ଭେରିସିଗୁଆଟ

ଉଇକିପିଡ଼ିଆ‌ରୁ
ଭେରିସିଗୁଆଟ
Clinical data
Trade namesVerquvo
AHFS/Drugs.commonograph
data
Pregnancy
category
Routes of
administration
By mouth
Legal status
Legal status
Identifiers
  • methyl N-[4,6-diamino-2-[5-fluoro-1-[(2-fluorophenyl)methyl]pyrazolo[3,4-b]pyridin-3-yl]pyrimidin-5-yl]carbamate
ECHA InfoCard100.247.370 Edit this at Wikidata
Chemical and physical data
FormulaC19H16F2N8O2
Molar mass୪୨୬.୩୯ g·mol−1
3D model (JSmol)
  • COC(=O)NC1=C(N=C(N=C1N)C2=NN(C3=C2C=C(C=N3)F)CC4=CC=CC=C4F)N
  • InChI=1S/C19H16F2N8O2/c1-31-19(30)25-14-15(22)26-17(27-16(14)23)13-11-6-10(20)7-24-18(11)29(28-13)8-9-4-2-3-5-12(9)21/h2-7H,8H2,1H3,(H,25,30)(H4,22,23,26,27)
  • Key:QZFHIXARHDBPBY-UHFFFAOYSA-N

ଭେରିସିଗୁଆଟ, ଅନ୍ୟ ବେପାର ନାମ ଭେର୍କୁଭୋ, ହେଉଛି ଏକ ଔଷଧ ଯାହା ଅଧୁନା ଖରାପ ଦିଗକୁ ଗତି କରୁଥିବା ହୃତ୍‌ପିଣ୍ଡ ସମ୍ପର୍କୀୟ ମୃତ୍ୟୁ ଓ ଡାକ୍ତରଖାନାରେ ଭର୍ତ୍ତି ହେବାର ଆଶଙ୍କା ହ୍ରାସ କରିବା ନିମନ୍ତେ ହୃଦଘାତରେ ବ୍ୟବହୃତ ଏକ ଔଷଧ ।[୩] [୫] ଏହା କେବଳ ୪୫% ରୁ କମ୍ ଇଜେକସନ ଭଗ୍ନାଂଶ ଥିବା ଲୋକଙ୍କଠାରେ ବ୍ୟବହୃତ ହୁଏ ।[୩] ଏହା ପାଟିରେ ଦିଆଯାଏ । [୫]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ରକ୍ତଚାପ ଏବଂ ନିମ୍ନ ଲୋହିତ ରକ୍ତ କଣିକା ଅନ୍ତର୍ଭୁକ୍ତ । [୫] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୪] ଏହା ଏକ ଦ୍ରବଣସମ୍ପନ୍ନ ଗୁଆନିଲେଟ୍ ସାଇକ୍ଲେଜ୍ (sGC) ଉତ୍ତେଜକ, ଏବଂ ଏହି ଶ୍ରେଣୀର ଅନ୍ୟ ଔଷଧ ସହିତ ବ୍ୟବହାର କରାଯିବା ଅନୁଚିତ ।[୩] [୫]

୨୦୨୧ ମସିହାରେ ଆମେରିକା ଏବଂ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଭେରିସିଗୁଆଟ ଅନୁମୋଦିତ ହୋଇଥିଲା । [୫] ଯୁକ୍ତରାଷ୍ଟ୍ରରେ ୨୦୨୨ ସୁଦ୍ଧା ମାସକୁ ଏହି ଔଷଧ ପିଛା ପ୍ରାୟ ୬୧୫ ଡଲାର ଖର୍ଚ୍ଚ ହୋଇଥାଏ ।[୬] ଯୁକ୍ତରାଜ୍ୟରେ ଏହି ପରିମାଣର ମୂଲ୍ୟ ପ୍ରାୟ ୧୦୦ ପାଊଣ୍ଡ ।[୭]

ସନ୍ଦର୍ଭ[ସମ୍ପାଦନା]

  1. ୧.୦ ୧.୧ "Verquvo". Therapeutic Goods Administration (TGA). 29 November 2021. Archived from the original on 28 December 2021. Retrieved 28 December 2021.
  2. "Updates to the Prescribing Medicines in Pregnancy database". Therapeutic Goods Administration (TGA). 12 May 2022. Archived from the original on 3 April 2022. Retrieved 13 May 2022.
  3. ୩.୦ ୩.୧ ୩.୨ ୩.୩ ୩.୪ "Verquvo- vericiguat tablet, film coated". DailyMed. Archived from the original on 6 September 2021. Retrieved 9 February 2021.
  4. ୪.୦ ୪.୧ "Drug Trials Snapshot: Verquvo". U.S. Food and Drug Administration (FDA). 8 February 2021. Archived from the original on 9 February 2021. Retrieved 8 February 2021.  This article incorporates text from this source, which is in the public domain.
  5. ୫.୦ ୫.୧ ୫.୨ ୫.୩ ୫.୪ ୫.୫ "Verquvo EPAR". European Medicines Agency (EMA). 19 May 2021. Archived from the original on 15 September 2021. Retrieved 14 September 2021.
  6. "Verquvo". Archived from the original on 23 October 2022. Retrieved 23 October 2022.
  7. "Vericiguat". SPS - Specialist Pharmacy Service. 17 October 2016. Archived from the original on 3 March 2022. Retrieved 23 October 2022.