ଫାରଜାନା ରିକ୍ତା

ଉଇକିପିଡ଼ିଆ‌ରୁ
ଫାରଜାନା ରିକ୍ତା
ফারজানা রিক্তা
Farzana Rikta
ଫାରଜାନା ରିକ୍ତା
ଜନ୍ମ
ଫାରଜାନା ରିକ୍ତା

ଜାଶୋର, ଖୁଲନା, ବାଙ୍ଗଳାଦେଶ
ଜାତୀୟତାବଙ୍ଗଳାଦେଶୀ
ଶିକ୍ଷାନୁଷ୍ଠାନଜଗନ୍ନାଥ ବିଶ୍ୱବିଦ୍ୟାଳୟ
ପିତାମାତାs
  • ନଜରୁଲ ଇସଲାମ (father)
  • ମହଫୁଜା ଇସଲାମ (mother)

ଫାରଜାନା ରିକ୍ତା ଜଣେ ବାଂଲାଦେଶୀ ଅଭିନେତ୍ରୀ, ମଡେଲ ଏବଂ ଦୂରଦର୍ଶନ ଉପସ୍ଥାପିକା ଯିଏକି ଦୂରଦର୍ଶନ ବିଜ୍ଞାପନ, ଚଳଚ୍ଚିତ୍ର ଏବଂ ଧାରାବାହିକରେ ଅଭିନୟ କରିଛନ୍ତି ।[୧]

ଜୀବନୀ[ସମ୍ପାଦନା]

ଫାରଜାନା ରିକ୍ତା ହେଉଛନ୍ତି ନଜରୁଲ୍ ଇସଲାମ ଏବଂ ମହଫୁଜା ଇସଲାମଙ୍କର ଝିଅ, ଯିଏକି ବଙ୍ଗଳାଦେଶର ଜାଶୋର ଜିଲ୍ଲାର ଜନ୍ମଗ୍ରହଣ କରିଥିଲେ ।[୨] ସେ ଜଗନ୍ନାଥ ବିଶ୍ୱବିଦ୍ୟାଳୟରୁ ରସାୟନ ବିଜ୍ଞାନରେ ସ୍ନାତକୋତ୍ତର କରିଛନ୍ତି ।[୩][୪]

ତାଙ୍କର ଏକ ଦୂରଦର୍ଶନ ବିଜ୍ଞାପନ ଜରିଆରେ ବୃତ୍ତିଗତ କାର୍ଯ୍ୟ ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ବିଜ୍ଞାପନର ନିର୍ଦ୍ଦେଶନା ଦେଇଥିଲେ ଅମିତାଭ ରେଜା ।[୧][୩] ୨୦୧୫ ମସିହାରେ ସେ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ (ଧଲିଉଡ଼) ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା କାର୍ଟୁଜ, ଯାହାର ନିର୍ଦ୍ଦେଶନା ଦେଇଥିଲେ ବାପାରାଜ ।[୫][୬][୭] ତାଙ୍କର ଦ୍ୱିତୀୟ ଚଳଚ୍ଚିତ୍ର ଏକତୋରେର୍ ନିଶାନ୍ ୨୦୧୬ ମସିହାରେ ମୁକ୍ତିଲାଭ କରିଥିଲା[୧] ଏବଂ ତୃତୀୟ ଚଳଚ୍ଚିତ୍ର ଅଲଟା ବାନୁ ୨୦୧୮ ମସିହାରେ ମୁକ୍ତିଲାଭ କରିଥିଲା ।[୮][୯]

ରିକ୍ତା କଥାଚିତ୍ର ସହିତ ଦୂରଦର୍ଶନରେ ମଧ୍ୟ ଅଭିନୟ କରିଛନ୍ତି । ସେ ବାଂଲାଭିଜନ ଏବଂ ଗାଜି ଟିଭି ପାଇଁ ଜଣେ ଦୂରଦର୍ଶନ ଉପସ୍ଥାପିକା ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।[୧]

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ ଚଳଚ୍ଚିତ୍ର
୨୦୧୫ କାର୍ଟୁଜ୍
୨୦୧୬ ଏକତୋରେର୍ ନିଶାନ୍
୨୦୧୮ ଅଲଟା ବାନୁ

ଅଭିନୀତ ଦୂରଦର୍ଶନ ଧାରାବାହିକ[ସମ୍ପାଦନା]

  • ଡନ୍[୧୦]
  • ଜଲେ ଭେଜା ରଙ୍ଗ
  • ବ୍ୟାଚଲର୍ ଡଟ୍ କମ୍
  • ଦୁଲାଭାଇ ଜିନ୍ଦବାଦ
  • ଟକ୍ ଅଫ୍ ଦ ଟାଉନ୍
  • ଛୋଟ ବୋଉ
  • କ୍ୟାଟ୍ ହାଉସ୍
  • ବାପ୍ ବେଟା ୪୨୦[୧୧]
  • ବିଦେଶ ବାବୁ
  • ଲାଲ୍ କାର୍ଡ଼

ଅଭିନୀତ ଦୂରଦର୍ଶନ ବିଜ୍ଞାପନ[ସମ୍ପାଦନା]

  • ଗ୍ରାମୀଣଫୋନ କଲର୍ ଟ୍ୟୁନ୍
  • ଆର୍‌ଏଫ୍ଏଲ୍ ଚେୟାର
  • ଆର୍‌ଏଫ୍ଏଲ୍ ଫିଟିଂ ପାଇପ୍
  • ପ୍ରାନ୍ ଗ୍ରୀନ୍ ଚିଲି ସସ୍
  • ଗ୍ରାମୀଣଫୋନ କନ୍‌ଫ୍ୟୁଜ୍
  • ସର୍ଫ୍ ଏକ୍ସେଲ୍
  • ବାଂଲାଦେଶ ମେଲାମାଇନ୍
  • ପ୍ରାଣ ଫ୍ରୁଟୋ ଜୁସ୍
  • ଜୁଇ ନଡ଼ିଆ ତେଲ
  • ରେଗୁଲାର ଫର୍ଣ୍ଣିଚର
  • ଏୟାରଟେଲ

ଦୂରଦର୍ଶନ କାର୍ଯ୍ୟକ୍ରମ ଉପସ୍ଥାପନା[ସମ୍ପାଦନା]

  • ଷ୍ଟାର୍ ୱାର୍ଡ (ବାଂଲାଭିଜନ୍)
  • ଏଫ୍ଏନ୍ଏଫ୍ ଜର୍ଣ୍ଣି (ଗାଜି ଟିଭି)

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ এই ভিজে মেঘের দুপুরে. Samakal (in Bengali). 26 April 2018. Archived from the original on 6 December 2018. Retrieved 19 September 2019.
  2. এবার বানু চরিত্রে. The Daily Ittefaq (in Bengali). 19 April 2018. Archived from the original on 3 December 2018. Retrieved 19 September 2019.
  3. ୩.୦ ୩.୧ নজরকাড়া রিক্তা. risingbd.com (in Bengali). 29 March 2018. Retrieved 19 September 2019.
  4. তিন বয়সের ফারজানা. Kaler Kantho (in Bengali). 8 April 2016. Retrieved 19 September 2019.
  5. চমক নিয়ে আসছে কার্তুজ. NTV (in Bengali). 23 February 2015. Retrieved 19 September 2019.
  6. আমার ছবিতে অনেক কিছুই নেই. Prothom Alo (in Bengali). 6 December 2014. Retrieved 19 September 2019.
  7. মার্চের শুরুতেই ‘কার্তুজ’. Banglanews24.com (in Bengali). 19 January 2015. Retrieved 19 September 2019.
  8. ""Alta Banu" begins promotional campaign". The Daily Star. 24 May 2018. Retrieved 19 September 2019.
  9. "Alta Banu to be released tomorrow". Daily Sun. 18 April 2015. Retrieved 19 September 2019.[permanent dead link]
  10. "Farzana Rikta in Mother's Day-themed TVC". The Independent. 12 May 2019. Retrieved 19 September 2019.
  11. আ খ ম হাসানের ‘বাপ বেটা ৪২০’. risingbd.com (in Bengali). 16 March 2019. Retrieved 19 September 2019.

ବାହାର ଆଧାର[ସମ୍ପାଦନା]