ବୁମେଟାନାଇଡ

ଉଇକିପିଡ଼ିଆ‌ରୁ
ବୁମେଟାନାଇଡ
Clinical data
Trade namesBumex, Burinex, others
AHFS/Drugs.commonograph
MedlinePlusa684051
data
Pregnancy
category
  • AU: B3
  • US: C (Risk not ruled out)
Routes of
administration
By mouth, intravenous, intramuscular
Legal status
Legal status
  • AU: S4 (Prescription only)
  • UK: POM (Prescription only)
  • US: ℞-only
Pharmacokinetic data
BioavailabilityAlmost complete (~80%)
Protein binding97%
MetabolismLiver
Elimination half-life~0.8 hours
ExcretionKidney
Identifiers
  • 3-butylamino-4-phenoxy-5-sulfamoyl-benzoic acid
ECHA InfoCard100.044.534 Edit this at Wikidata
Chemical and physical data
FormulaC17H20N2O5S
Molar mass୩୬୪.୪୨ g·mol−1
3D model (JSmol)
  • c1ccccc1Oc2c(NCCCC)cc(C(=O)O)cc2S(=O)(=O)N
  • InChI=1S/C17H20N2O5S/c1-2-3-9-19-14-10-12(17(20)21)11-15(25(18,22)23)16(14)24-13-7-5-4-6-8-13/h4-8,10-11,19H,2-3,9H2,1H3,(H,20,21)(H2,18,22,23) checkY
  • Key:MAEIEVLCKWDQJH-UHFFFAOYSA-N checkY
  (verify)

ବୁମେଟାନାଇଡ, ଅନ୍ୟମାନଙ୍କ ମଧ୍ୟରେ ବୁମେକ୍ସ ବାଣିଜ୍ୟ ନାମରେ ବିକ୍ରି ହୁଏ, ଇଡିମା ଏବଂ ଉଚ୍ଚ ରକ୍ତଚାପର ଚିକିତ୍ସା ପାଇଁ ଏହି ଔଷଧ ବ୍ୟବହୃତ ହୁଏ | [୧] ଏଥିରେ ହୃଦ୍‌ପାତ, ଯକୃତ ସମସ୍ୟା ଓ ବୃକ୍‌କ ସମସ୍ୟା ଆଦି ରୋଗମାନ ଅନ୍ତର୍ଭୁକ୍ତ | [୨] ଫୁଲିବା ପାଇଁ କୌଣସି ଔଷଧ କାମ ନ କଲେ ଏହି ଔଷଧ ସେତେବେଳେ କାମ କରିପାରେ |[୨] ଉଚ୍ଚ ରକ୍ତଚାପ ପାଇଁ ଏହା ପସନ୍ଦଯୋଗ୍ୟ ଚିକିତ୍ସା ନୁହେଁ |[୧] ଏହା ପାଟି ଦ୍ୱାରା, କିମ୍ବା ଶିରା କିମ୍ବା ମାଂସପେଶୀରେ ଇଞ୍ଜେକସନଦ୍ୱାରା ଦିଆଯାଏ | [୨] ପ୍ରଭାବ ସାଧାରଣତଃ ଏକ ଘଣ୍ଟା ମଧ୍ୟରେ ଆରମ୍ଭ ହୁଏ ଏବଂ ପ୍ରାୟ ଛଅ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ | [୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବୁଲାଇବା, ନିମ୍ନ ରକ୍ତଚାପ, ନିମ୍ନ ରକ୍ତ ପୋଟାସିୟମ୍, ମାଂସପେଶୀ କଷ୍ଟ ଏବଂ କିଡନୀ ସମସ୍ୟା ହୋଇପାରେ | [୧] ଅନ୍ୟାନ୍ୟ ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ଶ୍ରବଣ ଶକ୍ତି ହ୍ରାସ ଏବଂ ନିମ୍ନ ରକ୍ତ ପ୍ଲାଟେଲେଟ ଅନ୍ତର୍ଭୁକ୍ତ ହୋଇପାରେ | [୨] ସଲଫା ଆଲର୍ଜି ଥିବା ବ୍ୟକ୍ତିମାନଙ୍କର ବୁମେଟାନାଇଡ୍ ପାଇଁ ଆଲର୍ଜି ହୋଇପାରେ | [୨] ଚିକିତ୍ସା କରୁଥିବା ଲୋକଙ୍କ ପାଇଁ ନିୟମିତ ଭାବରେ ରକ୍ତ ପରୀକ୍ଷା କରାଯାଏ। [୨] ଗର୍ଭାବସ୍ଥା ଏବଂ ସ୍ତନ୍ୟପାନ ସମୟରେ ସୁରକ୍ଷା ଅସ୍ପଷ୍ଟ ଅଟେ | [୩] ବୁମେଟାନାଇଡ୍ ହେଉଛି ଏକ ଲପ ଡାଇୟୁରେଟିକ ଏବଂ ବୃକ୍‌କରେ ସୋଡିୟମର ପୁନର୍ବାର ଅବଶୋଷଣକୁ ହ୍ରାସ କରି କାର୍ଯ୍ୟ କରେ | [୪] [୨]

୧୯୬୮ ମସିହାରେ ବୁମେଟାନାଇଡ ପେଟେଣ୍ଟ୍ ହୋଇଥିଲା ଏବଂ ୧୯୭୨ ମସିହାର ଏହା ଚିକିତ୍ସା ବ୍ୟବହାରରେ ଆସିଥିଲା |[୫] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ | ଯୁକ୍ତରାଜ୍ୟରେ ଏକ ମାସର ଯୋଗାଣ ୨୦୧୯ ସୁଦ୍ଧା ଏନଏଚଏସର ମୂଲ୍ୟ ପ୍ରାୟ ୧.୨୦ ପାଉଣ୍ଡ ଥିଲା । [୪] [୬] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ହୋଲସେଲ ମୂଲ୍ୟ ପ୍ରାୟ ୧୨ ଡଲାର ଅଟେ। [୭] ଯୁକ୍ତରାଷ୍ଟ୍ରରେ ୨୦୧୭ ମସିହାରେ ଏହା ୨୭୭ତମ ସାଧାରଣ ଔଷଧ ଥିଲା, ଯେଉଁଥିରେ ଏକ ନିୟୁତରୁରୁ ଅଧିକ ପ୍ରେସକ୍ରିପସନ ରହିଥିଲା | [୮] [୯]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Bumetanide Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 8 April 2019.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "Bumetanide Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 8 April 2019.
  3. "Bumetanide (Bumex) Use During Pregnancy". Drugs.com (in ଇଂରାଜୀ). Retrieved 8 April 2019.
  4. ୪.୦ ୪.୧ British national formulary : BNF 76 (76 ed.). Pharmaceutical Press. 2018. pp. 225–226. ISBN 9780857113382.
  5. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 458. ISBN 9783527607495.
  6. British national formulary : BNF 76 (76 ed.). Pharmaceutical Press. 2018. pp. 225–226. ISBN 9780857113382.
  7. "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
  8. "The Top 300 of 2020". ClinCalc. Retrieved 11 April 2020.
  9. "Bumetanide - Drug Usage Statistics". ClinCalc. Retrieved 11 April 2020.