ବାଣ
ଉଇକିପିଡ଼ିଆ ରୁ
ବାଣ ହେଉଛି ଏକ ପ୍ରକାର କ୍ଷୁଦ୍ର ବିସ୍ଫୋଟକ ଯାହା ବାରୁଦରେ ପ୍ରସ୍ତୁତ ହୋଇଥାଏ ଓ ଏଥିରେ ଅଗ୍ନି ସଂଯୋଗ କଲେ, ଧୂଆଁ, ନିଆଁ ଓ ପ୍ରଚଂଡ ଶବ୍ଦ ଉତ୍ପନ୍ନ ହୋଇଥାଏ। କୁହାଯାଏ ବାଣ ବା ଫୋଟକାର ଆବିଷ୍କାର ପ୍ରଥମେ ଚୀନ ଦେଶରେ ହୋଇଥିଲା। [୧]
ବିଷୟସୂଚୀ |
ଅନ୍ୟ ଭାଷାରେ ନାମ [ସମ୍ପାଦନା]
- ହିନ୍ଦୀ - ଫଟାକା, ପଟାଖା
- ଇଂରାଜୀ - cracker,
- ଫରାସୀ – ତରକେ
- ଆରବୀ – ترقه
- ଗୁଜୁରାଟି – ଫଟାକ
- ପର୍ତୁଗୀଜ – ପନଚାଉ (Panchão)
ଆହୁରି ଦେଖନ୍ତୁ [ସମ୍ପାଦନା]
ଆଧାର [ସମ୍ପାଦନା]
- ↑ Chemicals for Life and Living, Eiichiro Ochiai, Springer, 2011, ISBN 978-3-642-20272-8, ... Fireworks were actually invented by Chinese alchemists who sought the elixir of immortality, as recorded in a book (Methods of the Various Schools of Magical Elixir Preparations) published around 650
ଅଧିକ ତଥ୍ୟ [ସମ୍ପାଦନା]
| ଉଇକିପିଡ଼ିଆ କମନସରେ: Firecracker ଉପରେ ମାଧ୍ୟମ ରହିଅଛି |