ରାଭୁଲିଜୁମାବ

ଉଇକିପିଡ଼ିଆ‌ରୁ
ରାଭୁଲିଜୁମାବ
Monoclonal antibody
TypeWhole antibody
SourceHumanized (from mouse)
TargetComplement component 5
Clinical data
Pronunciationrav" ue liz' ue mab
Trade namesUltomiris
SynonymsALXN1210, ravulizumab-cwvz
AHFS/Drugs.commonograph
MedlinePlusa619014
data
Pregnancy
category
Routes of
administration
Intravenous
Legal status
Legal status
Pharmacokinetic data
Metabolismvarious proteases
Chemical and physical data
FormulaC6430H9888N1696O2028S48
Molar mass୧,୪୪,୯୩୮.୫୬ g·mol−1

,

ରାଭୁଲିଜୁମାବ (ଇଂରାଜୀ ଭାଷାରେ Ravulizumab, ଏକ ବେପାର ନାମ ଅଲ୍ଟୋମିରିସ, ହେଉଛି ଏକ ଔଷଧ ଯାହା ପାରୋକ୍ସିସମାଲ୍ ନୋକଟରନାଲ ହେମୋଗ୍ଲୋବିନୁରିଆ (PNH) ଏବଂ ଆଟିପିକାଲ୍ ହେମୋଲାଇଟିକ୍ ୟୁରେମିକ ସିଣ୍ଡ୍ରୋମର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୪] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୫]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉର୍ଦ୍ଧ୍ୱ ଶ୍ୱାସନଳୀ ସଂକ୍ରମଣ, ତରଳ ଝାଡ଼ା, ଜ୍ୱର, ଅଇ, ଏବଂ ମୁଣ୍ଡବିନ୍ଧା ହୋଇପାରେ ।[୧] [୪] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ମେନିଙ୍ଗୋକୋକାଲ୍ ସଂକ୍ରମଣ ହୋଇପାରେ ।[୧] ଗର୍ଭାବସ୍ଥାରେ କୌଣସି ସ୍ପଷ୍ଟ କ୍ଷତି ହୋଇନଥିବାବେଳେ ଏହିପରି ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ ।[୬] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ସଂପୃକ୍ତ ଉପାଦାନ ୫ (complement component 5/ C5)ର କାର୍ଯ୍ୟକଳାପ ସ‌ହିତ ସଂଯୁକ୍ତ ହେ ଅବରୋଧ କରେ ।[୧]

୨୦୧୮ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୯ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ରାଭୁଲିଜୁମାବ ଅନୁମୋଦିତ ହୋଇଥିଲା ।[୫] [୧] ଯୁକ୍ତରାଷ୍ଟ୍ରରେ ୨୦୧୯ ସୁଦ୍ଧା ବର୍ଷକୁ ଏହାର ମୂଲ୍ୟ ପ୍ରାୟ ୪୬୦,୦୦୦ ଡଲାର ଅଟେ ।[୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Ultomiris EPAR". European Medicines Agency (EMA). 24 April 2019. Archived from the original on 8 May 2020. Retrieved 1 May 2020. Text was copied from this source which is © European Medicines Agency. Reproduction is authorized provided the source is acknowledged.
  2. "Ultomiris 300 mg concentrate for solution for infusion - Summary of Product Characteristics (SmPC)". (emc). Archived from the original on 18 October 2020. Retrieved 12 October 2020.
  3. "Ultomiris- ravulizumab solution, concentrate". DailyMed. 20 March 2020. Archived from the original on 23 September 2020. Retrieved 1 May 2020.
  4. ୪.୦ ୪.୧ "DailyMed - ULTOMIRIS- ravulizumab solution, concentrate". dailymed.nlm.nih.gov. Archived from the original on 23 September 2020. Retrieved 16 October 2021.
  5. ୫.୦ ୫.୧ "Ravulizumab-cwvz Monograph for Professionals". Drugs.com (in ଇଂରାଜୀ). Retrieved 16 October 2021.
  6. "Ravulizumab (Ultomiris) Use During Pregnancy". Drugs.com (in ଇଂରାଜୀ). Archived from the original on 29 October 2020. Retrieved 16 October 2021.
  7. Stern, RM; Connell, NT (2019). "Ravulizumab: a novel C5 inhibitor for the treatment of paroxysmal nocturnal hemoglobinuria". Therapeutic advances in hematology. 10: 2040620719874728. doi:10.1177/2040620719874728. PMID 31534662.