ବ୍ୟବହାରକାରୀଙ୍କ ଆଲୋଚନା:ଗୋଲକ ନନ୍ଦନ ଦାସ

Page contents not supported in other languages.
ଉଇକିପିଡ଼ିଆ‌ରୁ

ନମସ୍କାର ଗୋଲକ ନନ୍ଦନ ଦାସ, ଓଡ଼ିଆ ଉଇକିପିଡ଼ିଆକୁ ସ୍ଵାଗତ!

ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


ଗୋଲକ ନନ୍ଦନ ଦାସ, ଧନ୍ୟବାଦ – ~~~~

--Psubhashish (ମୋ ଆଲୋଚନା) ୧୯:୩୮, ୯ ଅପ୍ରେଲ ୨୦୨୪ (IST)[reply]

ଆପଣଙ୍କ ତିଆରି ନୂଆ ପ୍ରସଙ୍ଗ[ସମ୍ପାଦନା]

ଆଦରର @ଗୋଲକ ନନ୍ଦନ ଦାସ, ଆପଣ ତିଆରି କରିଥିବା छात्रवृत्ति‎ ପ୍ରସଙ୍ଗ ନାମଟି ହିନ୍ଦୀରେ ଥିବାରୁ ଲିଭାଇଲି ଓ ତା' ବଦଳରେ ଛାତ୍ରବୃତ୍ତିକୁ ଘୁଞ୍ଚାଇଲି । ଦୟାକରି ଦେବନାଗରୀ (ହିନ୍ଦୀ) ବା ଅନ୍ୟ ଲିପିରେ ପ୍ରସଙ୍ଗ ଆଗକୁ ନ ଗଢ଼ିବାକୁ ଅନୁରୋଧ । ଦ୍ୱିତୀୟରେ ଆପଣ ବିନା ଆଧାରରେ (ରେଫରେନ୍ସ) ପ୍ରସଙ୍ଗଟିଏ ଆରମ୍ଭ କରିଛନ୍ତି । ଖୁବ କମ ଲୋକ ଉଇକିପିଡ଼ିଆରେ ସକ୍ରିୟ ଓ ହୁଏତ ଆଉ କେହି ଏ ଛୋଟ ପ୍ରସଙ୍ଗଟିକୁ ଉନ୍ନତ କରିବାରେ ସାହାଯ୍ୟ କରିନପାରନ୍ତି । ଯଦି ଆପଣ ନିଜେ ପ୍ରସଙ୍ଗରେ ଅଧିକ ତଥ୍ୟ ଅନୁବାଦ ଓ ସେଥିରେ ଆଧାର ନ ଯୋଡ଼ିବେ ତାହେଲେ ପ୍ରସଙ୍ଗଟି ପୂରା ଲିଭାଇଦିଆଯାଇପାରେ । ଆପଣଙ୍କୁ ଅନୁରୋଧ ଆଗାମୀ ଦିନରେ ପ୍ରସଙ୍ଗଟିକୁ ଉନ୍ନତ କରିବେ । Psubhashish (ମୋ ଆଲୋଚନା) ୧୯:୪୩, ୯ ଅପ୍ରେଲ ୨୦୨୪ (IST)[reply]