ଭୁବନ (ଇସରୋ)

ଉଇକିପିଡ଼ିଆ ରୁ


ଏହି ଲେଖାଟି ସଫ୍ଟୱେର ବାବଦରେ । ଗାଁ ପାଇଁ, ଭୁବନ ପ୍ରସଙ୍ଗଟି ଦେଖନ୍ତୁ ।
ଭୁବନ
Bhuvanlogo.jpg
Bhuban-screenshot - Copy.png
ଭୁବନେଶ୍ୱର ବିମାନ ବନ୍ଦର ଓ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳର ଏକ ଦ୍ଵିବିମିୟ ସ୍କ୍ରିନ୍‌ସଟ୍
Developer(s) ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ
Initial release ଅଗଷ୍ଟ ୧୨, ୨୦୦୯
Stable release ବିଟା / ଅଗଷ୍ଟ 12, 2011; 3 ବରଷ ଆଗରୁ (2011-08-12)
Operating system ୱିଣ୍ଡୋସ ୨୦୦୦, ଏକ୍ସପି & ଭିଷ୍ଟା
Available in ଇଂରାଜୀ, ହିନ୍ଦୀ, ତାମିଲ, ତେଲୁଗୁ
Type Virtual globe
Licence Freeware
Website http://bhuvan.nrsc.gov.in/

ଭୁବନ ହେଉଛି ଏକ ସଫ୍ଟୱେର ଆପ୍ଲିକେସନ ଯାହାକି ପୃଥିବୀ ପୃଷ୍ଠର ଦ୍ଵିବିମିୟ (2D) ଓ ତ୍ରିବିମିୟ (3D) ପ୍ରତିରୂପ ଖୋଜିବାରେ ସାହାଯ୍ୟ କରିଥାଏ । ବ୍ରାଉଜର ଟି ଭାରତ ପାଇଁ ସ୍ଵତନ୍ତ୍ର ଭାବେ ଗଠନ କରାଯାଇଛି, ଏହା ଏହି ଅଞ୍ଚଳରେ ସର୍ବାଧିକ ରିଜୋଲ୍ୟୁସନ୍ ପ୍ରଦାନ କରିଥାଏ ।[୧][୨] ଅଗଷ୍ଟ ୧୨ ତାରିଖ ଦିନ ଏହାର ଏକ ସ୍ଵତନ୍ତ୍ର ବିଟା ଭର୍ସନ ମୁକ୍ତିଲାଭ କରିଥିଲା ।[୩]

ସଂକ୍ଷିପ୍ତ ବିବରଣୀ[ସମ୍ପାଦନା]

ଅଗଷ୍ଟ ୧୨, ୨୦୦୯ ରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ ବା ଇସରୋ ତା'ର ତ୍ରିବିମିୟ ସାଟେଲାଇଟ ବିମ୍ବ-ବିଧାନ/ଚିତ୍ରାବଳି ଉପକରଣ "ଭୁବନ" ପ୍ରକାଶ କଲା ।

ବୈଶିଷ୍ଟ୍ୟ[ସମ୍ପାଦନା]

ଡାଉନଲୋଡ ବ୍ୟବସ୍ଥା[ସମ୍ପାଦନା]

ବୈଷୟକ ଆବଶ୍ୟକତା[ସମ୍ପାଦନା]

ସମାଲୋଚନା[ସମ୍ପାଦନା]

ଅଧିକ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

ବାହାର କଡି[ସମ୍ପାଦନା]