ସି (ପ୍ରୋଗ୍ରାମିଂ ଭାଷା)

ଉଇକିପିଡ଼ିଆ ରୁ
ଏହି ଲେଖାଟି ପ୍ରୋଗ୍ରାମିଂ ଭାଷା ବାବଦରେ । ବାକିସବୁ ପାଇଁ, ସି (ପ୍ରୋଗ୍ରାମିଂ ଭାଷା) (ବହୁବିକଳ୍ପ) ପ୍ରସଙ୍ଗଟି ଦେଖନ୍ତୁ ।
C

Text in light blue serif capital letters on white background and very large light blue sans-serif letter C.
ପାରାଡ଼ିଜିମ୍‌ Imperative (procedural), structured
ପ୍ରଥମେ ଦେଖାଯାଇଥିଲା ୧୯୭୨[୧]
ଡିଜାଇନ କରିଥିଲେ Dennis Ritchie
ବିକାଶକ Dennis Ritchie & Bell Labs (creators); ANSI X3J11 (ANSI C); ISO/IEC JTC1/SC22/WG14 (ISO C)
ସ୍ଥାୟୀ ରିଲିଜ C11 (December 2011)
ଟାଇପିଂ ପଦ୍ଧତି Static, weak, manifest, nominal
ପ୍ରମୁଖ ବ୍ୟବହାର GCC, Clang, Intel C, MSVC, Pelles C, Watcom C
ଉପଭାଷା Cyclone, Unified Parallel C, Split-C, Cilk, C*
ଏହାକୁ ପ୍ରଭାବିତ କରିଛନ୍ତି B (BCPL, CPL), ALGOL 68,[୨] Assembly, PL/I, FORTRAN
ଏହା ଦ୍ଵାରା ପ୍ରଭାବିତ ହୋଇଛନ୍ତି Numerous: AMPL, AWK, csh, C++, C--, C#, Objective-C, BitC, D, Go, Rust, Java, JavaScript, Limbo, LPC, Perl, PHP, Pike, Processing, Seed7, Verilog (HDL)[୩]
ଅପେରେଟିଂ ସିଷ୍ଟମ Cross-platform (multi-platform)
ଫାଇଲ ଏକ୍ସଟେନ୍‌ସନ୍ .c, .h

ସି ପ୍ରୋଗ୍ରାମିଂ ଭାଷା(C Programming Language) ଏକ ଉଚ୍ଚ ସ୍ତରିୟ ପ୍ରୋଗ୍ରାମିଂ ଭାଷା ଯାହାର ପ୍ରାଥମିକ ବିକାସ ଡେନିସ ରୀଚି ଦ୍ୱାରା ୧୯୬୯ ଏବଂ ୧୯୭୩ ମଧ୍ୟରେ ବେଲ ପ୍ରୟଗଶାଳା କରାଯାଇଥିଲା।[୪] ସି ପ୍ରୋଗ୍ରାମିଂ ଭାଷାର ରୁପରେଖା ଏପରି ଅଛି ଯାହା ଦ୍ୱାର ଏହାକୁ 'ଯନ୍ତ୍ର ଅନୁଦେଶ'(Machine Instruction) ସ‌ହିତ ଭାଲ ଭାବରେ ପ୍ରତିଚିତ୍ରଣ କରିହେବ ଏହି କାରଣରୁ ସିଷ୍ଟମ ସଫ୍ଟ‌ୱେର ଯେପରିକି 'ୟୁନିକ୍ସ ଅପରେଟିଙ୍ଗ ସିଷ୍ଟମକୁ'(Uinx Operating System) ଅତ୍ୟଧିକ ଭାବରେ ସି ପ୍ରୋଗ୍ରାମିଂ ଭାଷାରେ ଲେଖାଯାଇଛି।[୫]

ସି ପ୍ରୋଗ୍ରାମିଂ ଭାଷା ଏକ ବ୍ୟାପକ ଭାବରେ ବ୍ୟବ‌ହାର କରାଯାଉଥିବା ଲୋକପ୍ରିୟ ପ୍ରୋଗ୍ରାମିଂ ଭାଷା।[୬] ସି ପ୍ରୋଗ୍ରାମିଂ ଭାଷାର ପ୍ରଭାବ ବିଭିନ୍ନ ନୁତନ ପ୍ରୋଗ୍ରାମିଂ ଭାଷା ଯେପରିକି ସି++(C++), ଜାଭା(Java), ସି#(C#), ପାଇଥନ୍(Python) ଏବଂ ପର୍ଲ୍(Perl) ଆଦି ଉପରେ ଦେଖାଯାଏ।

ଆଧାର[ସମ୍ପାଦନା]

  1. Ritchie, Dennis M. (January 1993). "The Development of the C Language". http://cm.bell-labs.com/cm/cs/who/dmr/chist.html. Retrieved 1 January 2008. "Thompson had made a brief attempt to produce a system coded in an early version of C—before structures—in 1972, but gave up the effort." 
  2. Ritchie, Dennis M. (January 1993). "The Development of the C Language". http://cm.bell-labs.com/cm/cs/who/dmr/chist.html. Retrieved 1 January 2008. "The scheme of type composition adopted by C owes considerable debt to Algol 68, although it did not, perhaps, emerge in a form that Algol's adherents would approve of." 
  3. "Verilog HDL (and C)". The Research School of Computer Science at the Australian National University. 2010-06-03. http://cs.anu.edu.au/courses/ENGN3213/lectures/lecture6_VERILOG_2010.pdf. Retrieved 2013-08-19. "1980s: ; Verilog first introduced ; Verilog inspired by the C programming language" 
  4. Dennis M. Ritchie. "The History of the C Programming Language". http://cm.bell-labs.com/who/dmr/chist.html. Retrieved February 26, 2014. 
  5. Lawlis, Patricia K. (August 1997). "Guidelines for Choosing a Computer Language: Support for the Visionary Organization". Ada Information Clearinghouse. http://archive.adaic.com/docs/reports/lawlis/k.htm. Retrieved 18 July 2006. 
  6. "Programming Language Popularity". 2009. http://www.langpop.com/. Retrieved 16 January 2009. 


ବାହାର ଲିଙ୍କ[ସମ୍ପାଦନା]