ରୋମିଡେପସିନ

ଉଇକିପିଡ଼ିଆ‌ରୁ
ରୋମିଡେପସିନ
Skeletal formula of romidepsin
Clinical data
Trade namesIstodax
SynonymsFK228; FR901228; Istodax
AHFS/Drugs.commonograph
MedlinePlusa610005
data
Pregnancy
category
  • US: D (Evidence of risk)
Routes of
administration
Intravenous infusion
Legal status
Legal status
Pharmacokinetic data
BioavailabilityNot applicable (IV only)
Protein binding92–94%
MetabolismLiver (mostly CYP3A4-mediated)
Elimination half-life3 hours
Identifiers
  • (1S,4S,7Z,10S,16E,21R)-7-Ethylidene-4,21-diisopropyl-2-oxa-12,13-dithia-5,8,20,23-tetrazabicyclo[8.7.6]tricos-16-ene-3,6,9,19,22-pentone
ECHA InfoCard100.211.884 Edit this at Wikidata
Chemical and physical data
FormulaC24H36N4O6S2
Molar mass୫୪୦.୬୯ g·mol−1
3D model (JSmol)
  • C/C=C\1/C(=O)N[C@H](C(=O)O[C@H]\2CC(=O)N[C@@H](C(=O)N[C@H](CSSCC/C=C2)C(=O)N1)C(C)C)C(C)C
  • InChI=1S/C24H36N4O6S2/c1-6-16-21(30)28-20(14(4)5)24(33)34-15-9-7-8-10-35-36-12-17(22(31)25-16)26-23(32)19(13(2)3)27-18(29)11-15/h6-7,9,13-15,17,19-20H,8,10-12H2,1-5H3,(H,25,31)(H,26,32)(H,27,29)(H,28,30)/b9-7+,16-6-/t15-,17-,19-,20+/m1/s1
  • Key:OHRURASPPZQGQM-GCCNXGTGSA-N
  (verify)

ରୋମିଡେପସିନ (ଇଂରାଜୀ ଭାଷାରେ Romidepsin), ଇଷ୍ଟୋଡାକ୍ସ ଏହାର ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହାକି କ୍ୟୁଟାନିଅସ ଟି-ଜୀବକୋଷ ଲିମ୍ଫୋମା (CTCL) ଏବଂ ପ୍ରାନ୍ତୀୟ ଟି-ଜୀବକୋଷ ଲିମ୍ଫୋମାର (PTCLs) ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଅନ୍ୟାନ୍ୟ ଚିକିତ୍ସା ବିଫଳ ହେବା ପରେ ଏହା ବ୍ୟବହୃତ ହୁଏ |।[୧] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱଳ୍ପ ଶ୍ୱେତ ରକ୍ତ କଣିକା, କମ୍ ପ୍ଲାଟେଲେଟ୍, ଅଇ, ଥକାପଣ ଏବଂ ସଂକ୍ରମଣ ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଟ୍ୟୁମର ଲାଇସିସ୍ ସିଣ୍ଡ୍ରୋମ ଏବଂ କ୍ୟୁଟି (QT) ବିସ୍ତାର ହୋଇପାରେ ।[୨] [୧] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୧] ଏହା ହିଷ୍ଟୋନ ଡିଆସେଟିଲେଜେସ ନାମକ ଏକ ଏନଜାଇମକୁ ଅବରୋଧ କରି ପ୍ରୋଗ୍ରାମ ହୋଇଥିବା କୋଷ ମୃତ୍ୟୁକୁ ଆଣିଥାଏ ।[୩]

୨୦୦୯ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ରୋମିଡେପସିନ ଅନୁମୋଦିତ ହୋଇଥିଲା ।[୨] ୨୦୧୨ରେ ୟୁରୋପରେ ଏହାକୁ ଅନୁମୋଦନ କରିବା ମନା କରାଯାଇଥିଲା ।[୪] ଏହା କ୍ରୋମୋବ୍ୟାକ୍ଟେରିଅମ ଭାୟଲାସେଅମ ଜୀବାଣୁରୁ ମିଳିଥାଏ ।[୨] ଯୁକ୍ତରାଷ୍ଟ୍ରରେ ଏହାର ୧୦ ମିଗ୍ରା ମାତ୍ରା ନିମନ୍ତେ ପ୍ରାୟ ୩,୩୫୦ ଡଲାର ଖର୍ଚ୍ଚ ହୋଇଥାଏ ।[୫] ୨୦୨୧ରେ ଯୁକ୍ତରାଷ୍ଟ୍ରରେ ଏହାର ଏକ ଜେନେରିକ୍ ସଂସ୍କରଣ ଅନୁମୋଦିତ ହୋଇଥିଲା ।[୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "DailyMed - ROMIDEPSIN injection, solution, concentrate". dailymed.nlm.nih.gov. Archived from the original on 18 October 2021. Retrieved 18 October 2021.
  2. ୨.୦ ୨.୧ ୨.୨ ୨.୩ "Romidepsin Monograph for Professionals". Drugs.com (in ଇଂରାଜୀ). Archived from the original on 7 March 2016. Retrieved 18 October 2021.
  3. "Romidepsin". National Cancer Institute. Archived from the original on 2009-05-09. Retrieved 2009-09-11.
  4. "Istodax". Archived from the original on 3 December 2020. Retrieved 18 October 2021.
  5. "Istodax Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 22 January 2021. Retrieved 18 October 2021.
  6. Research, Center for Drug Evaluation and (10 February 2022). "2021 First Generic Drug Approvals". FDA (in ଇଂରାଜୀ). Archived from the original on 21 June 2022. Retrieved 22 October 2022.