ବ୍ୟବହାରକାରୀ:Hpsatapathy/sandbox22
Hpsatapathy/sandbox22 | |
---|---|
ଜନ୍ମ | ଦ୍ୱିତି ଚନ୍ଦ୍ର ସାହୁ ୧୯୬୯ |
ଜାତୀୟତା | ଭାରତୀୟ |
ଶିକ୍ଷା | ପଦ୍ମପୁର, ରାୟଗଡା, ରାୟଗଡା ଜିଲ୍ଲା |
ପ୍ରସିଦ୍ଧି | ଶିକ୍ଷକତା |
ପୁରସ୍କାର | - ୨୦୨୩ |
ଦ୍ୱିତି ଚନ୍ଦ୍ର ସାହୁ, ଓଡ଼ିଶାର ଜଣେ ଜଣାଶୁଣା ଲେଖକ ଅଟନ୍ତି । ବୃତ୍ତିରେ ଶିକ୍ଷକତା କରୁଥିଲେ ହେଁ ରାୟଗଡା ଜିଲ୍ଲର ଜଣେ ଯୁବ ଲେଖକ ତଥା ଆଦିବାସୀ ସଂସ୍କୃତିର ଗବେଷକ ଭାବେ ସେ ଜଣାଶୂଣା ।[୧][୨]
ଜୀବନୀ[ସମ୍ପାଦନା]
ଦ୍ୱିତି ଚନ୍ଦ୍ର ସାହୁ ୧୯୬୯ ମସିହାରେ ରାୟଗଡ଼ା ଜିଲ୍ଲାର ପଦ୍ମପୁର, ରାୟଗଡାଠାରେ ଜନ୍ମଗ୍ରହଣ କରିଥିଲେ । ପଦ୍ମପୁରରେ ପ୍ରାଥମିକ ଶିକ୍ଷା ସମାପ୍ତ କରି ସେ ଗୁଣପୁରସ୍ଥିତ ଗୁଣପୁର ମହାବିଦ୍ୟାଳୟରୁ ସ୍ନାତକ ଶିକ୍ଷା ସମାପ୍ତ କରିଥିଲେ । ଅଧୁନା ସେ ରାୟଗଡା ଜିଲାରେ ପ୍ରାଥମିକ ଶିକ୍ଷକ ରୂପେ କାର୍ଯ୍ୟରତ ।
କର୍ମ ଜୀବନ[ସମ୍ପାଦନା]
ଶିକ୍ଷକତାରେ ଅଭିନବ ଉପାୟର ପ୍ରୟୋଗ କରି ସେ ଅନେକ ସମ୍ମାନର ଅଧୀକାରି ହୋଇପାରିଛନ୍ତି ।[୩][୪][୫][୬][୭] ଦୈନଦିନ ମଣିଷ ଜୀବନ ତଥା ଆଦିବାସୀ ସଂସ୍କୃତି ଓ ପରମ୍ପରାକୁ ନେଇ ତାଙ୍କ ଦ୍ଵାରା ଲିଖିତ ବହିଗୁଡିକ ହେଲା :-
୧)
୨)
୩)
ପୁରସ୍କାର ଓ ସମ୍ମାନ[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ "Pallishri Mela Book Fair adores Dwiti Sahu's Novel "Kuhukara Mahaka" for adolescents". Odisha News Insight. 30 December 2015. Retrieved 21 January 2024.
- ↑ "Mango: An Indigenous Approach to Nutrition – Indian Periodical". indianperiodical. 17 June 2018. Retrieved 21 January 2024.
- ↑ "Odisha: Kalinga Literary Festival in Koraput to kick off on April 7 | Sambad English". sambadenglish. 28 March 2018. Retrieved 21 January 2024.
- ↑ "Grassroots can be Empowered Literacy through their own inherent Local Writers". Odisha Diary, Latest Odisha News, Breaking News Odisha. 24 April 2019. Retrieved 21 January 2024.
- ↑ "People are the real Governors & Masters: says Guv Prof Ganeshi Lal |". odishabarta. 13 September 2022. Retrieved 21 January 2024.
- ↑ "'Cabinet' monitors school atmosphere". www.telegraphindia.com (in ଇଂରାଜୀ). Retrieved 21 January 2024.
- ↑ "Innovative learning programme brings back joy to tribal students in Odisha | UNICEF India". www.unicef.org (in ଇଂରାଜୀ). Retrieved 21 January 2024.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |