ଫେଡ଼ୋରା (ଅପରେଟିଙ୍ଗ ସିଷ୍ଟମ)
ଉଇକିପିଡ଼ିଆ ରୁ
ଫେଡ଼ୋରା ୧୪ (Laughlin) |
|
| କମ୍ପାନୀ / ସଫ୍ଟୱେର ଗଢ଼ାଳି | ଫେଡ଼ୋରା ପ୍ରକଳ୍ପ, (ରେଡ଼ ହ୍ୟାଟଦେଇ ପରିଚାଳିତ) |
|---|---|
| OS ପରିବାର | ଇଉନିକ୍ସ-ପରି |
| କାମର ସ୍ଥିତି | ଏବେ |
| ସ୍ରୋତ ମଡ଼େଲ | ଖୋଲା ଓ ମାଗଣା ସଫ୍ଟବେର [୧] |
| ଆରମ୍ଭ ସଂସ୍କରଣ | ୨୦୦୩-୧୧-୧୬[୨] ଏହା ଇଆରୋ(Yarrow) ନାଆଁରେ କୋଡ଼ ନାଆଁ ଦିଆଯାଇଥିଲା । ଫେଡ଼ୋରା କୋର 1 ରେଡ ହ୍ୟାଟ ଲିନକ୍ସ 9କୁ ନେଇ ତିଆରି କରାଯାଇଥିଲା ଓ ଲିନକ୍ସ କର୍ଣଲ ୨.୪.9 ସଙ୍କଳନ ସହ ପଠାଯାଉଥିଲା ।[୩] |
| Latest stable release | ୧୪ (Laughlin) / ଛାଞ୍ଚ:Release date |
| ନଗଦ ଅସ୍ଥିର ସଙ୍କଳନ | ୧୫ (Lovelock) Beta / ଛାଞ୍ଚ:Release date |
| ମିଳୁଅଛି ଭାଷା | ବହୁଭାଷୀ |
| ଅପଡେଟ କରିବା ପ୍ରଣାଳୀ | ଇଉମ |
| ପ୍ୟାକେଜ ମ୍ୟାନେଜର | ଆରପିଏମ ପ୍ୟାକେଜ ମ୍ୟାନେଜର |
| ସହାୟକ ପ୍ଲାଟଫର୍ମ | ଆଇ ୩୮୬, ଏଏମଡ଼ି ୬୪ |
| କର୍ନେଲ ପ୍ରକାର | ମନୋଲିଥିକ (ଲିନକ୍ସ) |
| ଇଉଜରଲ୍ୟାଣ୍ଡ | ଜି.ଏନ.ଇଉ. |
| ଡିଫଲ୍ଟ ଇଉଜର ଇଣ୍ଟରଫେସ | ନୋମ |
| ଲାଇସେନ୍ସ | ନାନା ସଫ୍ଟବେର ଲାଇସେନ୍ସ, ଓ କପିରାଇଟ ଥିବା ବାଇନାରୀ ଲୋବ ।[୧] |
| ୱେବସାଇଟ | www.fedoraproject.org |
ଫେଡ଼ୋରା (ଉଚ୍ଚାରଣ: /fɨˈdɔːrə/) ଏକ ଆରପିଏମକୁ ନେଇ ତିଆରି ସାଧାରଣ ବ୍ୟବହାରରେ ଲାଗୁଥିବା ସଫ୍ଟବେରମାନଙ୍କୁ ନେଇ ତିଆରି ଯାହା ଭିତରେ ଲିନକ୍ସ କର୍ଣଲ ଅପରେଟିଙ୍ଗସିଷ୍ଟମ ରହିଥାଏ । ଏହା ଫେଡ଼ୋରା ପ୍ରକଳ୍ପ ଗୋଷ୍ଠୀ-ତିଆରି ଓ ରେଡ଼ ହ୍ୟାଟ ଦ୍ଵାରା ପରିଚାଳିତ । ଫେଡ଼ୋରା ପ୍ରକଳ୍ପ ଖୋଲା ଓ ମାଗଣା ସଫ୍ଟବେରକୁ ଉନ୍ନତ କରିବା ନିମନ୍ତେ ତିଆରି । [୪]
ଆହୁରି ଦେଖନ୍ତୁ [ସମ୍ପାଦନା]
ଦ୍ରଷ୍ଟବ୍ୟ [ସମ୍ପାଦନା]
- ↑ ୧.୦ ୧.୧ "ଫେଡ଼ୋରା ଲାଇସେନ୍ସ ଉପରେ ଥରକୁଥର ପଚରାଯାଉଥିବା ପ୍ରଶ୍ନସବୁ". Fedora Project wiki. https://fedoraproject.org/w/index.php?title=Licensing:FAQ&oldid=167564#Does_Fedora_permit_anything_under_.22Non-Free.22_licensing.3F. Retrieved 1 March 2011.
- ↑ Red Hat (2003-11-06). "Announcing Fedora Core 1". http://www.redhat.com/archives/fedora-announce-list/2003-November/msg00000.html. Retrieved 2007-10-18.
- ↑ "Fedora Core 1 Release Notes". http://docs.fedoraproject.org/release-notes/fc1/x86/. Retrieved 2007-10-19.
- ↑ "Fedora Project Overview". http://fedoraproject.org/wiki/Overview. Retrieved 2009-11-04.
ବାହାର ଲିଙ୍କ [ସମ୍ପାଦନା]
Fedora (Operating System) ସଙ୍ଗେ ଯୋଡ଼ାଥିବା ଉଇକିମିଡ଼ିଆ କମନସରେ ଥିବା ମିଡ଼ିଆ