ମିଶାଣ

ଉଇକିପିଡ଼ିଆ‌ରୁ
୩ + ୨ = ୫ with ସେଉ, ପାଠ ବହିରେ ଦେଖିବାକୁ ମିଳେ। 

ଯୋଗ ଯାହାକି ପ୍ରାୟତଃ ଯୁକ୍ତ ଚିହ୍ନଦ୍ୱାରା ଲେଖାଯାଏ, ଗଣିତର ଚାରୋଟି ମୌଳିକ କ୍ରିୟା ମଧ୍ୟରୁ ଗୋଟିଏ; ଅନ୍ୟଗୁଡ଼ିକ ହେଲା ବିୟୋଗ, ଗୁଣନ ଏବଂ ହରଣ । ଦୁଇଟି ସଂଖ୍ୟାକୁ ମିଶାଇଲେ ତାହାର ମିଶାଣ ଫଳକୁ ହିଁ ଯୋଗ କୁହାଯାଏ । [୧]ଯେପରିକି ଡାହାଣପଟ ଛବିରେ ଦୁଇଟି ଏବଂ ତିନୋଟି ସେଉ ଅଛି, ସବୁ ସେଓକୁ ମିଶାଇଲେ ସମୁଦାୟ ପାଞ୍ଚଟି ସେଉ ହେବ । ଯେପରିକି ଗାଣିତିକ ଭାଷାରେ ୩ + ୨ = ୫

ମିଶାଣ ପ୍ରକ୍ରିୟାର ଗାଣିତିକ ଧର୍ମ[ସମ୍ପାଦନା]

  • ମିଶାଣ ପ୍ରକ୍ରିୟାରେ ଶୁନ ବା ୦ ହେଉଛି ଏପରି ଏକ ସଂଖ୍ୟା ଏହାକୁ ଯୋଗ କରିବାଦ୍ୱାରା ମୂଳ ସଂଖ୍ୟାର ମୂଲ୍ୟରେ ପରିବର୍ତ୍ତନ ହୁଏ ନାହିଁ । ତେଣୂ ଶୁନ (୦)କୁ ଯୋଗାତ୍ମକ ଅଭେଦ ମଧ୍ୟ କୁହାଯାଏ ।
  • ପରିମେୟ ସଂଖ୍ୟାରେ ଯୋଗ ସଂବୃତ୍ତି ନିୟମ ପାଳନ କରେ ।

ଅର୍ଥାତ : ଗାଣିତିକ ସଂକେତରେ- ପରିମେୟ ହେଲେ କ + ଖ ମଧ୍ୟ ପରିମେୟ ହେବ ।

  • ପରିମେୟ ସଂଖ୍ୟାରେ ଯୋଗ କ୍ରମ ବିନିମୟୀ ନିୟମ ପାଳନ କରେ ।

ଅର୍ଥାତ : ଗାଣିତିକ ସଂକେତରେ- + = + ହେବ ।

  • ପରିମେୟ ସଂଖ୍ୟାରେ ଯୋଗ ସହଯୋଗୀ ନିୟମ ପାଳନ କରେ ।

ଅର୍ଥାତ : ଗାଣିତିକ ସଂକେତରେ- + (+ ) = ( + ) + ହେବ ।

Notes[ସମ୍ପାଦନା]

Footnotes[ସମ୍ପାଦନା]

  1. ସଂଖ୍ୟା ଏବଂ ସଂଖ୍ୟାରେ ସଂକ୍ରିୟା (PDF). National Institute of Open Schooling. p. 12.