ରସାୟନ ହେଉଛି ପଦାର୍ଥର ଗଠନ, ସଞ୍ଜୁକ୍ତି, ଧର୍ମ ଏବଂ ରାସାୟନିକପ୍ରକ୍ରିୟା ସମୟରେ ପଦାର୍ଥର ପରିବର୍ତନର ସଙ୍କ୍ରାନ୍ତ
ବିଜ୍ଞାନ।
ରସାୟନ ବିଜ୍ଞାନ ହେଉଛି ଭୌତିକ ବିଜ୍ଞାନର ଏକ ଶାଖା । ଏଠାରେ ପଦାର୍ଥର ସଙ୍ଘଟନ, ସଂରଚନା, ଗୁଣ, ଆଉ ରାସାୟନିକ ପ୍ରତିକ୍ରିୟା ସମୟରେ ହେଉଥିବା ପରିବର୍ତ୍ତନର ଅଧ୍ୟୟନ କରାଯାଏ।