ଲେଟରମୋଭିର

ଉଇକିପିଡ଼ିଆ‌ରୁ
ଲେଟରମୋଭିର
Clinical data
Trade namesPrevymis
SynonymsAIC246; MK-8228
AHFS/Drugs.commonograph
MedlinePlusa618006
data
Pregnancy
category
  • AU: B3
  • US: N (Not classified yet)
Routes of
administration
By mouth, intravenous
Legal status
Legal status
  • AU: S4 (Prescription only)
  • US: ℞-only
  • EU: Rx-only
Pharmacokinetic data
Bioavailability37% (estimate)
Protein binding98.2%
Metabolismglucuronidation (UGT1A1/1A3) to a minor extent
Elimination half-life12 hours
Excretion93.3% via faeces, <2% via kidneys
Identifiers
  • {(4S)-8-Fluoro-2-[4-(3-methoxyphenyl)-1-piperazinyl]-3-[2-methoxy-5-(trifluoromethyl)phenyl]-3,4-dihydro-4-quinazolinyl}acetic acid
ECHA InfoCard100.232.644 Edit this at Wikidata
Chemical and physical data
FormulaC29H28F4N4O4
Molar mass୫୭୨.୫୬ g·mol−1
3D model (JSmol)
  • COC1=C(C=C(C=C1)C(F)(F)F)N2[C@H](C3=C(C(=CC=C3)F)N=C2N4CCN(CC4)C5=CC(=CC=C5)OC)CC(=O)O
  • InChI=1S/C29H28F4N4O4/c1-40-20-6-3-5-19(16-20)35-11-13-36(14-12-35)28-34-27-21(7-4-8-22(27)30)23(17-26(38)39)37(28)24-15-18(29(31,32)33)9-10-25(24)41-2/h3-10,15-16,23H,11-14,17H2,1-2H3,(H,38,39)/t23-/m0/s1
  • Key:FWYSMLBETOMXAG-QHCPKHFHSA-N

ଲେଟରମୋଭିର (ଇଂରାଜୀ ଭାଷାରେ Letermovir), Prevymis ଏହାର ବେପାର ନାମ, ହେଉଛି ଏକ ଭୂତାଣୁରୋଧୀ ଔଷଧ ଯାହା ଆଲୋଜେନିକ ଷ୍ଟେମ୍ ସେଲ୍ ପ୍ରତିରୋପଣ ପରେ ସାଇଟୋମେଗାଲୋଭୂତାଣୁର (CMV) ପୁନଃ ସକ୍ରିୟତାକୁ ରୋକିବା ପାଇଁ ବ୍ୟବହୃତ ହୁଏ ।[୧] ଯେଉଁମାନେ ସିଏମ‌ଭି (CMV) ପାଇଁ ସେରୋଯୁକ୍ତାତ୍ମକ ଥାଆନ୍ତି ସେମାନଙ୍କ ପାଇଁ ଏହା ବ୍ୟବହୃତ ହୁଏ ।[୧] ଏହାକୁ ପାଟିରେ ଦିଆଯାଏ କିମ୍ବା ଇଞ୍ଜେକସନ ଆକାରରେ ଶିରାରେ ଦିଆଯାଇପାରେ | [୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ତରଳ ଝାଡ଼ା ଏବଂ ବାନ୍ତି ହୋଇପାରେ ।[୩] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଫୁଲା, କାଶ, ମୁଣ୍ଡବିନ୍ଧା ଏବଂ ଥକାପଣ ଅନ୍ତର୍ଭୁକ୍ତ ହୋଇପାରେ ।[୨] ଏହା ଏକ ସାଇଟୋମେଗାଲୋଭୂତାଣୁ ଡିଏନଏ ଟର୍ମିନେଜର ଜଟିଳ ପ୍ରତିବନ୍ଧକ ।[୧]

୨୦୧୭ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୮ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଲେଟରମୋଭିର ଅନୁମୋଦିତ ହୋଇଥିଲା ।[୨] [୩] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ୪ ସପ୍ତାହର ବ୍ୟବ‌ହାର ପାଇଁ ପ୍ରାୟ ୭୫୦୦ ପାଉଣ୍ଡ ଖର୍ଚ୍ଚ ହୁଏ ।[୧] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୬୨୦୦ ଡଲାର ଅଟେ | [୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ BNF 81: March-September 2021. BMJ Group and the Pharmaceutical Press. 2021. p. 679. ISBN 978-0857114105.
  2. ୨.୦ ୨.୧ ୨.୨ "Letermovir Monograph for Professionals". Drugs.com (in ଇଂରାଜୀ). Archived from the original on 22 April 2021. Retrieved 21 November 2021.
  3. ୩.୦ ୩.୧ "Prevymis". Archived from the original on 12 July 2021. Retrieved 21 November 2021.
  4. "Prevymis Prices, Coupons & Savings Tips - GoodRx". GoodRx. Retrieved 21 November 2021.