ଭୁବନ (ଇସରୋ)

ଉଇକିପିଡ଼ିଆ‌ରୁ


ଭୁବନ
ଭୁବନେଶ୍ୱର ବିମାନ ବନ୍ଦର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଏକ ଦ୍ୱିବିମିୟ ସ୍କ୍ରିନ୍‌ସଟ୍
ଡେଭେଲପରଭାରତୀୟ ମହାକାଶ ଗବେଷଣା ସଂସ୍ଥାନ
ପ୍ରଥମ ରିଲିଜ୍ଅଗଷ୍ଟ ୧୨, ୨୦୦୯
ଷ୍ଟେବଲ୍ ରିଲିଜ୍ବିଟା / ଅଗଷ୍ଟ 12, 2011; 12 years ago (2011-08-12)
Operating systemୱିଣ୍ଡୋସ ୨୦୦୦, ଏକ୍ସପି & ଭିଷ୍ଟା
ଉପଲବ୍ଧ ଭାଷାଇଂରାଜୀ, ହିନ୍ଦୀ, ତାମିଲ, ତେଲୁଗୁ
ପ୍ରକାରVirtual globe
LicenceFreeware
ୱେବସାଇଟhttp://bhuvan.nrsc.gov.in/

ଭୁବନ ହେଉଛି ଏକ ସଫ୍ଟୱେର ଆପ୍ଲିକେସନ ଯାହାକି ପୃଥିବୀ ପୃଷ୍ଠର ଦ୍ୱିବିମିୟ (2D) ଓ ତ୍ରିବିମିୟ (3D) ପ୍ରତିରୂପ ଖୋଜିବାରେ ସାହାଯ୍ୟ କରିଥାଏ । ବ୍ରାଉଜରଟି ଭାରତ ପାଇଁ ସ୍ୱତନ୍ତ୍ର ଭାବେ ଗଠନ କରାଯାଇଛି, ଏହା ଏହି ଅଞ୍ଚଳରେ ସର୍ବାଧିକ ରିଜୋଲ୍ୟୁସନ୍ ପ୍ରଦାନ କରିଥାଏ ।[୧][୨] ଅଗଷ୍ଟ ୧୨ ତାରିଖ ଦିନ ଏହାର ଏକ ସ୍ୱତନ୍ତ୍ର ବିଟା ଭର୍ସନ ମୁକ୍ତିଲାଭ କରିଥିଲା ।[୩]

ସଂକ୍ଷିପ୍ତ ବିବରଣୀ[ସମ୍ପାଦନା]

ଅଗଷ୍ଟ ୧୨, ୨୦୦୯ରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ ବା ଇସରୋ ତା'ର ତ୍ରିବିମିୟ ସାଟେଲାଇଟ ବିମ୍ବ-ବିଧାନ/ଚିତ୍ରାବଳି ଉପକରଣ "ଭୁବନ" ପ୍ରକାଶ କଲା ।

ବୈଶିଷ୍ଟ୍ୟ[ସମ୍ପାଦନା]

ଡାଉନଲୋଡ ବ୍ୟବସ୍ଥା[ସମ୍ପାଦନା]

ବୈଷୟକ ଆବଶ୍ୟକତା[ସମ୍ପାଦନା]

ସମାଲୋଚନା[ସମ୍ପାଦନା]

ଅଧିକ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "ଆର୍କାଇଭ୍ କପି". Archived from the original on 2011-06-15. Retrieved 2013-03-07. {{cite web}}: Cite has empty unknown parameter: |1= (help)
  2. "India to launch Bhuvan in March 2009". Silicon India. 2008-11-23. Archived from the original on 2008-12-25. Retrieved 2008-11-23.
  3. "Bhuvan, Indian Earth Observation Visualisation". ISRO. 2009-08-12. Archived from the original on 2011-06-15. Retrieved 2009-08-12.

ବାହାର କଡ଼ି[ସମ୍ପାଦନା]