ବିଅର
ବିଅର ପୃଥିବୀର ସବୁଠାରୁ ଅଧିକ ପିଆଯାଉଥିବା, [୧] ଓ ସବୁଠାରୁ ପୁରାତନ [୨][୩][୪][୫] ସୁରାସାର ଜାତୀୟ ପାନୀୟ; ପିଇବା ପାଣି ଓ ଚା' ପରେ ଏହା ୩ୟ ସବୁଠାରୁ ଜଣାଶୁଣା ପାନୀୟ ।[୬] ଏହା ଶର୍କରାର ବ୍ରୁଇଙ୍ଗ ଓ ଫରମେଣ୍ଟେସନ ପ୍ରକ୍ରିୟାକାରଣରୁ ବାହାରି ଥାଏ, ଏହା ମଲ୍ଟ ଶସ୍ୟ ଯଥା, ଯଅ, ଗହମରୁ ବାହାରି ଥାଏ । ଶର୍କରା ଭାବରେ ଦାମ କମ ଥିବାରୁ ମକା ଓ ଚାଉଳ ସାଧାରଣତ ଏହା ସହିତ ମିଶାଯାଇଥାଏ । ଅଧିକାଂଶ ବିଅର ହୋପରେ ମିଶାଯାଇଥାଏ, ଯାହା ବିଅରରେ ପିତା ସୁଆଦ ଦେଇଥାଏ ଓ ଏକ ପ୍ରାକୃତିକ ସଂରକ୍ଷଣ ପାଇଁ ସାହାଯ୍ୟ କରିଥାଏ । ମାନବ ଜଗତର ସବୁଠାରୁ ପୁରାତନ ରଚନାରେ ବିଅରର ଉତ୍ପାଦନ ଓ ବଣ୍ଟନ ବାବଦରେ ବଖଣାଯାଇଛି: ହାମୁରାବିର ନୀତିରେ ବିଅରର ଉତ୍ପାଦନ ଓ ବିଅର ପାର୍ଲର ବାବଦରେ ନୀତିବଳି ଥିଲା ।[୭] "ନିଙ୍କାସିର ମନ୍ତ୍ର",କେତେକ ଶିକ୍ଷିତ ଲୋକଙ୍କ ଚଳଣିରେ ମେସୋପଟାମିଆର ବିଅର ଦେବୀଙ୍କ ପାଇଁ ଏହି ମନ୍ତ୍ରରେ ପ୍ରାର୍ଥନା ଗାନ କରି ବିଅର ପରସାଯାଇଥାଏ । [୮][୯] ଆଜିକାଲି, ବ୍ରୁଇଙ୍ଗ ଶିଳ୍ପ ଏ ଜଗତସାରାର ବଣିଜ ପାଲଟିଛି । ଏଥିରେ ଅନେକ ବହୁଦେଶୀୟ କର୍ପୋରେସନ ଓ ହଜାର ହଜାର ଛୋଟ ଛୋଟ ଉତ୍ପାଦକ ବ୍ରୁପବରୁ ଆରମ୍ଭ କରି ଆଞ୍ଚଳିକ ବ୍ରିଉଋରହିଛନ୍ତି ।
ବିଅରରେ ଆୟତନ ଅନୁସାରେ ୪ %- ୬ % ସୁରସର ଥାଏ । କେତେକ କ୍ଷେତ୍ରରେ ଏହା ୧ % ରୁ ୨୦ % ଯାଏଁ ହୋଇଥାଏ ।
ବିଅର, ବିଅର ପିଉଥିବା ରାଷ୍ଟ୍ରମାନଙ୍କରେ ସାମାଜିକ ଚଳଣିର ଏକ ଭାଗ ହୋଇଥାଏ ଯେଉଁଠାରେ ବିଅର ପର୍ବର ପ୍ରଥା ରହିଛି, ଏହା ସହ ପବ ଚଳଣିରେ ନାନାଦି ପବ କ୍ରଲ ଓ ପବ ଖେଳ ଓ ବାର ବିଲିଆର୍ଡ୍ସ ଆଦି ଖେଳାଯାଇଥାଏ ।
ଭିତର ଚିଜ |
[ଏହାକୁ ବଦଳାନ୍ତୁ] ଇତିହାସ
[ଏହାକୁ ବଦଳାନ୍ତୁ] ବ୍ରୁଇଙ୍ଗ
[ଏହାକୁ ବଦଳାନ୍ତୁ] ଉତ୍ପାଦନ
[ଏହାକୁ ବଦଳାନ୍ତୁ] ପ୍ରକାର
[ଏହାକୁ ବଦଳାନ୍ତୁ] ମାପ
[ଏହାକୁ ବଦଳାନ୍ତୁ] ରଙ୍ଗ
[ଏହାକୁ ବଦଳାନ୍ତୁ] ଶକ୍ତି
[ଏହାକୁ ବଦଳାନ୍ତୁ] ପରସା
[ଏହାକୁ ବଦଳାନ୍ତୁ] ଡ୍ରଟ
[ଏହାକୁ ବଦଳାନ୍ତୁ] ପ୍ୟାକେଜ
[ଏହାକୁ ବଦଳାନ୍ତୁ] ତାପମାତ୍ରା
[ଏହାକୁ ବଦଳାନ୍ତୁ] ଭେସେଲ
[ଏହାକୁ ବଦଳାନ୍ତୁ] ବିଅର ଓ ସମାଜ
[ଏହାକୁ ବଦଳାନ୍ତୁ] ସ୍ଵାସ୍ଥ୍ୟ ଉପରେ ପ୍ରଭାବ
[ଏହାକୁ ବଦଳାନ୍ତୁ] ଖାଦ୍ୟସାର ବିବରଣୀ
[ଏହାକୁ ବଦଳାନ୍ତୁ] ଅନ୍ୟାନ୍ୟ ପାନୀୟ
[ଏହାକୁ ବଦଳାନ୍ତୁ] ଆଧାର
- ↑ "Volume of World Beer Production". European Beer Guide. http://www.europeanbeerguide.net/eustats.htm#production. Retrieved 17 October 2006.
- ↑ Rudgley, Richard (1993). The Alchemy of Culture: Intoxicants in Society. London: British Museum Press;. ISBN 978-0714117362.
- ↑ Arnold, John P (2005). Origin and History of Beer and Brewing: From Prehistoric Times to the Beginning of Brewing Science and Technology. Cleveland, Ohio: Reprint Edition by BeerBooks. ISBN 0-9662084-1-2.
- ↑ Joshua J. Mark (2011). Beer. Ancient History Encyclopedia.
- ↑ World's Best Beers: One Thousand ... – Google Books. books.google.com. 2009-10-06. ISBN 9781402766947. http://books.google.com/?id=SHh-4M_QxEsC&pg=PA10&dq=oldest+beverage&q=oldest%20beverage. Retrieved 2010-08-07.
- ↑ Nelson, Max (2005). The Barbarian's Beverage: A History of Beer in Ancient Europe. Abingdon, Oxon: Routledge. ପୃଷ୍ଠା. 1. ISBN 0-415-31121-7. http://books.google.com/?id=6xul0O_SI1MC&pg=PA1&dq=most+consumed+beverage. Retrieved 2010-09-21.
- ↑ "Beer Before Bread". Alaska Science Forum #1039, Carla Helfferich. http://www.gi.alaska.edu/ScienceForum/ASF10/1039.html. Retrieved 13 May 2008.
- ↑ "Nin-kasi: Mesopotamian Goddess of Beer". Matrifocus 2006, Johanna Stuckey. http://www.matrifocus.com/SAM06/spotlight.htm. Retrieved 13 May 2008.
- ↑ Black, Jeremy A.; Cunningham, Graham; Robson, Eleanor (2004). The literature of ancient Sumer. Oxford: Oxford University Press. ISBN 0-19-926311-6.
[ଏହାକୁ ବଦଳାନ୍ତୁ] ଗ୍ରନ୍ଥ ସୂଚି
| ଉଇକିପିଡ଼ିଆ କମନସରେ: Beer ଉପରେ ମାଧ୍ୟମ ରହିଅଛି |
| ବିଅର ଶବ୍ଦଟି ଖୋଲା ଅଭିଧାନ, ଉଇକିଅଭିଧାନରେ ଖୋଜନ୍ତୁ । |
- REDIRECT ଛାଞ୍ଚ:ଉଇକିକଥା
- Dumper, Michael; Stanley, Bruce E. (2007). Cities of the Middle East and North Africa: A Historical Encyclopedia. ABC-CLIO. ISBN 9781576079195. http://books.google.com/?id=3SapTk5iGDkC&pg=PA141&dq=tablets+of+ebla&cd=10#v=onepage&q=tablets%20of%20ebla.
- Archeological Parameters For the Origins of Beer. Thomas W. Kavanagh.
- The Complete Guide to World Beer, Roger Protz. ISBN 1-84442-865-6.
- The Barbarian's Beverage: a history of beer in ancient Europe, Max Nelson. ISBN 0-415-31121-7.
- The World Guide to Beer, Michael Jackson. ISBN 1-85076-000-4
- The New World Guide to Beer, Michael Jackson. ISBN 0-89471-884-3
- Beer: The Story of the Pint, Martyn Cornell. ISBN 0-7553-1165-5
- Beer and Britannia: An Inebriated History of Britain, Peter Haydon. ISBN 0-7509-2748-8
- The Book of Beer Knowledge: Essential Wisdom for the Discerning Drinker, a Useful Miscellany, Jeff Evans. ISBN 1-85249-198-1
- Country House Brewing in England, 1500–1900, Pamela Sambrook. ISBN 1-85285-127-9
- Ale, Beer and Brewsters in England: Women's Work in a Changing World, 1300–1600 , Judith M. Bennett. ISBN 0-19-512650-5
- A History of Beer and Brewing, I. Hornsey. ISBN 0-85404-630-5
- Beer: an Illustrated History, Brian Glover. ISBN 1-84038-597-9
- Beer in America: The Early Years 1587–1840—Beer's Role in the Settling of America and the Birth of a Nation, Gregg Smith. ISBN 0-937381-65-9
- Big Book of Beer, Adrian Tierney-Jones. ISBN 1-85249-212-0
- Gone for a Burton: Memories from a Great British Heritage, Bob Ricketts. ISBN 1-905203-69-1
- Farmhouse Ales: Culture and Craftsmanship in the Belgian Tradition, Phil Marowski. ISBN 0-937381-84-5
- The World Encyclopedia of Beer, Brian Glover. ISBN 0-7548-0933-1
- The Complete Joy of Homebrewing, Charlie Papazian ISBN 0-380-77287-6
- The Brewmaster's Table, Garrett Oliver. ISBN 0-06-000571-8
- Vaughan, J. G.; C. A. Geissler (1997). The New Oxford Book of Food Plants. Oxford University Press. ISBN 0-19-854825-7.
- Bacchus and Civic Order: The Culture of Drink in Early Modern Germany, Ann Tlusty. ISBN 0-8139-2045-0
