ମେଥାଜୋଲାମାଇଡ

ଉଇକିପିଡ଼ିଆ‌ରୁ
Methazolamide
Ball-and-stick model of the methazolamide molecule
Clinical data
Other names N-(3-Methyl-5-sulfamoyl-3H-1,3,4-thiadiazol-2-ylidene) ethanamide
AHFS/Drugs.com Monograph
MedlinePlus a601233
Routes of

administration
By mouth
Drug class Carbonic anhydrase inhibitor[୧]
Legal status
Legal status
  • <abbr class="country-name" title="<nowiki>United States</nowiki>">US: ℞-only
Pharmacokinetic data
Protein binding ~55%
Onset of action Within 4 hrs
Elimination <span class="nowrap">half-life</span> ~14 hours
Duration of action Up to 18 hrs
Identifiers
IUPAC name
  • N-[5-(aminosulfonyl)-3-methyl-1,3,4-thiadiazol-2(3H)-ylidene]acetamide
Chemical and physical data
Formula C5H8N4O3S2
Molar mass 236.26 g·mol−1
3D model (JSmol)
SMILES
  • O=S(=O)(C\1=N\N(C(=N/C(=O)C)/S/1)C)N
InChI
  • InChI=1S/C5H8N4O3S2/c1-3(10)7-4-9(2)8-5(13-4)14(6,11)12/h1-2H3,(H2,6,11,12)/b7-4- checkY
  • Key:FLOSMHQXBMRNHR-DAXSKMNVSA-N checkY
 ☒NcheckY (what is this?)  (verify)

ମେଥାଜୋଲାମାଇଡ (ଇଂରାଜୀ ଭାଷାରେ Methazolamide), ନେପଟାଜାନେ ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଗ୍ଲୁକୋମା ସହିତ ବର୍ଦ୍ଧିତ ଇଣ୍ଟ୍ରୋକୋକୁଲାର ଚାପର (IOP) ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୧] ଏହା ପାଟିରେ ଦିଆଯାଏ ।[୧] ଏହାର ପ୍ରଭାବ ୪ ଘଣ୍ଟା ମଧ୍ୟରେ ଆରମ୍ଭ ହୋଇ ୧୮ ଘଣ୍ଟା ପର୍ଯ୍ୟନ୍ତ ଚାଲିଥାଏ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କାଲୁଆ, ଶ୍ରବଣ ସମସ୍ୟା, ଥକାପଣ, ଅଇ, ତରଳ ଝାଡ଼ା ଏବଂ ନିଦ୍ରାଳୁ ଭାବ ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଷ୍ଟିଭେନ୍ସ-ଜନସନ ସିଣ୍ଡ୍ରୋମ ହୋଇପାରେ ।[୧] ଏହା ଏକ କାର୍ବୋନିକ୍ ଆନହାଇଡ୍ରେଜ୍ ଇନହିବିଟର ଯାହା ଆକ୍ୱିଅସ ହ୍ୟୁମର ଉତ୍ପାଦନ ହ୍ରାସ କରେ ।[୧]

୧୯୫୦ ଦଶକରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ମେଟାଜୋଲାମାଇଡ ଅନୁମୋଦିତ ହୋଇଥିଲା ।[୧] [୨] ଯୁକ୍ତରାଷ୍ଟ୍ରରେ ୬୦ ମିଗ୍ରା ବିଶିଷ୍ଟ ୬୦ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୧୨୫ ଡଲାର ଥିଲା । [୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Methazolamide Monograph for Professionals". Drugs.com. Archived from the original on 7 May 2021. Retrieved 17 November 2021.
  2. Supuran, Claudiu T.; Nocentini, Alessio (17 July 2019). Carbonic Anhydrases: Biochemistry and Pharmacology of an Evergreen Pharmaceutical Target (in ଇଂରାଜୀ). Academic Press. p. 271. ISBN 978-0-12-816745-8. Archived from the original on 17 November 2021. Retrieved 17 November 2021.
  3. "Methazolamide Prices, Coupons & Savings Tips - GoodRx". GoodRx. Archived from the original on 5 November 2016. Retrieved 17 November 2021.