ରେନାଲ୍ କର୍ଟିକାଲ୍ ନେକ୍ରୋସିସ

ଉଇକିପିଡ଼ିଆ‌ରୁ
Kidney cortical necrosis, diffuse bilateral renal cortical necrosis (BRCN), diffuse cortical necrosis, acute cortical necrosis, acute kidney failure with acute cortical necrosis
Video explanation
ବିଭାଗNephrology
ଲକ୍ଷଣDecreased urine volume, flank pain, dark brown urine[୧]
କାରଣSepsis, hemolytic-uremic syndrome, dehydration, preeclampsia, rejection of a transplanted kidney, certain toxin[୧]
ରୋଗ ନିର୍ଣ୍ଣୟ ପଦ୍ଧତିMedical imaging, kidney biopsy[୧]
ସଠିକ ରୋଗ ନିର୍ଣ୍ଣୟOther causes of acute kidney injury[୧]
ଚିକିତ୍ସାSupportive care, underlying cause[୧]
Prognosis>20% one year risk of death[୨]
ପୁନଃପୌନିକRare[୨]

ରେନାଲ୍ କର୍ଟିକାଲ୍ ନେକ୍ରୋସିସ ( RCN ) ରୋଗରେ ବୃକ୍‌କର ବାହ୍ୟ ଅଂଶର ମୃତ୍ୟୁ ହୁଏ | [୩] ଏହାର ଲକ୍ଷଣ ମଧ୍ୟରେ ପରିସ୍ରା ପରିମାଣ ହ୍ରାସ, ଅଣ୍ଟାର ଦୁଇ ପାଖରେ ଯନ୍ତ୍ରଣ୍ ଏବଂ ବାଦାମୀ ରଙ୍ଗର ପରିସ୍ରା ହୋଇପାରେ |[୧] ରୋଗ ଜଟିଳ ହେଲେ ତୀବ୍ର କିଡନୀ ଆଘାତ ହୋଇପାରେ | [୧]

ଏହାର କାରଣ ମଧ୍ୟରେ ସେପସିସ୍, ହେମୋଲାଇଟିକ୍-ୟୁରେମିକ୍ ସିଣ୍ଡ୍ରୋମ, ନିର୍ଜଳନ, ପ୍ରିଏକ୍ଲାମ୍ପସିଆ, ପ୍ରତ୍ୟାରୋପଣ ପ୍ରତ୍ୟାଖ୍ୟାନ ଏବଂ କିଛି ବିଷାକ୍ତ ପଦାର୍ଥ ଅନ୍ତର୍ଭୁକ୍ତ ହୋଇପାରେ | [୩] ବୃକ୍‌କ ସରବରାହ କରୁଥିବା ସରୁ ଧମନୀରେ ଆଘାତ ଯୋଗୁ ନିମ୍ନ ରକ୍ତଚାପ ହୁଏ ଓ ସେଥିପାଇଁ ଏହି ରୋଗ ହୁଏ । [୧] [୪] ଇମେଜିଙ୍ଗ ବା ବୃକ୍‌କ ବାୟୋପ୍ସି କରି ରୋଗ ନିର୍ଣ୍ଣୟ କରାଯାଇପାରେ। [୧]

ମୂଳ କାରଣ ଅନୁସାରେ ଚିକିତ୍ସା କରାଯାଏ ଓ ସ‌ହାୟକ ଯତ୍ନ ନିଆଯାଏ ।[୩] ଏଥିରେ ଶିରାଭ୍ୟନ୍ତର ତରଳ ପଦାର୍ଥ, ଆଣ୍ଟିବାୟୋଟିକ କିମ୍ବା ଡାଏଲିସିସ ଆବଶ୍ୟକ ହୋଇପାରେ | [୧] ଦୀର୍ଘକାଳୀନ ଡାଏଲିସିସ୍ କିମ୍ବା କିଡନୀ ପ୍ରତିରୋପଣ ଆବଶ୍ୟକ ହୋଇପାରେ | [୧] ଏକ ବର୍ଷ ମଫହ୍ୟରେ ମୃତ୍ୟ ବିପଦ ୨୦%ରୁ ଅଧିକ ଥାଏ | [୪] ରେନାଲ୍ କର୍ଟିକାଲ୍ ନେକ୍ରୋସିସ୍ ଏକ ବିରଳ ରୋଗ ଅଟେ | [୨] ପ୍ରାୟ ୧୦% ମାମଲା ପିଲାମାନଙ୍କଠାରେ ହୋଇଥାଏ। [୨]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ "Cortical Necrosis of the Kidneys - Kidney and Urinary Tract Disorders". Merck Manuals Consumer Version. Archived from the original on 28 February 2021. Retrieved 27 January 2021.
  2. ୨.୦ ୨.୧ ୨.୨ ୨.୩ "Renal Cortical Necrosis - Genitourinary Disorders". Merck Manuals Professional Edition. Archived from the original on 11 November 2017. Retrieved 28 January 2021.
  3. ୩.୦ ୩.୧ ୩.୨ "Cortical Necrosis of the Kidneys - Kidney and Urinary Tract Disorders". Merck Manuals Consumer Version. Archived from the original on 28 February 2021. Retrieved 27 January 2021.
  4. ୪.୦ ୪.୧ "Renal Cortical Necrosis - Genitourinary Disorders". Merck Manuals Professional Edition. Archived from the original on 11 November 2017. Retrieved 28 January 2021.