ବେନୋ ଜେଫିନ୍ ଏନ୍ ଏଲ୍

ଉଇକିପିଡ଼ିଆ‌ରୁ
ବେନୋ ଜେଫିନ୍ ଏନ୍ ଏଲ୍
ଭାରତୀୟ ବିଦେଶ ସେବା
Assumed office
୨୦୧୪
ବ୍ୟକ୍ତିଗତ ସବିଶେଷ
ଜନ୍ମ (1990-04-17) ୧୭ ଅପ୍ରେଲ ୧୯୯୦ (ବୟସ ୩୪)
ଚେନ୍ନାଇ
ବୃତ୍ତିକୂଟନୀତିଜ୍ଞ

ବେନୋ ଜେଫିନ୍ ଏନ୍ ଏଲ୍ (ଜନ୍ମ ୧୭ ଅପ୍ରେଲ୍ ୧୯୯୦) ଜଣେ ଭାରତୀୟ କୂଟନୀତିଜ୍ଞ, ଯିଏ ପ୍ରଥମ ଶତ ପ୍ରତିଶତ ଅନ୍ଧ ଭାରତୀୟ ବୈଦେଶିକ ସେବା ଅଧିକାରୀ ।[୧]

ଆଦ୍ୟ ଜୀବନ ଓ ପ୍ରଚ୍ଛଦପଟ୍ଟ[ସମ୍ପାଦନା]

ବେନୋ ୧୭ ଅପ୍ରେଲ୍ ୧୯୯୦ରେ ଚେନ୍ନାଇରେ, ଲ୍ୟୁକ୍ ଆନ୍ଥୋନୀ ଚାର୍ଲ୍ସ ଓ ମ୍ୟାରି ପଦ୍ମଜାଙ୍କଠାରୁ ଜନ୍ମ ହୋଇଥିଲେ ।[୨] ଚେନ୍ନାଇରେ ଅନ୍ଧମାନଙ୍କ ପାଇଁ ଥିବା ଲିଟିଲ୍ ଫ୍ଲାୱାର୍ କନଭେଣ୍ଟ୍ ହାୟର୍ ସେକେଣ୍ଡାରୀରୁ ବିଦ୍ୟାଳୟ ଶିକ୍ଷା ଗ୍ରହଣ କରିନଥିଲେ । ଏହାପରେ ଷ୍ଟେଲା ମ୍ୟାରିସ୍ ମହାବିଦ୍ୟାଳୟ, ଚେନ୍ନାଇରୁ ସ୍ନାତ୍ତକ ଓ ଲୟଲା ମହାବିଦ୍ୟାଳୟରୁ ସ୍ନାତ୍ତକୋତ୍ତର ଗ୍ରହଣ କରିଥିଲେ ।[୩] ବେନୋ ପ୍ରଥମ ଶତ ପ୍ରତିଶତ ଅନ୍ଧ ଭାରତୀୟ ବୈଦେଶିକ ସେବା ଅଧିକାରୀ ।[୪][୫]

ଆଧାର[ସମ୍ପାଦନା]

  1. "Beno Zephine becomes first 100% blind officer in IFS - Times of India". The Times of India. Retrieved 2016-05-10.
  2. Kapoor, Sapan. "Blind, Bold And IFS: The Incredible Story of Beno Zaphine". News World India. Archived from the original on 2017-12-23. Retrieved 2016-05-10.
  3. "Blindness no hurdle for NL Beno Zephine who gets IFS posting". deccanchronicle.com/. Retrieved 2016-05-10.
  4. "Meet India's first blind IFS officer".
  5. "Government welcomes visually challenged IFS officer".

ବାହ୍ୟ ଆଧାର[ସମ୍ପାଦନା]