ଶବ୍ଦ (ପଦ)
ଉଇକିପିଡ଼ିଆ ରୁ
ଏହି ଲେଖାଟି ବାକ୍ୟର ଅଙ୍ଗ ବାବଦରେ । ବାକିସବୁ ପାଇଁ, ଶବ୍ଦ ଦେଖନ୍ତୁ ।
ଏକ ବା ଅଧିକ ବର୍ଣ୍ଣର ସଂଯୋଗରେ କଣ୍ଠ ଓ ତାଳୁ ଆଦି ଦ୍ଵାରା ଉତ୍ପନ୍ନ ସ୍ଵତନ୍ତ୍ର ବ୍ୟକ୍ତ ଓ ସାର୍ଥକ ଧ୍ଵନି, ଯାହା ଶୁଣିବା ବ୍ୟକ୍ତିର ମନରେ ବିଶିଷ୍ଟ ପଦାର୍ଥ ବା ବ୍ୟକ୍ତି ଆଦିର ବୋଧ କରାଏ, ତାହାକୁ ଶବ୍ଦ ବୋଲାଯାଏ ।[୧] ଓଡ଼ିଆ ଭାଷାରେ ବ୍ୟବହୃତ ହେଉଥିବା ଶବ୍ଦାବଳୀ ପାଞ୍ଚ ଶ୍ରେଣୀରେ ବିଭକ୍ତ, ଯଥା: ତତ୍ସମ, ଅର୍ଦ୍ଧତତ୍ସମ, ତଦ୍ଭବ, ଦେଶଜ ଓ ବୈଦେଶିକ ।
ବିଷୟସୂଚୀ |
ତତ୍ସମ [ସମ୍ପାଦନା]
ଅର୍ଦ୍ଧତତ୍ସମ [ସମ୍ପାଦନା]
ତଦ୍ଭବ [ସମ୍ପାଦନା]
ଦେଶଜ [ସମ୍ପାଦନା]
ବୈଦେଶିକ [ସମ୍ପାଦନା]
ଅର୍ଥଗତ ପ୍ରତୀତି ଦୃଷ୍ଟିରୁ ଓଡ଼ିଆ ଶବ୍ଦଗୁଡ଼ିକୁ ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରାଯାଏ ଯଥା: ରୂଢ଼ ଶବ୍ଦ, ଯୌଗିକ ଶବ୍ଦ ଓ ଯୋଗରୂଢ଼ ଶବ୍ଦ ।
ରୂଢ଼ ଶବ୍ଦ [ସମ୍ପାଦନା]
ଯୌଗିକ ଶବ୍ଦ [ସମ୍ପାଦନା]
ଯୋଗରୂଢ଼ ଶବ୍ଦ [ସମ୍ପାଦନା]
ଆଧାର [ସମ୍ପାଦନା]
- ↑ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ, ପୃଷ୍ଠା: ୭୫୬୪