ଫାଇନରନନ

ଉଇକିପିଡ଼ିଆ‌ରୁ
ଫାଇନରନନ
Clinical data
Trade namesKerendia
SynonymsBAY 94-8862
AHFS/Drugs.commonograph
data
Pregnancy
category
Routes of
administration
By mouth
Legal status
Legal status
Identifiers
  • (4S)-4-(4-Cyano-2-methoxyphenyl)-5-ethoxy-2,8-dimethyl-1,4-dihydro-1,6-naphthyridine-3-carboxamide
ECHA InfoCard100.247.614 Edit this at Wikidata
Chemical and physical data
FormulaC21H22N4O3
Molar mass୩୭୮.୪୩ g·mol−1
3D model (JSmol)
  • NC(=O)C1=C(C)Nc2c(C)cnc(OCC)c2[C@@H]1c3ccc(C#N)cc3OC
  • InChI=1S/C21H22N4O3/c1-5-28-21-18-17(14-7-6-13(9-22)8-15(14)27-4)16(20(23)26)12(3)25-19(18)11(2)10-24-21/h6-8,10,17,25H,5H2,1-4H3,(H2,23,26)/t17-/m1/s1
  • Key:BTBHLEZXCOBLCY-QGZVFWFLSA-N

ଫାଇନରନନ (ଇଂରାଜୀ ଭାଷାରେ Finerenone), ଏକ ବେପାର ନାମ କେରେଣ୍ଡିଆ, ହେଉଛି ଏକ ଔଷଧ ଯାହା ମଧୁମେହ ଟାଇପ-୨ ରୋଗୀଙ୍କର କ୍ରନିକ ବୃକ୍‌କ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୪] ମଧ୍ୟମରୁ ଗୁରୁତର ରୋଗୀଙ୍କର ମୂତ୍ରରେ ପୁଷ୍ଟିସାର ଥିଲେ ଏହା ବ୍ୟବହୃତ ହୁଏ ।[୪] ଏହା ପାଟିରେ ଦିଆଯାଏ । [୪]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ହାଇପରକାଲେମିଆ, ନିମ୍ନ ରକ୍ତଚାପ ଏବଂ ଅଳ୍ପ ସୋଡିଅମ ରକ୍ତ‌ତା ହୋଇପାରେ ।[୫] ଆଡ୍ରେନାଲ୍ ଅଭାବ ଥିବା ଲୋକଙ୍କଠାରେ ଏହା ବ୍ୟବହାର କରାଯିବା ଉଚିତ୍ ନୁହେଁ ।[୫] ଏହା ଅଙ୍ଗୁର ଫଳ ସହିତ ପ୍ରତିକ୍ରିୟା କରିପାରେ ।[୫] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୫] ଏହା ଏକ ଅଣ-ଷ୍ଟେରଏଡାଲ ମିନେରାଲୋକର୍ଟିକଏଡ ରିସେପ୍ଟର ଆଣ୍ଟାଗୋନିଷ୍ଟ (MRA) ।[୫]

୨୦୨୧ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୨୨ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ପାଇଁ ଫାଇନରନନ ଅନୁମୋଦିତ ହୋଇଥିଲା [୫][୪] ଯୁକ୍ତରାଜ୍ୟରେ ଏହାର ୪ ସପ୍ତାହର ଔଷଧ ଖର୍ଚ୍ଚ ପ୍ରାୟ ୫୨ ପାଉଣ୍ଡ । [୭] ଯୁକ୍ତରାଷ୍ଟ୍ରରେ ଏହି ପରିମାଣ ପ୍ରାୟ ୫୬୦ ଡଲାର ଅଟେ । [୮]

ଆଧାର[ସମ୍ପାଦନା]

  1. "Updates to the Prescribing Medicines in Pregnancy database". Therapeutic Goods Administration (TGA). 12 May 2022. Archived from the original on 3 April 2022. Retrieved 13 May 2022.
  2. ୨.୦ ୨.୧ "Kerendia APMDS". Therapeutic Goods Administration (TGA). 9 December 2021. Archived from the original on 13 June 2022. Retrieved 12 June 2022.
  3. "AusPAR: Finerenone". Therapeutic Goods Administration (TGA). 31 May 2022. Retrieved 12 June 2022.{{cite web}}: CS1 maint: url-status (link)
  4. ୪.୦ ୪.୧ ୪.୨ ୪.୩ ୪.୪ "Kerendia EPAR". European Medicines Agency (EMA). 14 December 2021. Archived from the original on 16 March 2022. Retrieved 11 March 2022. Text was copied from this source which is copyright European Medicines Agency. Reproduction is authorized provided the source is acknowledged.
  5. ୫.୦ ୫.୧ ୫.୨ ୫.୩ ୫.୪ ୫.୫ ୫.୬ "Kerendia- finerenone tablet, film coated". DailyMed. Archived from the original on 21 August 2021. Retrieved 20 August 2021.
  6. "FDA Approves Drug for Chronic Kidney Disease". U.S. Food and Drug Administration (FDA). 9 July 2021. Archived from the original on 9 July 2021. Retrieved 9 July 2021.  This article incorporates text from this source, which is in the public domain.
  7. "Finerenone". SPS - Specialist Pharmacy Service. 7 January 2016. Archived from the original on 3 March 2022. Retrieved 29 October 2022.
  8. "Kerendia". Archived from the original on 29 October 2022. Retrieved 29 October 2022.