ସଞ୍ଜୁ ଆଉ ସଞ୍ଜନା
ଦେଖଣା
ସଞ୍ଜୁ ଆଉ ସଞ୍ଜନା | |
---|---|
ନିର୍ଦ୍ଦେଶକ | ଅଶୋକ ପତି |
ପ୍ରଯୋଜକ | ଲୁଟୁ ମହାନ୍ତି |
ସଂଳାପ | ରଜନୀ ରଞ୍ଜନ |
ଚିତ୍ରନାଟ୍ୟ | ଅଶୋକ ପତି |
କାହାଣୀ | ଅଶୋକ ପତି |
କଳାକାର | ବାବୁଶାନ୍ ପାରିଜାତ ମିହିର ଦାସ ଉଷସୀ ମିଶ୍ର ସମରେଶ |
ସଙ୍ଗୀତ | ପ୍ରଶାନ୍ତ ପାଢ଼ୀ |
ଚିତ୍ରଗ୍ରହଣ | ସିତାଶୁଂ ମହାପାତ୍ର |
ସମ୍ପାଦକ | ସୁକୁମାର ମଣି |
ବିତରକ | ଜୟ ହନୁମାନ ଫିଲ୍ମ୍ |
ମୁକ୍ତିଲାଭ ତାରିଖ | ୧୨ ଜୁନ ୨୦୧୦ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଅଶୋକ ପତିଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ସଞ୍ଜୁ ଆଉ ସଞ୍ଜନା [୧] ୨୦୧୦ ମସିହାରେ ମୁକ୍ତିଲାଭ କରିଥିଲା । ଏହା ଆଲୁ ଅର୍ଜୁନ ଓ ଶୀଲା ଅଭିନୀତ ତେଲୁଗୁ ଚଳଚ୍ଚିତ୍ର ପାରୁଗୁର ରିମେକ୍। ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ରଜନୀ ରଜନ ।[୨]
କାହାଣୀ
[ସମ୍ପାଦନା]ପର୍ଶୁରାମ ପାଇକରାଏ ସହରର ଜଣେ ପ୍ରତିଷ୍ଠିତ ବ୍ୟକ୍ତି। ତାଙ୍କର ଇଛା ଯେ ତାଙ୍କ ଦୁଇ ଝିଅ ଅଞ୍ଜନା ଓ ସଞ୍ଜନାର ବାହାଘର ତାଙ୍କ ପସନ୍ଦରେ ହେବ। ଅଞ୍ଜନା ଅମରକୁ ଭଲ ପାଇ ଘର ଛାଡି ପଳାଉଛି। ପର୍ଶୁରାମ ଅଞ୍ଜନା ବିଷୟରେ ଜାଣିବା ପାଇଁ ଅମରର ସାଙ୍ଗମାନଙ୍କୁ ଅପହରଣ କରୁଛି। ସଞ୍ଜୟ ସେମାନଙ୍କ ମଧ୍ୟରୁ ଜଣେ। ସଞ୍ଜୁ ସଞ୍ଜନାକୁ ଭଲ ପାଇ ବସୁଛି ଓ ସେମାନେ ଘର ଛାଡି ପଳାଉଛନ୍ତି। ପର୍ଶୁରାମ ସଞ୍ଜୁକୁ ମାରି ସଞ୍ଜନାକୁ ଉଦ୍ଧାର କରିବା ପାଇଁ ଗୁଣ୍ଡା ପଠାଉଛି। ସଞ୍ଜୁ ବଞ୍ଚି ଯାଉଛି ଏବଂ ଶେଷରେ ସଞ୍ଜନାକୁ ବିବାହ କରୁଛି।
ଅଭିନୟରେ
[ସମ୍ପାଦନା]- ବାବୁଶାନ୍[୩] ସଞ୍ଜୁ ଭୂମିକାରେ
- ପାରିଜାତ ସଞ୍ଜନା ଭୂମିକାରେ
- ମିହିର ଦାସ[୪] ପର୍ଶୁରାମ ପାଇକରାଏ ଭୂମିକାରେ
- ଉଷସୀ ମିଶ୍ର ଅଞ୍ଜନା ଭୂମିକାରେ
- ଚକ୍ରଧର ଜେନା
- ପପୁ ପମ ପମ
- ପୁଷ୍ପା ପଣ୍ଡା
- ସମରେଶ ରାଉତରାୟ
- ଜୀବନ ପଣ୍ଡା
ଗୀତ ଓ ସଙ୍ଗୀତ
[ସମ୍ପାଦନା]- ସଙ୍ଗୀତକାର: ପ୍ରଶାନ୍ତ ପାଢୀ
- ଗୀତିକାର:ବସନ୍ତରାଜ ସାମଲ, ଲୁଟୁ ମହାନ୍ତି
- ପ୍ରଚ୍ଛଦପଟ ଗାୟକ:ତପୁ ମିଶ୍ର, ବିଭୁ କିଶୋର, କୃଷ୍ଣ ବେଉରା, କୁମାର ବାପି
ଚଳଚ୍ଚିତ୍ରର ସଂଗୀତଗୁଡ଼ିକ ହେଉଛି:
ଗୀତ | କଣ୍ଠଶିଳ୍ପୀ | ଗୀତିକାର |
---|---|---|
ମୁଁ ପବନ ମୁଁ ସପନ ମୁଁ ଦେବିନି | କୃଷ୍ଣ ବେଉରା | ବସନ୍ତରାଜ ସାମଲ |
ପାହାଡ ଛାତିରେ ଲେଖା ଦୁଇଟି ନାଁ | କୁମାର ବାପି | ବସନ୍ତରାଜ ସାମଲ |
ଫୁଲ ଋତୁ ଫେରିନି କିଏସେ ମୋତେ କିମିଆ | ତପୁ ମିଶ୍ର, କୁମାର ବାପି | ବସନ୍ତରାଜ ସାମଲ |
ପ୍ରେମ ଯଦି ତୋର ନିଆଁ ହୁଏ ସେ | ତପୁ ମିଶ୍ର, ବିଭୁ କିଶୋର | ଲୁଟୁ ମହାନ୍ତି |
ପ୍ରେମରେ ପଥର ତରଳି ଯାଏ ମାଟିର କଣ୍ଢେଇ | କୃଷ୍ଣ ବେଉରା | ଅରୁଣ ମନ୍ତ୍ରୀ |
ସମ୍ମାନ
[ସମ୍ପାଦନା]- ୨ୟ ତରଙ୍ଗ ସିନେ ସମ୍ମାନ ୨୦୧୧ର ଶ୍ରେଷ୍ଠ ଚଳଚ୍ଚିତ୍ର ୨୦୧୦
- ୨ୟ ତରଙ୍ଗ ସିନେ ସମ୍ମାନ ୨୦୧୧ର ଶ୍ରେଷ୍ଠ କଳାକାର ୨୦୧୦
- ୨ୟ ତରଙ୍ଗ ସିନେ ସମ୍ମାନ ୨୦୧୧ର ଶ୍ରେଷ୍ଠ ଚିତ୍ରଗ୍ରହଣକାରୀ ୨୦୧୦
- ୨ୟ ତରଙ୍ଗ ସିନେ ସମ୍ମାନ ୨୦୧୧ର ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶକ ୨୦୧୦
ଆଧାର
[ସମ୍ପାଦନା]- ↑ ଇଣ୍ଟରନେଟ ମୁଭି ଡାଟାବେସରେ ସଞ୍ଜୁ ଆଉ ସଞ୍ଜନା
- ↑ "ରଜନୀଙ୍କ ଶତକୀୟ ପାଳି". ସମ୍ବାଦ. No. ରବିବାର. 24 September 2023. p. 8. Archived from the original on 28 September 2023. Retrieved 28 September 2023.
- ↑ "ଏହି ସିନେମାରେ ବାବୁସାନ କରିଥିଲେ ଗେଷ୍ଟ୍ ରୋଲ୍". sambad.in. 24 April 2018. Retrieved 6 June 2018.
- ↑ "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
- ↑ "ଆର୍କାଇଭ୍ କପି". Archived from the original on 2011-03-12. Retrieved 2011-08-24.
{{cite web}}
: Cite has empty unknown parameter:|1=
(help) - ↑ [୧][permanent dead link]୨ୟ ତରଙ୍ଗ ସିନେ ସମ୍ମାନ ଓଡି଼ଆ ସିନେମାର ଶ୍ରେଷ୍ଠତା ପ୍ରଦର୍ଶନ କରୁଛି
- ↑ ୨ୟ ତରଙ୍ଗ ସିନେ ସମ୍ମାନ ଓଡି଼ଆ ସିନେମାର ଶ୍ରେଷ୍ଠତା ପ୍ରଦର୍ଶନ କରୁଛି, ଓଡି଼ଶା ମନୋରଞ୍ଜନ ସମାଚାର
- ↑ [୨]CinemaSagar » ୨ୟ ତରଙ୍ଗ ସିନେ ସମ୍ମାନ ୨୦୧୧ ଅନୁଷ୍ଠିତ ହେଲା
- ↑ ତରଙ୍ଗ ସିନେ ସମ୍ମାନ ଓଡି଼ଆ ସିନେମାର ଶ୍ରେଷ୍ଠତା ପ୍ରଦର୍ଶନ କରୁଛି। | ଓଡି଼ଶା ସମାଚାର | ଓଡି଼ଶା୩୬୦
ବାହାର ଲିଙ୍କ୍
[ସମ୍ପାଦନା]- Official website
- ଇଣ୍ଟରନେଟ ମୁଭି ଡାଟାବେସରେ Sanju Aau Sanjana