ଲୁମାଟେପେରୋନ

ଉଇକିପିଡ଼ିଆ‌ରୁ
ଲୁମାଟେପେରୋନ
Clinical data
Pronunciation/lməˈtɛpərɑːn/
loo--TE--ron
Caplyta kəp-LY-tə
Trade namesCaplyta
SynonymsLumateperone tosylate, ITI-007; ITI-722
AHFS/Drugs.commonograph
MedlinePlusa620014
data
Routes of
administration
By mouth
Legal status
Legal status
Pharmacokinetic data
Bioavailability4.4%[୧]
Protein binding97.4%[୧]
MetabolismMultiple UGTs, CYP450s, and AKR enzymes[୧]
Excretion<1% excreted unchanged in urine[୧]
Identifiers
  • 1-(4-Fluorophenyl)-4-(3-methyl-2,3,6b,9,10,10a-hexahydro-1H-pyrido[3',4':4,5]pyrrolo[1,2,3-de]quinoxalin-8(7H)-yl)-1-butanone
Chemical and physical data
FormulaC24H28FN3O
Molar mass୩୯୩.୫୧ g·mol−1
3D model (JSmol)
  • [H][C@]12CCN(CCCC(=O)C3=CC=C(F)C=C3)C[C@@]1([H])C1=CC=CC3=C1N2CCN3C

ଲୁମାଟେପେରୋନ, ଏକ ବିକ୍ରୟ ନାମ କ୍ୟାପଲିଟା, ଏକ ଔଷଧ ଯାହା ସିଜୋଫ୍ରେନିଆ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଏହା ପାଟିରେ ଦିଆଯାଏ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ ଭାବ ଏବଂ ଶୁଖିଲା ପାଟି ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନ୍ୟୁରୋଲେପ୍ଟିକ ମାଲିଗନାଣ୍ଟ ସିଣ୍ଡ୍ରୋମ, ଟାର୍ଡିଭ ଡିସକାଇନେସିଆ, ମଧୁମେହ, ଓଜନ ବୃଦ୍ଧି, ସ୍ୱଳ୍ପ ଶ୍ୱେତ ରକ୍ତ କଣିକା, ବାତ ଓ ସମନ୍ୱୟ ଅଭାବ ହୋଇପାରେ । [୧] ଡିମେନ୍ସିଆ ରୋଗୀଙ୍କ କ୍ଷେତ୍ରରେ ଏହା ମୃତ୍ୟୁ ଆଶଙ୍କା ବଢ଼େଇଥାଏ ।[୧] ଏହା ଏକ ଆଟିପିକାଲ୍ ଆଣ୍ଟିସାଇକୋଟିକ ଶ୍ରେଣୀର ଔଷଧ ।[୧]

୨୦୧୯ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏହି ଲୁମାଟେପେରୋନ ଔଷଧ ଅନୁମୋଦିତ ହୋଇଥିଲା ।[୨] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ମାସକୁ ଏହି ଔଷଧ ବାବଦ ପ୍ରାୟ ୧୪୦୦ ଡଲାର ଖର୍ଚ୍ଚ ହୋଇଥାଏ ।[୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Caplyta- lumateperone capsule". DailyMed. Intra-Cellular Therapies, Inc. 27 December 2019. Archived from the original on 4 July 2020. Retrieved 3 July 2020.
  2. ୨.୦ ୨.୧ ୨.୨ "Lumateperone Monograph for Professionals". Drugs.com (in ଇଂରାଜୀ). Archived from the original on 19 January 2021. Retrieved 24 November 2021.
  3. "Lumateperone Prices, Coupons & Savings Tips - GoodRx". GoodRx. Retrieved 24 November 2021.