ରଓଶନ ଆରା

ଉଇକିପିଡ଼ିଆ‌ରୁ
ରଓଶନ ଆରା‌
রওশন আরা
ଜନ୍ମ(1940-08-03)୩ ଅଗଷ୍ଟ ୧୯୪୦
ପାବନା, ବ୍ରିଟିଶ ଭାରତ (ଏବେକାର ପାବନା, ବଙ୍ଗଳାଦେଶ)
ମୃତ୍ୟୁ୨୪ ଜୁନ ୨୦୧୦(2010-06-24) (ବୟସ ୬୯)
ଢାକା, ବଙ୍ଗଳାଦେଶ
ମୀରପୁର ୧୧ ଶ୍ମଶାନ, ଢାକା
ଜାତୀୟତାବଙ୍ଗଳାଦେଶୀ
ଅନ୍ୟ ନାମଡେଜି
ବୃତ୍ତି(ସମୂହ)ଡାକ୍ତର, ଅଭିନେତ୍ରୀ
ସକ୍ରିୟ ବର୍ଷ୧୯୫୯-୧୯୮୫
ବୈବାହିକ-ସାଥୀଡ. ଜହୁରୁଲ କମାଲ

ରଓଶନ ଆରା (୩ ଅଗଷ୍ଟ ୧୯୪୦ – ୨୪ ଜୁନ ୨୦୧୦), ଜଣେ ବଙ୍ଗଳାଦେଶୀ ଚଳଚ୍ଚିତ୍ର ଅଭିନେତ୍ରୀ ଥିଲେ । ଚଳଚ୍ଚିତ୍ରରେ ଯୋଗଦେବା ପୂର୍ବରୁ ସେ ବୃତ୍ତିଗତ ଭାବରେ ଡାକ୍ତର ଥିଲେ । କବି ବନ୍ଦେ ଅଲ୍ଲୀ ମିଆ ତାଙ୍କ ସମ୍ପର୍କୀୟ ଏବଂ ତାଙ୍କ ଭାଉଜ ସୁଚିତ୍ରା ସେନ ଜଣେ ଜଣାଶୁଣା କଥାଚିତ୍ର ଅଭିନେତ୍ରୀ, ଯିଏକି ତାଙ୍କର ତାଙ୍କର ପିଲାଦିନର ବନ୍ଧୁ ମଧ୍ୟ ଥିଲେ ଓ ସ୍କୁଲ ଜୀବନର ସହପାଠୀ ମଧ୍ୟ ଥିଲେ । ୧୯୫୯ ମସିହାରେ ସେ ଅଭିନୟ କରିବା ଆରମ୍ଭ କରିଥଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ମାଟିର ପାହାଡ଼ ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ରଓଶନ ଆରା ୧୯୪୦ ମସିହାର ଅଗଷ୍ଟ ୩ ତାରିଖରେ ପାବନାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଡାକନାମ ଥିଲା 'ଡେଜି' ।[୧]

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ ଚଳଚ୍ଚିତ୍ର ନିର୍ଦ୍ଦେଶକ ସହ-ଅଭିନେତା ଭୂମିକା ଭାଷା ପ୍ରକାଶିତ ତାରିଖ ଧ୍ୟାନ ଦିଅନ୍ତୁ
୧୯୫୯ ମାଟିର ପାହାଡ଼ ମହିଉଦ୍ଦିନ ସୁଲତାନା ଜମାନ, ଇକବାଲ ବଙ୍ଗାଳୀ ୨୮ ଅଗଷ୍ଟ ୧୯୫୯
୧୯୬୧ ଜେ ନୋଡି ମରୁପଥେ ସାଲାଉଦ୍ଦିନ ଖାନ ଆତୁର ରହମାନ, ସଞ୍ଜୀବ ଦତ୍ତ ବଙ୍ଗାଳୀ ୨୮ ଅପ୍ରେଲ ୧୯୬୧
୧୯୬୨ ସୁରଜୋସ୍ଲାନ୍ ସାଲାଉଦ୍ଦିନ ମୋଫିଜ୍, ଅନୱାର ହୁସେନ୍ ରୀତା ବଙ୍ଗାଳୀ ୫ ଜାନୁଆରୀ ୧୯୬୨ [୨]
ନାଥନ୍ ସୁର୍ ଏହତେଶମ୍ ରହମାନ ବଙ୍ଗାଳୀ ୨୩ ନଭେମ୍ବର ୧୯୬୨
୧୯୬୪ ଶାଦି କାଇସର ପାଶା ଉର୍ଦ୍ଦୁ ୧୪ ଫେବୃଆରୀ ୧୯୬୪
ୟେତି ଏକ କାହାନି ଏସ୍ ଏମ୍ ଶାଫି ଉର୍ଦ୍ଦୁ ୨୬ ଜୁନ୍ ୧୯୬୪
- ସୋହାନା ସଫର କମାଲ ଆଶ୍ରାଫ୍ ଉର୍ଦ୍ଦୁ ମୁକ୍ତିଲାଭ କରିନାହିଁ
୧୯୬୫ ନଦୀ ଓ ନାରୀ ସାଦିକ୍ ଖାନ୍ ମାସୁଦ ଅଲି ଖାନ୍ ବଙ୍ଗାଳୀ ୩୦ ଜୁଲାଇ ୧୯୬୫
୧୯୭୬ ମେଘର୍ ଅନେକ୍ ରଙ୍ଗ ହାରୁନ୍ ଅର୍ ରାସିଦ୍ ମହିନ୍, ଓମାର ଏଲାହି ବଙ୍ଗାଳୀ ୨୨ ନଭେମ୍ବର ୧୯୭୬

ଆଧାର[ସମ୍ପାଦନା]

  1. কিং ব দ ন্তি : চিকিত্সক নায়িকা রওশন আরা. Amar Desh (in Bengali). 28 March 2010. Retrieved 23 January 2018.
  2. বাংলার জনপ্রিয় নায়িকারা কে কোথায়?. eibela.com. 26 March 2015. Retrieved 23 January 2015.

ବାହାର ଆଧାର[ସମ୍ପାଦନା]