ବାଲୋକ୍ସାଭିର ମାର୍ବୋକ୍ସିଲ

ଉଇକିପିଡ଼ିଆ‌ରୁ
Baloxavir marboxil
Clinical data
Trade namesXofluza
SynonymsBaloxavir acid (BXA), BXM (S-033188), BXA (S-033447)
AHFS/Drugs.commonograph
MedlinePlusa618062
data
Pregnancy
category
Routes of
administration
By mouth
Legal status
Legal status
Identifiers
  • ({(12aR)-12-[(11S)-7,8-Difluoro-6,11-dihydrodibenzo[b,e]thiepin-11-yl]-6,8-dioxo-3,4,6,8,12,12a-hexahydro-1H-[1,4]oxazino[3,4-c]pyrido[2,1-f][1,2,4]triazin-7-yl}oxy)methyl methyl carbonate
Chemical and physical data
FormulaC27H23F2N3O7S
Molar mass୫୭୧.୫୫ g·mol−1
3D model (JSmol)
  • O=C(OCOC(C(C=C1)=O)=C(N1N([C@@H]2C3=CC=CC=C3SCC4=C(F)C(F)=CC=C24)[C@@]5([H])N6CCOC5)C6=O)OC
  • InChI=1S/C27H23F2N3O7S/c1-36-27(35)39-14-38-25-19(33)8-9-31-24(25)26(34)30-10-11-37-12-21(30)32(31)23-15-6-7-18(28)22(29)17(15)13-40-20-5-3-2-4-16(20)23/h2-9,21,23H,10-14H2,1H3/t21-,23+/m1/s1
  • Key:RZVPBGBYGMDSBG-GGAORHGYSA-N

ବାଲୋକ୍ସାଭିର ମାର୍ବୋକ୍ସିଲ ( BXM ), ବେପାର ନାମ ଜୋ୍ଲୁଜା (Xofluza), ଏକ ଭୂତାଣୁରୋଧୀ ଔଷଧ ଯାହା ସ୍ୱାଇନ୍ ଫ୍ଲୁ (ଫ୍ଲୁ)ର ଚିକିତ୍ସା ତଥା ପ୍ରତିରୋଧ ପାଇଁ ବ୍ୟବହୃତ ହୁଏ । [୩] ଏହା ୧୧ ବର୍ଷରୁ ଅଧିକ ବୟସ୍କ ରୋଗୀମାନଙ୍କରେ ବ୍ୟବହୃତ ହୁଏ ଯେଉଁମାନେ ୪୮ ଘଣ୍ଟାରୁ କମ୍ ସମୟ ଧରି ଅସୁସ୍ଥ ଥିବେ । [୩] ଏହା ପୁନରୁଦ୍ଧାର ସମୟକୁ ପ୍ରାୟ ଗୋଟିଏ ଦିନ ହ୍ରାସ କରିଥାଏ । [୨] ଏହାକୁ ଗୋଟିଏ ମାତ୍ରା ଭାବରେ ଗ୍ରହଣ କରାଯାଏ ।[୩]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ବ୍ରୋଙ୍କାଇଟିସ୍, ବାନ୍ତି, ସାଇନୁସାଇଟିସ୍ ଏବଂ ମୁଣ୍ଡବିନ୍ଧା ହୋଇପାରେ । [୩] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍ସିସ୍ ହୋଇପାରେ । [୩] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ। [୩] ଏହା ଏକ ଇନ୍‌ଫ୍ଲୁଏଞ୍ଜା ଜୀବାଣୁ ପଲିମେରେଜ୍ ଏସିଡ୍ (PA) ଏଣ୍ଡୋନ୍ୟୁକ୍ଲିଜ୍ ଇନହିବିଟର । [୩]

ଆମେରିକା ଏବଂ ଜାପାନରେ ଚିକିତ୍ସା ବ୍ୟବହାର ପାଇଁ ବାଲୋକ୍ସାଭିର ମାର୍ବକ୍ସିଲକୁ ୨୦୧୮ ମସିହାରେ ଅନୁମୋଦନ କରାଯାଇଥିଲା। [୩] [୪] ୨୦୨୧ ମସିହାରେ ୟୁରୋପ ଏବଂ ବ୍ରିଟେନରେ ଏହାକୁ ଅନୁମୋଦନ କରାଯାଇଥିଲା। [୫] ୨୦୨୨ ମସିହାରେ ଯୁକ୍ତରାଷ୍ଟ୍ରରେ ଏହାର ଚିକିତ୍ସା ଖର୍ଚ୍ଚ ୧୬୦ ଡଲାର । [୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Xofluza Australian prescription medicine decision summary". Therapeutic Goods Administration (TGA). 2 March 2020. Archived from the original on 13 March 2020. Retrieved 16 August 2020.
  2. ୨.୦ ୨.୧ "Xofluza EPAR". European Medicines Agency (EMA). 9 November 2020. Archived from the original on 30 January 2021. Retrieved 25 January 2021.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ ୩.୮ "Xofluza- baloxavir marboxil tablet, film coated". DailyMed. 28 October 2019. Archived from the original on 28 October 2020. Retrieved 9 January 2020.
  4. Heo, Young-A (April 2018). "Baloxavir: First Global Approval". Drugs. 78 (6): 693–697. doi:10.1007/s40265-018-0899-1.
  5. "Baloxavir marboxil". SPS - Specialist Pharmacy Service. 29 June 2018. Archived from the original on 26 July 2020. Retrieved 8 January 2022.
  6. "Baloxavir Marboxil Prices, Coupons & Savings Tips - GoodRx". GoodRx. Retrieved 8 January 2022.