ସପ୍ତାହ

ଉଇକିପିଡ଼ିଆ ରୁ
  • ସପ୍ତାହ ବା ସପ୍ତା ସାତୋଟି ଦିନକୁ ନେଇ ତିଆରି । ସେଗୁଡିକ ହେଲେ ରବିବାର, ସୋମବାରମଙ୍ଗଳବାର, ବୁଧବାର, ଗୁରୁବାର, ଶୁକ୍ରବାରଶନିବାର
  • ଗୋଟିଏ ମାସରେ ପାଖାପାଖି ଚାରୋଟି ସପ୍ତାହ ଆସେ ।
  • ସପ୍ତାହର ଶେଷଦିନ ରବିବାର ଏକ ସାଧାରଣ ଛୁତିଦିନ ଭାବରେ ଗଣାଯାଏ ।
  • ସପ୍ତାହର ସାତଦିନ ଗ୍ରହ ଓ ନକ୍ଷତ୍ର ମାନଙ୍କ ଆକାଶରେ ରହିବା ଜାଗା ଓ ପୃଥିବୀ ଉପରେ ସେମାନଙ୍କର ଅବୁଠୁ ଅଧିକ ପ୍ରଭାବକୁ ନେଇ ଜ୍ୟୋତିବିଜ୍ଞାନି ମାନଙ୍କ ଦ୍ଵାରା ତିଆରି କରାଯାଇଛି ଯାହାକି ସାରା ପୃଥିବୀରେ ସବୁ ଧରମର ଲୋକେ ମାନିଥାନ୍ତି ।

ଆଧାର[ସମ୍ପାଦନା]

ବାହାର ତଥ୍ୟ[ସମ୍ପାଦନା]