ଭାସ୍କର
ଉଇକିପିଡ଼ିଆ ରୁ
ଭାସ୍କର (ଖ୍ରୀ ୬୦୦-୬୮୦) ହେଉଛନ୍ତି ୭ମ ଶତାବ୍ଦୀର ଜଣେ ଭାରତୀୟ ଗଣିତଜ୍ଞ । ସଂଖ୍ୟା ପଦ୍ଧତିରେ ଶୂନ ଲିଖନ ଓ ସାଇନ୍ (sine) ର ମୂଲ୍ୟନିରୂପଣରେ ତାଙ୍କର ଭୂମିକା ଉଲ୍ଲେଖନୀ ୟ । ସେ ଖ୍ରୀ ୬୨୯ ରେ ଆର୍ଯ୍ୟଭଟୀୟଭାସ୍ୟ ରଚନା କରିଥିଲେ । ଆର୍ଯ୍ୟଭଟଙ୍କର ଜ୍ୟୋତିର୍ବିଜ୍ଞାନକୁ ଆଧାର କରି ସେ ମହାଭାସ୍କରୀୟ ଓ ଲଘୁଭାସ୍କରୀୟ ପୁସ୍ତକ ରଚନା କରିଥିଲେ ।
ଆଧାର [ସମ୍ପାଦନା]
| ଏହି ଲେଖାଟି ଏକ ଅସଂପୂର୍ଣ୍ଣ ଲେଖା, ଆପଣ ଏହାକୁ ଏଠାରେ ବଦଳାଇ ଉଇକିପିଡ଼ିଆକୁ ଉନ୍ନତ କରିପାରିବେ । |