ସତ୍ୟ ସାଇ ବାବା

ଉଇକିପିଡ଼ିଆ ରୁ
ଶ୍ରୀ ସତ୍ୟ ସାଇ ବାବା
A color photo of Sri Satya Sai Baba
ଧର୍ମ ହିନ୍ଦୁ
ଜନ୍ମ ତାରିଖ ୨୩ ନଭେମ୍ବର ୧୯୨୬(1926-11-23)
ଜନ୍ମସ୍ଥାନ ପୁଟ୍ଟପର୍ତି, ଆନ୍ଧ୍ର ପ୍ରଦେଶ, ଭାରତ
ଜନ୍ମ ନାମ ସତ୍ୟନାରାୟଣ ରାଜୁ
ତିରୋଧାନ ୨୪ ଏପ୍ରିଲ ୨୦୧୧(2011-04-24) (ବୟସ ୮୪)
ତିରୋଧାନ ସ୍ଥାନ ପୁଟ୍ଟପର୍ତି, ଆନ୍ଧ୍ର ପ୍ରଦେଶ, ଭାରତ
ବାଣୀ ସମସ୍ତଙ୍କୁ ପ୍ରେମ କର, ସମସ୍ତଙ୍କ ସେବା କର

ସବୁ ବେଳେ ସାହାଯ୍ୟ କର, କେବେ ବି ଦୁଃଖ ଦିଅ ନାହିଁ

[୧][୨][୩]


ଶ୍ରୀ ସତ୍ୟ ସାଇ ବାବା (ତେଲୁଗୁ: సత్య సాయిబాబా) (ଜନ୍ମ: ୨୩ ନଭେମ୍ବର ୧୯୨୬ ; ମୃତ୍ୟୁ: ୨୪ ଅପ୍ରେଲ ୨୦୧୧), ଶ୍ରୀ ସତ୍ୟ ସାଇ ବାବା (ଜନ୍ମ ନାମ - ସତ୍ୟ ନାରାୟଣ ରାଜୁ) ୨୩ ନଭେମ୍ବର ୧୯୨୬ ତାରିଖରେ ଆନ୍ଧ୍ର ପ୍ରଦେଶ ରାଜ୍ୟର ପୁଟ୍ଟପର୍ତି ଗ୍ରାମରେ ଜନ୍ମ ନେଇଥିଲେ । ବିଶ୍ଵ ସାରା ତାଙ୍କର ବହୁତ ଭକ୍ତ ଅଛନ୍ତି । ଭକ୍ତମାନେ ବାବାଙ୍କୁ ଶ୍ରୀ ସିରଡ଼ି ସାଈ ବାବାଙ୍କ ଅବତାର ମାନନ୍ତି । ବାବା ୨୪ ଅପ୍ରେଲ ୨୦୧୧ ତାରିଖରେ ଦେହତ୍ୟାଗ କରିଥିଲେ ।

[ଏହାକୁ ବଦଳାନ୍ତୁ] ଆଧାର

  1. Charlene Leslie-Chaden (2004). A compendium of the teachings of Sri Sathya Sai Baba. Sai Towers Publishing. ପୃଷ୍ଠା. 526. ISBN 9788178990422. http://puttaparthi.info/shopping/shp/bookdetail.asp?itemid=B1001. Retrieved 24 April 2011.  ଛାଞ୍ଚ:Self-published inline
  2. Architectural digest. Conde Nast Publications. 1 May 1994. http://books.google.com/books?id=YcxUAAAAMAAJ. Retrieved 24 April 2011. 
  3. Vasan Ayyar (2009-12-31). "Love All Serve All". Sathyasaibaba.wordpress.com. http://sathyasaibaba.wordpress.com/2009/06/14/love-all-serve-all. Retrieved 2011-04-24. 

[ଏହାକୁ ବଦଳାନ୍ତୁ] ବାହାର ଲିଙ୍କ

ନିଜର ଟୁଲ
ନେମସ୍ପେସ

ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ସହଯୋଗ କରନ୍ତୁ
ଉପକରଣ
ଅଲଗା ଭାଷା