ପ୍ରଥମ ଭାସ୍କର

ଉଇକିପିଡ଼ିଆ ରୁ
ସମାନ ନାମ ବିଶିଷ୍ଟ ଅନ୍ୟ ବ୍ୟକ୍ତିଙ୍କ ପାଇଁ, ଭାସ୍କର ଦେଖନ୍ତୁ ।


ଭାସ୍କର (ଖ୍ରୀ ୬୦୦-୬୮୦) ହେଉଛନ୍ତି ୭ମ ଶତାବ୍ଦୀର ଜଣେ ଭାରତୀୟ ଗଣିତଜ୍ଞ ‌। ସଂଖ୍ୟା ପଦ୍ଧତିରେ ଶୂନ ଲିଖନ ଓ ସାଇନ୍ (sine) ର ମୂଲ୍ୟନିରୂପଣରେ ତାଙ୍କର ଭୂମିକା ଉଲ୍ଲେଖନୀୟ । ସେ ଖ୍ରୀ ୬୨୯ ରେ ଆର୍ଯ୍ୟଭଟୀୟଭାସ୍ୟ ରଚନା କରିଥିଲେ । ଆର୍ଯ୍ୟଭଟଙ୍କର ଜ୍ୟୋତିର୍ବିଜ୍ଞାନକୁ ଆଧାର କରି ସେ ମହାଭାସ୍କରୀୟ ଓ ଲଘୁଭାସ୍କରୀୟ ପୁସ୍ତକ ରଚନା କରିଥିଲେ ‌।

ଜୀବନୀ[ସମ୍ପାଦନା]

ସଂଖ୍ୟା ପଦ୍ଧତି[ସମ୍ପାଦନା]

ଅବଦାନ[ସମ୍ପାଦନା]

ଆଧାର[ସମ୍ପାଦନା]

ଆହୁରି ପଢନ୍ତୁ[ସମ୍ପାଦନା]

ସହାୟକ ଗ୍ରନ୍ଥ[ସମ୍ପାଦନା]

  • M. C. Apaṭe. The Laghubhāskarīya, with the commentary of Parameśvara. Anandāśrama, Sanskrit series no. 128, Poona, 1946.
  • v.harish Mahābhāskarīya of Bhāskarācārya with the Bhāṣya of Govindasvāmin and Supercommentary Siddhāntadīpikā of Parameśvara. Madras Govt. Oriental series, no. cxxx, 1957.
  • K. S. Shukla. Mahābhāskarīya, Edited and Translated into English, with Explanatory and Critical Notes, and Comments, etc. Department of mathematics, Lucknow University, 1960.
  • K. S. Shukla. Laghubhāskarīya, Edited and Translated into English, with Explanatory and Critical Notes, and Comments, etc., Department of mathematics and astronomy, Lucknow University, 2012
  • K. S. Shukla. Āryabhaṭīya of Āryabhaṭa, with the commentary of Bhāskara I and Someśvara. Indian National Science Academy (INSA), New- Delhi, 1999

.