ସାକୁବିଟ୍ରିଲ/ଭାଲ୍‌ସାର୍ଟାନ

ଉଇକିପିଡ଼ିଆ‌ରୁ
ସାକୁବିଟ୍ରିଲ/ଭାଲ୍‌ସାର୍ଟାନ
Sacubitril/valsartan
Combination of
SacubitrilNeprilysin inhibitor
ValsartanAngiotensin II receptor antagonist
Clinical data
Trade namesEntresto, Azmarda, Neparvis, others
SynonymsLCZ696
AHFS/Drugs.commonograph
MedlinePlusa615039
data
Pregnancy
category
Routes of
administration
By mouth
Legal status
Legal status
Chemical and physical data
FormulaC96H120N12Na6O21
Molar mass୧,୯୧୬.୦୨ g·mol−1
3D model (JSmol)
  • CCCCC(=O)N(CC1=CC=C(C=C1)C2=CC=CC=C2C3=NN=N[N-]3)C(C(C)C)C(=O)[O-].CCCCC(=O)N(CC1=CC=C(C=C1)C2=CC=CC=C2C3=NN=N[N-]3)C(C(C)C)C(=O)[O-].CCOC(=O)C(C)CC(CC1=CC=C(C=C1)C2=CC=CC=C2)NC(=O)CCC(=O)[O-].CCOC(=O)C(C)CC(CC1=CC=C(C=C1)C2=CC=CC=C2)NC(=O)CCC(=O)[O-].O.O.O.O.O.[Na+].[Na+].[Na+].[Na+].[Na+].[Na+]
  • InChI=1S/2C24H29N5O3.2C24H29NO5.6Na.5H2O/c2*1-4-5-10-21(30)29(22(16(2)3)24(31)32)15-17-11-13-18(14-12-17)19-8-6-7-9-20(19)23-25-27-28-26-23;2*1-3-30-24(29)17(2)15-21(25-22(26)13-14-23(27)28)16-18-9-11-20(12-10-18)19-7-5-4-6-8-19;;;;;;;;;;;/h2*6-9,11-14,16,22H,4-5,10,15H2,1-3H3,(H2,25,26,27,28,31,32);2*4-12,17,21H,3,13-16H2,1-2H3,(H,25,26)(H,27,28);;;;;;;5*1H2/q;;;;6*+1;;;;;/p-6/t2*22-;2*17-,21+;;;;;;;;;;;/m0011.........../s1
  • Key:ZASXKEGREHRXDL-CAWNUZPDSA-H

ସାକୁବିଟ୍ରିଲ/ଭାଲ୍‌ସାର୍ଟାନ, ବିକ୍ରୟ ନାମ ଏଣ୍ଟ୍ରେସ୍ଟୋ, ହେଉଛି ଏକ ଔଷଧ ମିଶ୍ରଣ ଯାହା ହ୍ରାସକୃତ ଇଜେକସନ ଭଗ୍ନାଂଶ ସହିତ ଥିବା ହୃଦ୍‌ପାତ ପାଇଁ ବ୍ୟବହୃତ ହୁଏ । [୭] ଏହା ଆଞ୍ଜିଓଟେନସିନ୍-ରୂପାନ୍ତରକାରୀ-ଏନଜାଇମ ଅବରୋଧକ ବା ଏସିଇ ଇନହିବିଟର ବଦଳରେ ବ୍ୟବହୃତ ହୋଇପାରେ ।[୭] ଏହା ପାଟିରେ ଦିଆଯାଏ ।[୭]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ରକ୍ତଚାପ, କାଶ, ବୃକ୍‌କ ସମସ୍ୟା ଏବଂ ଉଚ୍ଚ ପୋଟାସିୟମ୍ ହୋଇପାରେ ।[୮] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଞ୍ଜିଓଇଡିମା ଅନ୍ତର୍ଭୁକ୍ତ ହୋଇପାରେ ।[୮] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ ।[୮] ଏଥିରେ ସାକୁବିଟ୍ରିଲ୍ ନାମକ ଏକ ନେପ୍ରିଲିସିନ୍ ଇନହିବିଟର ଏବଂ ଭାଲସାର୍ଟାନ୍ ନାମକ ଏକ ଆଞ୍ଜିଓଟେନସିନ୍ ରିସେପ୍ଟର ବ୍ଲକର୍ ଥାଏ ।[୮] ଏହି ମିଶ୍ରଣ ବେଳେବେଳେ ଏକ "ଆଞ୍ଜିଓଟେନସିନ୍ ରିସେପ୍ଟର-ନେପ୍ରିଲିସିନ୍ ଇନହିବିଟର" (ARNi) ଭାବରେ ଜଣାଶୁଣା ଥାଏ ।[୮]

୨୦୧୫ ମସିହାରେ ଆମେରିକା ଏବଂ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏହି ଔଷଧ ମିଶ୍ରଣ ଅନୁମୋଦିତ ହୋଇଥିଲା ।[୩][୮] ଏହା ୨୦୧୬ ମସିହାରେ ଅଷ୍ଟ୍ରେଲିଆରେ ଏହା ଅନୁମୋଦିତ ହୋଇଥିଲା ।[୧] ଯୁକ୍ତରାଷ୍ଟ୍ରରେ ୨୦୨୧ ମସିହାରେ ଏହାର ଏକ ମାସ ଔଷଧର ଖର୍ଚ୍ଚ ୫୭୫ ଡଲାର ଥିଲା ।[୯] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ୯୨ ପାଉଣ୍ଡ ଥିଲା ।[୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Entresto 24/26 tablets, Entresto 49/51 tablets, Entresto 97/103 tablets (sacubitril/valsartan) Product Information". Therapeutic Goods Administration (TGA). Novartis. Archived from the original on 11 November 2020. Retrieved 21 September 2020.
  2. "Sacubitril / valsartan (Entresto) Use During Pregnancy". Drugs.com. 20 November 2019. Archived from the original on 17 April 2021. Retrieved 21 September 2020.
  3. ୩.୦ ୩.୧ "Entresto EPAR". European Medicines Agency (EMA). Archived from the original on 27 February 2021. Retrieved 21 September 2020.
  4. "Neparvis EPAR". European Medicines Agency (EMA). Archived from the original on 28 December 2020. Retrieved 23 September 2020.
  5. "Entresto 24 mg/26 mg film-coated tablets - Summary of Product Characteristics (SmPC)". (emc). Archived from the original on 24 January 2021. Retrieved 21 September 2020.
  6. "Entresto- sacubitril and valsartan tablet, film coated". DailyMed. 14 June 2020. Archived from the original on 19 April 2020. Retrieved 21 September 2020.
  7. ୭.୦ ୭.୧ ୭.୨ ୭.୩ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 207. ISBN 978-0-85711-369-6.{{cite book}}: CS1 maint: date format (link)
  8. ୮.୦ ୮.୧ ୮.୨ ୮.୩ ୮.୪ ୮.୫ "Sacubitril and Valsartan Monograph for Professionals". Drugs.com (in ଇଂରାଜୀ). Archived from the original on 4 January 2020. Retrieved 9 October 2021.
  9. "Entresto Prices, Coupons & Savings Tips - GoodRx". GoodRx. Retrieved 9 October 2021.