୀପଥ ଇଷ୍ଟ ସଂକ୍ରମଣ, ମୁଣ୍ଡବିନ୍ଧା, ଅଇ, ତରଳ ଝାଡ଼ା ଏବଂ ପେଟ ଯନ୍ତ୍ରଣା ହୋଇପାରେ ।[୨] ଗର୍ଭାବସ୍ଥାରେ ଓ ସ୍ତନ୍ୟପାନ ସମୟରେ ଏହି ଔଷଧ ଦେଲେ ପାର୍ଶ୍ୱ ପ୍ରତିକ୍ରିୟା ହୋଇପାରେ ।[୨] ଏହା ଏକ ନାଇଟ୍ରୋଇମିଡାଜୋଲ ଯାହାର କାର୍ଯ୍ୟ ପ୍ରଣାଳୀ ସଂପୂର୍ଣ୍ଣ ସ୍ପଷ୍ଟ ନୁହେଁ । [୨]

୨୦୧୭ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ସେକନିଡାଜୋଲକୁ ଅନୁମୋଦନ କରାଯାଇଥିଲା ।[୨] ଯୁକ୍ତରାଷ୍ଟ୍ରରେ ଗୋଟିଏ ମାତ୍ରାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୨୮୦ ଡଲାର ଥିଲା ।[୪] କିଛି ଦଶନ୍ଧି ଧରି ଦୁନିଆର ଅନ୍ୟାନ୍ୟ ସ୍ଥାନରେ ଏହା ଉପଲବ୍ଧ ଅଛି ।[୫]

ଆଧାର[ସମ୍ପାଦନା]

  1. Society, Swiss Pharmaceutical (2000). Index Nominum 2000: International Drug Directory (in ଇଂରାଜୀ). Taylor & Francis. p. 938. ISBN 978-3-88763-075-1. Archived from the original on 2021-10-12. Retrieved 2021-10-11.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Secnidazole Monograph for Professionals". Drugs.com (in ଇଂରାଜୀ). Retrieved 11 October 2021.
  3. kumar, Sunesh; Padubidri, V. G.; Daftary, Shirish N. (24 July 2018). Howkins & Bourne, Shaw's Textbook of Gynecology, 17edition-EBOOK (in ଇଂରାଜୀ). Elsevier Health Sciences. p. 365. ISBN 978-81-312-5412-7. Archived from the original on 12 October 2021. Retrieved 11 October 2021.
  4. "Secnidazole Prices and Secnidazole Coupons - GoodRx". GoodRx. Retrieved 11 October 2021.
  5. Nyirjesy, P; Schwebke, JR (April 2018). "Secnidazole: next-generation antimicrobial agent for bacterial vaginosis treatment". Future microbiology. 13: 507–524. doi:10.2217/fmb-2017-0270. PMID 29327947.