ବ୍ୟବହାରକାରୀଙ୍କ ଆଲୋଚନା:Snip1/ଚୁଡାନ୍ତ ତାଲିକାଲଗ

Page contents not supported in other languages.
ଉଇକିପିଡ଼ିଆ‌ରୁ

ନାମ ବଦଳ ପାଇଁ ଅନୁରୋଧ[ସମ୍ପାଦନା]

ଓଡ଼ିଆରେ ପ୍ରଚଳିତ ନାମକରଣ ଓ ସ୍ଥାନୀୟ ଭାଷାରେ ପ୍ରଚଳିତ ଉଚ୍ଚାରଣକୁ ନେଇ ତଳ ଶବ୍ଦଗୁଡ଼ିକର ନାମର ଉଚ୍ଚାରଣ ବଦଳାଇବା ଲାଗି ଅନୁରୋଧ [--ସୁଭାସିସ ପାଣିଗାହି (ଆଳାପ) ୧୫:୪୬, ୪ ଅକ୍ଟୋବର ୨୦୧୫ (UTC)]:

  • Kaghaznagar = କାଗଜନଗର
  • Kailasahar = କୈଳାଶହର
  • କାଲିମ୍ପୋଙ୍ଗ୍ -> କାଲିମପଙ୍ଗ (ଏମିତି ଉଚ୍ଚାରଣ ହୁଏ ସ୍ଥାନୀୟ ଭାଷାରେ)
  • Kannur -> କଣ୍ଣୁର
  • Karjat -> କରଜତ
  • Karnal -> କର୍ଣ୍ଣଲ
  • Karwar -> କରୁଅର
  • Kasaragod -> କାସରଗଡ଼
  • Katihar -> କଟିହାର
  • Kayamkulam -> କାୟମକୁଳମ
  • Keshod -> କେସୋଡ଼
  • Khair -> ଖଇର
  • Khambhat -> ଖମ୍ବଟ
  • Kharagpur,_West_Bengal -> ଖଡ଼ଗପୁର (ଡ ତଳେ ବିନ୍ଦୁ ଦେଇ "ଡ଼")
  • Kharar -> ଖରାର
  • Kodungallur -> କୋଡୁଙ୍ଗାଳୁର (ଦକ୍ଷିଣୀ ଭାଷାମାନଙ୍କରେ "ll" ଦୁଇଟି ଏଲର ବ୍ୟବହାର ସବୁବେଳେ "ଳ" କୁ "ଲ"ରୁ ଭିନ୍ନ ଦେଖାଇବା ପାଇଁ)
  • Kollam -> କୋଳମ
  • Koratla -> କୋରାଟ୍ଲା
  • Kot_Kapura -> କୋଟ କପୁର (Kot, Cot, Kota ସବୁ କୋଟ ଭାବେ ଉଚ୍ଚାରିତ; କୋଟସମଲାଇ, କୋଟା (ରାଜସ୍ଥାନ) ଆଦି)
  • Kottayam -> କୋଟୟମ
  • Kovvur -> କୋଭୁର (ଓଡ଼ିଆରେ "v" ପାଇଁ "ଭ" ବ୍ୟବହାର ସର୍ବତ୍ର ପ୍ରଚଳିତ)
  • Koyilandy -> କୋଇଲାଣ୍ଡି
  • Kozhikode -> କୋଳିକୋଡ଼ (ମାଲାୟାଲାମ ଓ ତାମିଳରେ "zh" ଏକ ବିଶେଷ ପ୍ରକାର "ଳ" ପାଇଁ ପ୍ରଚଳିତ; ଏହା ଆମେରିକାନ "ର" ଓ "ଳ"କୁ ମିଶାଇ କହିଲେ ଯେମିତି ଶୁଭିବ ସେମିତି)
  • Kunnamkulam -> କୁଣ୍ଣମକୁଳମ ("nn" = ଣ୍ଣ)