ଫେନେଲଜାଇନ

ଉଇକିପିଡ଼ିଆ‌ରୁ
ଫେନେଲଜାଇନ
Clinical data
Trade namesNardil
AHFS/Drugs.commonograph
MedlinePlusa682089
data
Pregnancy
category
Routes of
administration
By mouth
Legal status
Legal status
  • AU: S4 (Prescription only)
  • US: ℞-only
  • ℞ (Prescription only)
Pharmacokinetic data
MetabolismLiver
Onset of actionUp to 4 wks[୨]
Elimination half-life11.6 hours
ExcretionUrine
Identifiers
  • 2-phenylethylhydrazine
ECHA InfoCard100.000.108 Edit this at Wikidata
Chemical and physical data
FormulaC8H12N2
Molar mass୧୩୬.୨0 g·mol−1
3D model (JSmol)
Boiling point74 °C (165 °F)
  • N(N)CCc1ccccc1
  • InChI=1S/C8H12N2/c9-10-7-6-8-4-2-1-3-5-8/h1-5,10H,6-7,9H2 checkY
  • Key:RMUCZJUITONUFY-UHFFFAOYSA-N checkY
  (verify)

ଫେନେଲଜାଇନ, ଏକ ବେପାର ନାମ ନର୍ଡିଲ୍, ହେଉଛି ଏକ ଔଷଧ ଯାହା ଉଦାସୀନତା ଏବଂ ବୁଲିମିଆ ନର୍ଭୋସା ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୩] ଏହା ପାଟିରେ ଦିଆଯାଏ ।[୩] ଏହାର ଉପକାର ପାଇବାକୁ ୪ ସପ୍ତାହ ସମୟ ଲାଗିପାରେ ।[୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବୁଲାଇବା, ମୁଣ୍ଡବିନ୍ଧା, ଶୋଇବାରେ ଅସୁବିଧା, ମାଂସପେଶୀ ଫଡ଼ଫଡ଼ ହେବା, ଶୁଖିଲା ପାଟି, ଓଜନ ବୃଦ୍ଧି ଏବଂ ଯୌନ ସମସ୍ୟା ହୋଇପାରେ ।[୩] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆତ୍ମହତ୍ୟା ପ୍ରବଣତା, ବାଇପୋଲାର ଏବଂ ଉଚ୍ଚ ରକ୍ତଚାପ ହୋଇପାରେ ।[୩] ବୃକ୍‌କ ବା ଯକୃତ ଜନିତ ସମସ୍ୟାରେ ବ୍ୟବହାର ନ କରିବାକୁ ପରାମର୍ଶ ଦିଆଯାଇଥାଏ ।[୩] ଏହା ହାଇଡ୍ରାଜାଇନ‌ରୁ ନିର୍ମିତ ଏକ ମୋନୋଆମିନ ଅକ୍ସିଡେଜ ଇନହିବିଟର (MAOI) | [୩]

୧୯୬୧ ମସିହାରେ ଯୁକ୍ତରାଷ୍ଟ୍ରରେ ଫେନେଲଜାଇନ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୩] ଯୁକ୍ତରାଷ୍ଟ୍ରରେ ୧୫ ମିଗ୍ରାର ୬୦ଟି ବଟିକାର ମୂଲ୍ୟ ୪୫ ଡଲାର ।[୪] ଯୁକ୍ତରାଜ୍ୟରେ ଏହା କେବଳ ସ୍ୱତନ୍ତ୍ର ଅର୍ଡରଦ୍ୱାରା ଉପଲବ୍ଧ | [୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Phenelzine (Nardil) Use During Pregnancy". Drugs.com. 3 March 2020. Archived from the original on 12 July 2020. Retrieved 11 July 2020.
  2. ୨.୦ ୨.୧ ୨.୨ BNF 81: March-September 2021. BMJ Group and the Pharmaceutical Press. 2021. p. 382. ISBN 978-0857114105.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ "Phenelzine Monograph for Professionals". Drugs.com (in ଇଂରାଜୀ). Archived from the original on 23 January 2021. Retrieved 27 October 2021.
  4. "Phenelzine Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 3 August 2020. Retrieved 28 October 2021.