ରିସଡିପ୍ଲାମ

ଉଇକିପିଡ଼ିଆ‌ରୁ
ରିସଡିପ୍ଲାମ
Clinical data
Trade namesEvrysdi
SynonymsRG7916; RO7034067
AHFS/Drugs.commonograph
data
Routes of
administration
By mouth
Legal status
Legal status
Identifiers
  • 7-(4,7-diazaspiro[2.5]octan-7-yl)-2-(2,8-dimethylimidazo[1,2-b]pyridazin-6-yl)pyrido[1,2-a]pyrimidin-4-one
ECHA InfoCard100.278.103 Edit this at Wikidata
Chemical and physical data
FormulaC22H23N7O
Molar mass୪୦୧.୪୭ g·mol−1
3D model (JSmol)
  • CC1=CC(=NN2C1=NC(=C2)C)C3=CC(=O)N4C=C(C=CC4=N3)N5CCNC6(C5)CC6
  • InChI=1S/C22H23N7O/c1-14-9-18(26-29-11-15(2)24-21(14)29)17-10-20(30)28-12-16(3-4-19(28)25-17)27-8-7-23-22(13-27)5-6-22/h3-4,9-12,23H,5-8,13H2,1-2H3
  • Key:ASKZRYGFUPSJPN-UHFFFAOYSA-N

ରିସଡିପ୍ଲାମ, ବିକ୍ରୟ ନାମ ଏଭ୍ରିସଡି, ହେଉଛି ମେରୁଦଣ୍ଡର ମାଂସପେଶୀ ଆଟ୍ରୋଫି (SMA) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[୧] ଏହାର ଟାଇପ୍ ୧, ଟାଇପ୍ ୨ ଏବଂ ଟାଇପ୍ ୩, ଏହି ତିନି ପ୍ରକାର ରୋଗ ଅଛି ।[୩] ଯେଉଁମାନଙ୍କର ଅତିକମରେ ଦୁଇମାସ ରୋଗ ଅଛି, ସେମାନଙ୍କଠାରେ ଏହା ବ୍ୟବହୃତ ହୁଏ ।[୧] ଏହା ପାଟିରେ ଦିଆଯାଏ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଜ୍ୱର, ତରଳ ଝାଡ଼ା, ରାସ, ନିମୋନିଆ ଏବଂ ବାନ୍ତି ହୋଇପାରେ ।[୧] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୪] ଏହା ମୋଟର ନ୍ୟୁରନ୍ ୨-ନିର୍ଦ୍ଦେଶିତ ଆରଏନଏ ସ୍ପ୍ଲାଇସିଙ୍ଗ ମୋଡିଫାୟର୍ ।[୧]

୨୦୨୦ ମସିହାରେ ଆମେରିକାରେ ଏବଂ ୨୦୨୧ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ରିସଡିପ୍ଲାମକୁ ଅନୁମୋଦନ କରାଯାଇଥିଲା ।[୫] [୩] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୬୦ ମିଗ୍ରାର ମୂଲ୍ୟ ପ୍ରାୟ ୧୧,୭୦୦ ଡଲାର ଅଟେ ।[୬] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ୭୯୦୦ ପାଉଣ୍ଡ ଅଟେ ।[୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ Food and Drugs Administration (FDA) (18 August 2020). "Evrysdi- risdiplam powder, for solution". DailyMed. Bethesda, Maryland, United States: MedLine by the National Library of Medicine (NLM) of the United States National Institutes of Health (NIH). Archived from the original on 29 August 2021. Retrieved 24 September 2020.
  2. O'Keefe, Lindsey (7 August 2020). "FDA Approves Oral Treatment for Spinal Muscular Atrophy" (Press release). Silver Spring, Maryland, United States of America: United States Food and Drug Administration (FDA). FDA Newsroom Department. Archived from the original on 11 August 2020. Retrieved 7 August 2020.  This article incorporates text from this source, which is in the public domain.
  3. ୩.୦ ୩.୧ "Evrysdi". Archived from the original on 6 October 2021. Retrieved 18 October 2021.
  4. "Risdiplam (Evrysdi) Use During Pregnancy". Drugs.com (in ଇଂରାଜୀ). Archived from the original on 30 October 2020. Retrieved 18 October 2021.
  5. "Risdiplam Monograph for Professionals". Drugs.com (in ଇଂରାଜୀ). Archived from the original on 20 October 2021. Retrieved 18 October 2021.
  6. "Evrysdi Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 18 October 2021.
  7. "Risdiplam". SPS - Specialist Pharmacy Service. 6 February 2019. Archived from the original on 18 October 2021. Retrieved 18 October 2021.