ଭାଲେଣ୍ଟିନା ତେରେସ୍କୋଭା
ଉଇକିପିଡ଼ିଆ ରୁ
| ଭାଲେଣ୍ଟିନା ତେରେସ୍କୋଭା | |
|---|---|
| ପ୍ରଥମ ମହିଳା ମହାକାଶଚାରୀ | |
| ଅନ୍ୟନାମ | ଭାଲେଣ୍ଟିନା ଭ୍ଲାଡି ମିରୋଭନା ତେରେସ୍କୋଭା |
| ଜାତୀୟତା | ସୋଭିଏତ ୟୁନିଅନ ଋଷିଆ |
| ଜନ୍ମ | ୬ ମାର୍ଚ ୧୯୩୭ Bolshoye Maslennikovo, Tutayevsky District, Yaroslavl Oblast, Russian SFSR, Soviet Union |
| ଅନ୍ୟ ଜୀବିକା | Pilot |
| Rank | General-Major, Soviet Air Force |
| Time in space | 2days, 23hrs and 12mins |
| Selection | Female Group |
| ଅଭିଯାନ | ଭୋସ୍ତକ-୬ |
| Mission insignia | |
| ପୁରସ୍କାର | |
ଭାଲେଣ୍ଟିନା ଭ୍ଲାଡି ମିରୋଭନା ତେରେସ୍କୋଭା (ଜନ୍ମ : ୬ ମାର୍ଚ୍ଚ ୧୯୩୭ )ଜଣେ ଋଷୀୟ ମହିଳ ମହାକାଶଚାରୀ।୧୯୬୩ ଜୁନ ୧୬ ତାରିଖରେ ଋଷୀୟ ମହିଳ ଭାଲେଣ୍ଟିନା ଭ୍ଲାଡି ମିରୋଭନା ତେରେସ୍କୋଭା ଭୋସ୍ତକ-୬ ମହାକାଶ ଯାନ ଯୋଗେ ଅନ୍ତରୀକ୍ଷକୁ ଯାତ୍ରାକରି ଇତିହାସ ରଚିଥିଲେ।ପୃଥିବୀର ପ୍ରଥମ ମହିଳା ମହାକାଶଚାରୀ ଭାବେ ଅଖ୍ୟାୟିତ ଭାଲେଣ୍ଟିନାଙ୍କ ମହାକାଶ ଯାତ୍ରା ଥିଲା ୩ ଦିନର।ସେ ମୋଟ ୨ଦିନ, ୨୩ ଘଣ୍ଟା, ୧୨ ମିନିଟ ମହାକାଶରେ ଅତିବାହିତ କରିଥିଲେ।୧୯୩୭ ମାର୍ଚ୍ଚରେ ଜନ୍ମିତ ଭାଲେଣ୍ଟିନା ମହାକାଶ ଅଭିଯାନ ଯିବାର ଅନେକ ପୂର୍ବରୁ ଟେକ୍ସଟାଇଲ ଫ୍ୟାକ୍ଟ୍ରି ଆସେମ୍ଲି କର୍ମଚାରୀ ଭାବେ କାମ କରୁଥିଲେ।ତେବେ ସଫଳ ମହାକାଶ ଯାନ ପରେ ବହୁ ଉଚ୍ଚ ପଦବିରେ ନିଯୁକ୍ତ ହେଇଥିଲେ।[୧]
ଆଧାର[ସମ୍ପାଦନା]
| ଏହି ଲେଖାଟି ଏକ ଅସଂପୂର୍ଣ୍ଣ ଲେଖା, ଆପଣ ଏହାକୁ ଏଠାରେ ବଦଳାଇ ଉଇକିପିଡ଼ିଆକୁ ଉନ୍ନତ କରିପାରିବେ । |