ଯନ୍ତ୍ର
ଉଇକିପିଡ଼ିଆ ରୁ
ମଣିଷର କାମକୁ ସହଜ କରୁଥିବା ବା ମଣିଷ କରି ପାରୁନଥିବା କାମକୁ କରୁଥିବା ବସ୍ତୁକୁ ଯନ୍ତ୍ର କୁହାଯାଏ। ଯନ୍ତ୍ର ସାଧାରଣତଃ ସ୍ଥିର କିମ୍ବା ଗତିଶୀଳ । ଗୋଟିଏ ସରଳ ଯନ୍ତ୍ର ସାଧାରଣତଃ କୌଣସି ବଳର ଦିଗ କିମ୍ବା ପରିମାଣକୁ ପରିବର୍ତ୍ତନ କରି କାମ କରିଥାଏ। ଗାଡ଼ି, କମ୍ପ୍ୟୁଟର୍, ଟେଲିଭିଜନ୍, ରେଡିଓ ପରି ଜଟିଳ ଯନ୍ତ୍ରମାନେ ଅନେକ ସରଳ ଯନ୍ତ୍ରର ସମାହାର ।
Flint hand axe found in Winchester
ଆଗକୁ ପଢ଼ନ୍ତୁ [ସମ୍ପାଦନା]
- Oberg, Erik; Franklin D. Jones, Holbrook L. Horton, and Henry H. Ryffel (2000). ed. Christopher J. McCauley, Riccardo Heald, and Muhammed Iqbal Hussain. ed. Machinery's Handbook (26th edition ed.). New York: Industrial Press Inc.. ISBN 0-8311-2635-3.
- Reuleaux, Franz; (trans. and annotated by A. B. W. Kennedy) (1876). The Kinematics of Machinery. New York: reprinted by Dover (୧୯୬୩).
- Uicker, J. J.; G. R. Pennock and J. E. Schigley (୨୦୦୩). Theory of Machines and Mechanisms. New York: Oxford University Press.