ମେକାସର୍ମିନ

ଉଇକିପିଡ଼ିଆ‌ରୁ
ମେକାସର୍ମିନ
Clinical data
Trade namesIncrelex
SynonymsFK-780; recombinant human insulin-like growth factor-1; rhIGF-1; somatomedin-1
AHFS/Drugs.commonograph
data
Pregnancy
category
  • AU: B3
  • US: C (Risk not ruled out)
Routes of
administration
Subcutaneous injection
Legal status
Legal status
Pharmacokinetic data
Elimination half-life5.8 hours[୧]
Chemical and physical data
FormulaC331H512N94O101S7
Molar mass୭,୬୪୮.୭୧ g·mol−1
  (verify)

ମେକାସର୍ମିନ (ଇଂରାଜୀ ଭାଷାରେ Mecasermin), ଇନକ୍ରିଲେକ୍ସ ବେପାର ନାମ, ହେଉଛି ପ୍ରାଥମିକ ଇନସୁଲିନ୍-ଭଳି ଅଭିବୃଦ୍ଧି ଫ୍ୟାକ୍ଟର୍- ୧ ଅଭାବ କିମ୍ବା ଅଭିବୃଦ୍ଧି ହରମୋନ ପାଇଁ ଜିନ ଅଭାବ ହେତୁ ପିଲାମାନଙ୍କ ଅଭିବୃଦ୍ଧି ଅଭାବର ଚିକିତ୍ସା ପାଇଁ ବ୍ୟବହୃତ ଔଷଧ ।[୨] ଆମାୟୋଟ୍ରୋଫିକ୍ ଲାଟେରାଲ ସ୍କ୍ଲେରୋସିସ୍ ପାଇଁ ମଧ୍ୟ ଏହା ଉପରେ ଦୃଷ୍ଟି ଦିଆଯାଉଛି ।[୨] ଚର୍ମ ତଳେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ ।[୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ନିମ୍ନ ରକ୍ତ ଶର୍କରା, ବାନ୍ତି, ଇଞ୍ଜେକସନ ନେବା ସ୍ଥାନରେ ଗୋଟାଳି ଏବଂ ମଧ୍ୟକର୍ଣ୍ଣ ପ୍ରଦାହ ହୋଇପାରେ ।[୩] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ବର୍ଦ୍ଧିତ ଟନସିଲ୍, ଇଣ୍ଟ୍ରାକ୍ରାନିଆଲ୍ ଉଚ୍ଚ ରକ୍ତଚାପ ଏବଂ ସ୍ଲିପ୍‌ଡ କ୍ୟାପିଟାଲ୍ ଫେମେରାଲ୍ ଏପିଫିସିସ୍ ହୋଇପାରେ ।[୨] ଏହା ମାନବ ଇନସୁଲିନ୍-ଭଳି ଅଭିବୃଦ୍ଧି ଫ୍ୟାକ୍ଟର୍-୧ର (rhIGF-1) ଏକ ପୁନର୍ଯୋଗଜ (recombinant) ରୂପ | [୨]

୨୦୦୫ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୦୭ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ମେକାସର୍ମିନ ଅନୁମୋଦିତ ହୋଇଥିଲା ।[୨] [୩] ଯୁକ୍ତରାଷ୍ଟ୍ରରେ ୪୦୦ ମିଗ୍ରାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୫୪୦୦୦ ଡଲାର ଥିଲା ।[୪] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ୨୪୦୦୦ ପାଉଣ୍ଡ ।[୫]

ଆଧାର[ସମ୍ପାଦନା]

  1. "INCRELEX® (mecasermin [rDNA origin] injection) Highlights of Prescribing Information" (PDF). U.S. Food and Drug Administration. Archived (PDF) from the original on 2021-04-03. Retrieved 2020-08-23.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Mecasermin Monograph for Professionals". Drugs.com (in ଇଂରାଜୀ). Archived from the original on 6 March 2021. Retrieved 14 November 2021.
  3. ୩.୦ ୩.୧ "Increlex". Archived from the original on 14 November 2021. Retrieved 15 November 2021.
  4. "Increlex Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 15 November 2021.
  5. "Mecasermin". NICE. Archived from the original on 15 November 2021. Retrieved 15 November 2021.