ରେମିଫେଣ୍ଟାନିଲ

ଉଇକିପିଡ଼ିଆ‌ରୁ
ରେମିଫେଣ୍ଟାନିଲ
Clinical data
Trade namesUltiva, others
Synonymsmethyl 1-(2-methoxycarbonylethyl)-4-(phenyl-propanoyl-amino)-piperidine-4-carboxylate
AHFS/Drugs.commonograph
Pregnancy
category
  • AU: C
  • US: N (Not classified yet)
Routes of
administration
Intravenous
Legal status
Legal status
Pharmacokinetic data
BioavailabilityNot applicable (intravenous administration)
Protein binding70% (bound to plasma proteins)
Metabolismcleaved by non-specific plasma and tissue esterases
Onset of actionWithin 90 sec[୧]
Elimination half-life1-20 minutes
Duration of actionUp to 15 minutes[୧]
Identifiers
  • methyl 1-(3-methoxy-3-oxopropyl)-4-(N-phenylpropanamido)piperidine-4-carboxylate
ECHA InfoCard100.211.201 Edit this at Wikidata
Chemical and physical data
FormulaC20H28N2O5
Molar mass୩୭୬.୪୫ g·mol−1
3D model (JSmol)
Melting point5 °C (41 °F)
  • O=C(OC)C2(N(c1ccccc1)C(=O)CC)CCN(CCC(=O)OC)CC2
  • InChI=1S/C20H28N2O5/c1-4-17(23)22(16-8-6-5-7-9-16)20(19(25)27-3)11-14-21(15-12-20)13-10-18(24)26-2/h5-9H,4,10-15H2,1-3H3 checkY
  • Key:ZTVQQQVZCWLTDF-UHFFFAOYSA-N checkY
  (verify)

ରେମିଫେଣ୍ଟାନିଲ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଅଲ୍ଟିଭା, ହେଉଛି ଏକ ଅଫିମ ସମ୍ପର୍କୀୟ (ଓପିଓଏଡ) ଔଷଧ ଯାହା ନିଶ୍ଚେତକ ଦେବା ସମୟରେ ଯନ୍ତ୍ରଣା ନିବାରଣ ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୧]ଔଷଧର ପ୍ରଭାବ ୯୦ ସେକେଣ୍ଡ ମଧ୍ୟରେ ଆରମ୍ଭ ହୋଇ ୧୫ ମିନିଟ୍ ପର୍ଯ୍ୟନ୍ତ ରହିଥାଏ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶ୍ୱାସକ୍ରିୟା ହ୍ରାସ, ମନ୍ଥର ହୃତ୍‌ସ୍ପନ୍ଦନ, ନିମ୍ନ ରକ୍ତଚାପ, କଠିନ ମାଂସପେଶୀ, ବାନ୍ତି, ଏବଂ ଗଲୁ ହୋଇପାରେ ।[୧] ବ୍ୟବହାର ପରେ ୨୪ ଘଣ୍ଟା ପାଇଁ ପର୍ଯ୍ୟନ୍ତ ସ୍ତନ୍ୟପାନ କରାଇବା ସୁପାରିଶ କରାଯାଏ ନାହିଁ ।[୨] ଏହା ଏମ ଓପିଅଏଡ଼ ରିସେପ୍ଟରକୁ ସକ୍ରିୟ କରି କାର୍ଯ୍ୟକ୍ଷମ ହୁଏ ।[୧]

୧୯୯୬ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ରେମିଫେଣ୍ଟାନିଲକୁ ଅନୁମୋଦନ କରାଯାଇଥିଲା ।[୧] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୨] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହାର ୧ ମିଗ୍ରାର ମୂଲ୍ୟ ପ୍ରାୟ ୫ ପାଉଣ୍ଡ ଅଟେ ।[୧] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୫୫ ଡଲାର ଅଟେ ।[୩] ଯୁକ୍ତରାଷ୍ଟ୍ରରେ ଏହାକୁ ଏକ ଅନୁସୂଚୀତ ୨ ନିୟନ୍ତ୍ରିତ ପଦାର୍ଥ ଭାବରେ ବର୍ଗୀକୃତ କରାଯାଇଛି ।[୧]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ "Remifentanil Monograph for Professionals". Drugs.com (in ଇଂରାଜୀ). Archived from the original on 5 March 2021. Retrieved 16 October 2021.
  2. ୨.୦ ୨.୧ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 1415. ISBN 978-0-85711-369-6.{{cite book}}: CS1 maint: date format (link)
  3. "Remifentanil Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 20 April 2021. Retrieved 16 October 2021.